ଦାନ ବାନ୍ଧୁଛି ଲଘୁଚାପ,ଆସନ୍ତା ୨୦ ରୁ ପୁଣି ବର୍ଷିବ

271 0

ଭୁବନେଶ୍ବର :ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି (ବୁଧବାର) ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ ବଙ୍ଗୋପସାଗରରେ ଏକ ଲଘୁଚାପ ଏବେ ଦାନା ବାନ୍ଧୁଛି। ଏହାର ପ୍ରଭାବରେ ସେପ୍ଟେଟର ୨୦ରେ ବଙ୍ଗୋପସାଗରର ଉତ୍ତର-ପୂର୍ବ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଉ ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଲଘୁଚାପ ପ୍ରଭାବରେ ମାଲାକନଗିରି, କୋରାପୁଟ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ ଗଞ୍ଜାମରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ଆସନ୍ତା ୪ ରୁ ୫ ଦିନ ଏଭଳି ସ୍ଥିତି ଲାଗି ରହିବ।

Related Post

ଜଗମୋହନ ଭିତର ଫଟୋ ଭାଇରାଲ, ପାଟରା ସେବାୟତ ନିଲମ୍ବିତ

Posted by - June 20, 2019 0
ପୁରୀ:ଶ୍ରୀମନ୍ଦିର ଜଗମୋହନ ଭିତର ଫଟୋ ଭାଇରାଲ ହୋଇଛି । ଜଗମୋହନରେ ମହାପ୍ରଭୁଙ୍କ ପାଇଁ ବାସୁଙ୍ଗା ପାଟ ତିଆରି କରାଯାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି ।…

ଝାଂକ୍ରିପାଲି ଗାଁ ବିଦ୍ୟାଳୟ ମଧ୍ୟାନ୍ନ ଭୋଜନରେ ପ୍ଲାଷ୍ଟିକ ଭଳି ଚାଉଳ କୁ ନେଇ ଉତ୍ତେଜନା ସରକାର ଦେଉଛନ୍ତି ଭିଟାମିନ ଯୁକ୍ତ ଚାଉଳ -ବିଇଓ

Posted by - May 20, 2022 0
ଖପ୍ରାଖୋଲ: ୧୯/୫(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଘୁନସର ପଂଚାୟତ ଝାଂକ୍ରିପାଲି ଗାଁ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ପାଇଁ ଯୋଗାଯାଇଥିବା ଚାଉଳ ମଧ୍ୟରେ ପ୍ଲାଷ୍ଟିକ ଭଲି ଚାଉଳ…