ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୧ ଲକ୍ଷ ୩୭ ହଜାର ଟଙ୍କାର ଚେକ ପ୍ରଦାନ  

282 0

ଯାଜପୁର (ଆନନ୍ଦଚନ୍ଦ୍ରସାହୁ)ଯାଜପୁର ଜିଲା ଧର୍ମଶାଳା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିକୁ ଜିଲାପାଳ ଙ୍କ ମାଧ୍ୟମରେ  ଲକ୍ଷ ୩୭ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଛି ।

 ଜିଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ଜିଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିଜୟ କୁମାର ନାୟକ,ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅକ୍ଷୟ କୁମାର ମଲ୍ଲ ପ୍ରମୁଖ ଜିଲାପାଳ ରଂଜନ କୁମାର ଦାସଙ୍କୁ ଏହି ଚେକ ପ୍ରଦାନ କରିଥିଲେ କୋରୋନା ମୁକାବିଲା ପାଇଁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିବା ବେଳେ ଏହି ଅର୍ଥ ଶିକ୍ଷକ ମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଛି 

Related Post

କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ ମହା ସମାରୋହରେ “ପର୍ଶୁରାମ ଜୟନ୍ତୀ” ପାଳିତ

Posted by - May 3, 2022 0
ଭବାନୀପାଟଣା: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ପବିତ୍ର ଅକ୍ଷୟ ତୃତୀୟା ଅବସରରେ କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭଗବାନ…

ଦେଶର ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ସବୁଠି ଆଜାଦୀ କା ଅମୃତ ମହୋତ୍ସବ ପାଳନ ଓ ତ୍ରିରଙ୍ଗ ମୋଟର ସାଇକେଲ ଶୋଭାଯାତ୍ରା

Posted by - August 18, 2022 0
କେସିଙ୍ଗା:(ପୀତେଶ ପଟେଲ) ଲଗାନ ବର୍ଷାଜଳରେ ମଧ୍ଯ ପାଳନ କରାଗଲା ଦେଶର ୭୫ ତମ ଆଜାଦୀ କା ଅମୃତ ମହୋତ୍ସବ। କେସିଙ୍ଗାର ଅଧିକାଂଶ ଜାଗାରେ ବର୍ଷାରେ ମଧ୍ଯ ସ୍ବାଧିନତା…

ରାୟଗଡା ଜିଲ୍ଲା ବିଷମ କଟକ ମା ମାର୍କମା କଲେଜ ନୂତନ ହଷ୍ଟେଲ ଉଦଘାଟିତ

Posted by - August 29, 2022 0
ରାୟଗଡା;(ରମାକାନ୍ତ ପଡାଲ)ଆଜି ରାୟଗଡା ଜିଲ୍ଲା ବିଷମ କଟକ ମା ମାର୍କମା କଲେଜ ନୂତନ ହଷ୍ଟେଲ ଉଦଘାଟିତ କରିବା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କେବିନେଟ…