Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

କ୍ଷତିଗ୍ରସ୍ତ ଲୋକମାନଙ୍କୁ କପଡା ବଣ୍ଟନ

314 0

ବିଂଝାରପୁର:କୌଣସି ବି ବିପତ୍ତି ସମୟରେ କ୍ଷତିଗ୍ରସ୍ତ ଜନସାଧରଣଙ୍କୁ ସରକାରୀ ସହାୟତା ଲୋଡ଼ା ହେଉଥିବା ବେଳେ କିଛି ସାମାଜିକ କର୍ମୀ ମଧ୍ୟ ସହାୟତା ର ହାତ ବଢ଼ାଇ ଥିବା ବହୁ କ୍ଷେତ୍ରରେ ଦେଖାଯାଇଛି । ତେବେ ବର୍ତ୍ତମାନ ବନ୍ୟା ପରିସ୍ଥିତିରେ ବହୁ ଅଞ୍ଚଳରେ ବନ୍ୟାଜଳ ପଶି ଧନ ଜୀବନ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲାରେ ମଧ୍ୟ ବନ୍ୟା ଯୋଗୁଁ ବହୁ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି ।

ଯାଜପୁର ର ବିଂଝାରପୁର ଅଞ୍ଚଳରେ ବନ୍ୟା ବହୁ କ୍ଷତି ଘଟାଇଥିବା ବେଳେ ଏହି ସମୟରେ ବିଂଝାରପୁର ସିଂହପୁର ଅଞ୍ଚଳର ସମାଜ ସେବୀ ରବିନ୍ଦ୍ର ଧଳଙ୍କ ନିର୍ଦ୍ଦେଶ ରେ ତାଙ୍କ ପୁଅମାନେ ବିଂଝାରପୁର ଅଞ୍ଚଳରେ ପହଞ୍ଚି କ୍ଷତିଗ୍ରସ୍ତ ଲୋକମାନଙ୍କୁ କପଡା ବାନ୍ତୁଥିବାର ଦେଖିବାକୁ ମିଳିଥିଲା । ତେବେ ତାଙ୍କର ଏହି କାର୍ଯ୍ୟ ପାଇଁ ଅଞ୍ଚଳବାସୀ ତାଙ୍କୁ ପ୍ରଶଂସା କରିବା ସହ ତାଙ୍କ ଦୀର୍ଘଜୀବନ ପାଇଁ କାମନା କରିଛନ୍ତି ।

 

Related Post

ଘରୋଇ ସ୍କୁଲ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲାପାଳଙ୍କୁ ଦାବିପତ୍ର

Posted by - January 13, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ଘରୋଇ ସ୍କୁଲ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ…

ବାବଲପୁରରେ ୩୬ତମ ବର୍ଷରେ ପଦାର୍ପଣ କଲା ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା

Posted by - October 27, 2020 0
ଯାଜପୁର:ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ନନ୍ଦୀପୁର ପଞ୍ଚାୟତସ୍ଥିତ ବାବଲପୁରସ୍ଥ ସାର୍ବଜନୀନ ଶାରଦୀୟ ଦୂର୍ଗାପୂଜା ୩୬ତମ ବର୍ଷରେ ପଦାର୍ପଣ କରିଛି।କୋଭିଡ ନିୟମାନୁଯାୟୀ ସାଧାରଣରେ ସାମାଜିକ ଦୂରତା ରକ୍ଷା…

ଟିଟିଲାଗଡ ଲାୟଂସ କ୍ଲବ ତରଫରୁ ସ୍ୱର୍ଗତ ପ୍ରଭାସ ସାହୁଙ୍କ ସ୍ମୃତିରେ ଗୋବିନ୍ଦ ବାଟିକା ଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

Posted by - June 3, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ସହରର ବିଶିଷ୍ଟ ବ୍ୟବସାୟୀ, ସମାଜସେବୀ, ଲାୟନସ କ୍ଲବର ପ୍ରତିଷ୍ଠାତା ସଦସ୍ୟ ସ୍ବର୍ଗତ…

ବିଶେଷ କମିଟି ଉପ କାରାଗାର ପରିଦର୍ଶନ

Posted by - September 29, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ) ଓଡିଶା ସରକାରଙ୍କ ଗୃହ ବିଭାଗ ମନୋନୀତ ବିଶେଷଜ୍ଞ ଶିଶୁ ସୁରକ୍ଷା ବିଭାଗ ଉପକାରାଗାର ପରିଦର୍ଶନ କରିଛନ୍ତି l ଏଥିରେ ଜିଲ୍ଲା ଆଇନ୍ ସେବା…

କଳାହାଣ୍ଡି ଓକିଲ ସଂଘର ନିର୍ବାଚନ ସୁବ୍ରତ ସଭାପତି ଏବଂ ଅଶ୍ୱିନୀ ସମ୍ପାଦକ ରୂପେ ନିର୍ବାଚିତ

Posted by - March 26, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଓକିଲ ସଙ୍ଘ ର ଆଜି ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିରେ ସଭାପତି ଭାବରେ ସୁବ୍ରତ କୁମାର ବହିଦାର, ଉପସଭାପତି…