ଗର୍ଭବତୀ ମହିଳା ଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଟ୍ରାଫିକ ଜାମ ସମସ୍ୟା ରେ ହନ୍ତସନ୍ତ

641 0

ବଡ଼ବିଲ:ଦିନ କୁ ଦିନ ବଢ଼ିଚାଲିଛି ଖଣି ଅଞ୍ଚଳ ରେ ଟ୍ରାଫିକ ଜାମ ସମସ୍ୟା ! ବାରମ୍ବାର ଅଭିଯୋଗ ସହିତ ଗଣମାଧ୍ୟମରେ ଖବର ପ୍ରକାଶ ହେଉଥିଲେ ମଧ୍ୟ ପ୍ରଶାସନ ସାଜିଛି ନିଦାବିଷ୍ଣୁ ।  ଏମିତି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ଛକ ନିକଟରେ ।  ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନୟାଗଡ଼ ପଞ୍ଚାୟତ ର ନୟାଗଡ଼ ଗ୍ରାମ ରୁ ଜଣେ ଗର୍ଭବତୀ ମହିଳାଙ୍କୁ ଏକ ଆମ୍ବୁଲାନ୍ସ ମାଧ୍ୟମରେ ବଡକାଳିମାଟି ଡାକ୍ତର ଖାନା କୁ ନେଇ ଆସୁଥିବା ବେଳେ ଘଣ୍ଟା ଘଣ୍ଟା ଧରି ଜାମ ରେ ଫସି ଯାଇଥିଲେ ଫଳରେ ଗର୍ଭବତୀ ମହିଳା ଜଣକ ନାହିଁ ନ ଥିବା ଯନ୍ତ୍ରଣା ଅନୁଭବ କରୁଥିବା ଦେଖିବାକୁ ମିଳିଛି ।

Related Post

ଚୋରା ମଦ ବିକ୍ରି କୁ ବିରୋଧ ବିରୋଧ କରିବାରୁଜୀବନ  ଗଲା

Posted by - May 4, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଚୋରା ମଦ ବିକ୍ରି କୁ ବିରୋଧ ବିରୋଧ କରିବାରୁଜୀବନ  ଗଲା।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିରିପଟା ଗ୍ରାମ ପଂଚାୟତ ବରେଇ…

ସମ୍ଭାବ୍ୟ ତୃତୀୟ ଲହର କରୋନା ମୁକାବିଲା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଳା ପ୍ରଶାସନ ସମ୍ପୂର୍ଣ ପ୍ରସ୍ତୁତ

Posted by - January 11, 2022 0
ସୋନପୁର:(ଅଜିତ କୁମାର ପୁଝାରୀ)କରୋନା ର ତୃତୀୟ ଲହର ଓମିକ୍ରନର ସଫଳ ମୁକାବିଲା କରିବା ପାଈଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି l ଏହି…

ଆଗାମୀ ସମବାୟ ନିର୍ବାଚନକୁ ନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା କଲେ ନବୀନ ପଟ୍ଟନାୟକ

Posted by - May 17, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆସନ୍ତା ଜୁନ୍ ୧୯ ଓ ୨୬ ରେ ୨ ଟି ପର୍ଯ୍ୟାୟରେ ସମବାୟ ନିର୍ବାଚନ ହେବ। ଏ ସମ୍ପର୍କରେ ଦଳର…

ନକ୍ସଲ ମୁକ୍ତ ହେଲା ଅନୁଗୁଳ ଜିଲ୍ଲା

Posted by - July 11, 2020 0
ଅନୁଗୁଳ:(ମହେଶ ଭୋମରାଜ) ଦିନଥିଲା ଅନୁଗୁଳ ଜିଲ୍ଲାର ପାଲଲହଡା , ଛେଣ୍ଡିପଦା ଓ ଆଠମଲ୍ଲିକ ଅଞ୍ଚଳରେ ମାଓବାଦୀ ମାନଙ୍କ ପାଇଁ ଚରାଭୂମି ପାଲଟିଥିଲା। ବିଶେଷ କରି ସାତକୋଶିଆ ଅଭୟାରଣ୍ୟ…

ମନ୍ତ୍ରୀ ଙ୍କ ଉପସ୍ଥିତି ରେ ବିଜେଡ଼ି ର ମିଶ୍ରଣ ପର୍ବ

Posted by - August 26, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତି ଗୁଡା ଠାରେ ଇଲୋଟ୍ରନିକ ଏବଂ ସୂଚନାପ୍ରଯୁକ୍ତି କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତୁଷାର…