ଯାଜପୁର ଜିଲା କଂଗ୍ରେସ ପକ୍ଷରୁ ରିଲିଫ ବଣ୍ଟନ 

602 0

ଯାଜପୁର(ଆନନ୍ଦଚନ୍ଦ୍ରସାହୁ)ଯାଜପୁର ଜିଲା  ଦଶରଥପୁର ବ୍ଲକରେ 2ଟି ସ୍ଥାନରେ ଘାଇ ସୃଷ୍ଟି ହେବା ପରେ ବ୍ଲକର ଅଧିକାଂଶ ଅଂଚଳ ବନ୍ୟାରେ ପ୍ରବାବିତ ହୋଇଛନ୍ତି ଯାଜପୁର ଜିଲା କଂଗ୍ରେସ ପକ୍ଷରୁ ବିଭିନ୍ନବନ୍ୟା ଅଂଚଳ ବୁଲିଦେଖିବା ସହ ରଲିଫ ମଧ୍ୟ ବଣ୍ଟନ କରାଯାଇଥିଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଥିବା ଦତ୍ତପୁର, ନାରଣପୁର ଏବଂ ଅର୍ଦ୍ଦାଉଳିଆ ଆଦି ଗାଁରେ ପହଂଚି ବନ୍ୟା ପିଡିତମାନଙ୍କୁ ମୁଡି, ବିସ୍କୁଟ, ପାଣି, ମହମ, ଦିଆସିଲ ଆଦି ପ୍ରଦାନ କରାଯାଇଥିଲା କଂଗ୍ରେସ ଜିଲ୍ଲା ସଭାପତି ମନୋଜ ରାଉତ, ବିଂଝାରପୁର ନିର୍ବାଚନ ମଣ୍ଡଳୀ ନେତା ମନୋରଂଜନ ଦାସ, ଉପସଭାପତି ବିଷ୍ଣୁ ଚରଣ ରାଉତ ପ୍ରମୁଖ ବହୁ କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ 

ବନ୍ୟା ଅଂଚଳ ବୁଲି ଲୋକଙ୍କୁ ପଚାରିବୂଝିବା ପରେ ସରକାରଙ୍କ ବନ୍ୟା ମୁକାବିଲା ଫେଲ ମାରିଥିବା ଅଭିଯୋଗ କରିଛନ୍ତି  ଦିନ ହେଲା ବନ୍ୟାରେ ଲୋକେ ଉପବାସରେ ଦିନ କାଟୁଥିବା, ଅନ୍ଧାରରେ ରାତି ବିତାଇବା, ମେଡିସିନ, ପାଣି, ରହୁଥିବା ସ୍ଥାନରେ ପାଲ ଆଦି ଯୋଗାଯାଇପାରିନଥିବା ଅଭିଯୋଗ ଆଣିଛନ୍ତି  ଏହାଛଡା ଦଶରଥପୁର ବ୍ଲକରେ ବୈତରଣୀ  କାଣୀନଦୀରେ  ବର୍ଷ ମଧ୍ୟରେ ୧୦୦ କୋଟିର ବନ୍ଧ ସୁଦୃଢିକରଣ  ମରାମତି କରାଯାଇଥିଲେ ମଧ୍ୟ  ବର୍ଷ ମଧ୍ୟରେ ୫ଥର କଣ୍ଟପଡାରେ ଘାଇ ଏବଂ ନୂଆଶାସନ  ଦତ୍ତପୁରରେ ଚଳିତ ଥର ଘାଇ ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରାଯାଇଛି 

Related Post

ଆସନ୍ତାକାଲି ଠାରୁ ୪ ଜିଲ୍ଲା ଓ ଗୋଟିଏ ମହାନଗର ନିଗମ ଲକଡାଉନ୍

Posted by - July 16, 2020 0
ଭୁବନେଶ୍ବର :କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ପୁଣି ଏକ କଠୋର ପଦକ୍ଷେପ ଗ୍ରହଣ । କରୋନା ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ ।…

ସୋସିଆଲ ମିଡିଆରେ କରୋନା ଗୁଜବ ମିଛ ଖବର ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ଯୁବକ

Posted by - March 19, 2020 0
ତାଳଚେର:(ମହେଶ ଭୋମରାଜ)ମହଙ୍ଗା ପଡ଼ିଲା ସୋସିଆଲ ମିଡିଆରେ କରୋନା ଗୁଜବ । ମିଛ ଖବର ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ତାଲଚେରର ଜଣେ ଯୁବକ । ସୂଚନା…

ମାସ୍କ ଓ ପିପିଇ କିଟ୍‌ କିଣା ଦୁର୍ନୀତି ମାମଲାର ପ୍ରାଥମିକ ତଦନ୍ତ ଲାଗି ଭିଜିଲାନ୍ସ ତଦନ୍ତ ନିର୍ଦେଶ

Posted by - December 8, 2020 0
ଭୁବନେଶ୍ବର :ବହୁ ଚର୍ଚ୍ଚିତ ମାସ୍କ ଏବଂ ଅନ୍ୟାନ୍ୟ କୋଭିଡ୍‍ ଜିନିଷପତ୍ର କିଣା କେଳେଙ୍କାରୀକୁ ନେଇ ଲୋକାୟୁକ୍ତରେ ହୋଇଥିବା ମାମଲାର ଆଜି ଶୁଣାଣି ହୋଇଥିଲା। କଂଗ୍ରେସ ମୁଖପାତ୍ର ସୁଦର୍ଶନ…

ଲାଞ୍ଚ ନେବା ଅଭିଯୋଗରେ ଡେପୁଟି ଜେନେରାଲ ମ୍ୟାନେଜର ଙ୍କୁ ୫ ବର୍ଷ ଜେଲ ଦଣ୍ଡ

Posted by - May 17, 2022 0
ଭୁବନେଶ୍ବର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜ୍ଯରେ ଦୁର୍ନତୀ ଗ୍ରସ୍ତ କର୍ମଚାରୀ/ଅଧିକାରୀ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦୁର୍ନତୀ ନିବାରଣ ବିଭାଗ ଦୁର୍ନୀତିଗ୍ରସ୍ତ ଙ୍କୁ…

ହରିଶଙ୍କର ଠାରେ ଆରମ୍ଭ ହେଲା ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା କଳସ ଶୋଭାଯାତ୍ରା ସହ ହୋମ ଯଜ୍ଞ

Posted by - May 14, 2022 0
ଖପ୍ରାଖୋଲ: ୧୪/୦୫(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ତଥା ପୁଣ୍ୟ କ୍ଷେତ୍ର ହରିଶଙ୍କର ଠାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ…