କଂଗ୍ରେସକୁ ପୁଣି ଫେରିବେ ପୂର୍ବତନ ସାଂସଦ ହେମା ଗମାଙ୍ଗ

1031 0

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ ଆଗରୁ କଂଗ୍ରେସ ସାଂସଦ ମଧ୍ୟ ଥିଲେ। ପରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। ୨୦୧୭ ମସିହା ଏପ୍ରିଲ ୨୭ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ।

Related Post

ନିର୍ବାଚନରେ ସ୍ୱଚ୍ଛତା ଲାଗି କମିଶନଙ୍କ ଦୃଢ଼ ପଦକ୍ଷେପ

Posted by - March 12, 2019 0
ଭୁବନେଶ୍ବର:ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ । ଏହି ବୈଠକରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ…

Leave a comment

Your email address will not be published.