ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ପ୍ରତିଜ୍ଞା ଫାଉଣ୍ଡେସନ

310 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସୂଜନପୁର, ଏରଡା, ହସନପୁର ଠାରେ ପ୍ରତିଜ୍ଞା ଫାଉଣ୍ଡେସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଘର ଘର ବୁଲି ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ବ୍ରାହ୍ମଣୀ ନଦୀରେ ବନ୍ୟା ଆସି ବରି ବ୍ଲକରେ ୮ଟି ଘାଇ ସୃଷ୍ଟି ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏବେବି ଏରଡା ଠାରେ ବହୁ ଲୋକେ ଜଳବନ୍ଦି ଅଛନ୍ତି । ସମ୍ପାଦକ ସୁଶିଲ ମହାନ୍ତିଙ୍କ ନେତୃତ୍ୱରେ ସ୍ଥାନୀୟ ବନ୍ୟା ବିପନ୍ନ ମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା । ଏହି ଖାଦ୍ୟ ବଂଟନ କାର‌୍ୟ୍ୟରେ ଫାଉଣ୍ଡେସନର ବିଭିନ୍ନ କର୍ମୀ ମାନେ ସହଯୋଗ କରିଥିଲେ । ଫାଉଣ୍ଡେସନର ଏଭଳି ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

Related Post

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ କପା ଫସଲ କ୍ରୟ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ

Posted by - November 6, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଚଳିତ ୨୦୨୨ – ୨୩ ମସିହା କପା ଫସଲ ର କ୍ରୟ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ବୈଠକ ଗତ…

ମୁନିଗୁଡା ବଗିଚା ସାହିରେ ଆଜି ଧୂମ ଧାମରେ ପାଳିତ ହେଉଛି ସନ୍ତୋଷୀ ମାତାଙ୍କ ଜନ୍ମ ଉତ୍ସବ

Posted by - August 13, 2022 0
ରାୟଗଡ଼ା:(ରମାକାନ୍ତ ପଡାଲ) ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକ ସଦର ମହକୁମା ଵଗିଚା ସାହିରେ ମାତା ସନ୍ତୋଷୀ ଦେଵୀଙ୍କ ଜନ୍ମ ଉତ୍ସବ ମହାସମାରୋହରେ ପାଳନ କରାଯାଉଛି। ଏହି ଉତ୍ସବ…

ଶୋଭାପାବୁଲି ଗ୍ରାମରେ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ

Posted by - November 6, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ବ୍ଲକ ମନୁପାଲି ପଞ୍ଚାୟତ ଅନ୍ତର୍ଗତ ଶୋଭାପାବୁଲି ଗ୍ରାମରେ ଶୁକ୍ରବାର ଗିରି ଗୋବର୍ଦ୍ଧନ ପୂଜା ଆନୁଷ୍ଠିତ ହୋଇଯାଇଛି ।ଗ୍ରାମବାସୀ ସକାଳୁ ସକାଳୁ ନିକଟରେ ଥିବା…

ବୌଦ୍ଧରେ ପୁଣି ଏକ ବାଲ୍ୟବିବାହ ବନ୍ଦ କଲା ପ୍ରଶାସନ

Posted by - November 25, 2021 0
ବୌଦ୍ଧ:୨୪/୧୧/୨୦୨୧(ଚିତ୍ତରଂଜନସିଂ) ରିଖରେ ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟ ବିବାହ ନିଷେଧ କାରିଣୀ,ମିନତୀ ଦେଓ,ବୌଦ୍ଧ, ସଂଯୋଜିକା, ଚାଇଲଡ଼ ଲାଇନ ବୌଦ୍ଧ, ବବିନା ନାଏକ, କଲ୍ୟାଣି ଶତପଥି,ସୁପରଭ।ଇସର,ବୌଦ୍ଧ, ମନମୁଣ୍ଡା…

ମାହେଶ୍ଵରୀ ଗୋଶାଳାରେ ପବିତ୍ର ଗୋଷ୍ଠl ଅଷ୍ଟମୀ ଉତ୍ସବ ପାଳିତ

Posted by - November 1, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ )ହରଭଂଗା ବ୍ଲକ ମଥୁରା ପଞ୍ଚାୟତ ଦନ୍ତାପାଳି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ପରିସରରେ ପବିତ୍ର ଗୋଷ୍ଠl ଅଷ୍ଟମୀ ଉତ୍ସବ ପାଳନ…