ଯାଜପୁର ପୌରପାଳିକା ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ 

544 0

ଯାଜପୁର(ଆନନ୍ଦଚନ୍ଦ୍ରସାହୁ)ଯାଜପୁର ପୌରପାଳିକା ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି ଏହି ଅବସରରେ ପୌରପାଳିକା  କର୍ମଚାରୀ ମାନଙ୍କୁ ପୋଷାକ,ଛତା ଆଦି ବଂଟନ କରାଯାଇଥିଲା ସହରକୁ ସ୍ୱଚ୍ଛ  ନିର୍ମଳ କରିବା ପାଇଁ କୋଦଣ୍ଡପୁର ଏବଂ ଜାଗେଶ୍ୱରପୁରରେ ଜୈବିତ ଖତ କେନ୍ଦ୍ରର ଉଦଘାଟନ କରାଯାଇଥିଲା ସହରରେ ବାହାରୁଥିବା ବିଭିନ୍ନ ବର୍ଜ୍ୟବସ୍ତୁକୁ ଏଠାରେ ପରିଚାଳନା କରାଯାଇ ଖତ ଉତ୍ପାଦନ କରାଯାଇ ସାଧାରଣ ଲୋକଙ୍କୁ ବିକ୍ରି କରାଯିବ ବୋଲି ଜିଲାପାଳ ରଂଜନ କୁମାର ଦାସ ସୂଚନା ଦେଇଥିଲେ

 ଏଥିସହିତ ଏହି ଅଂଚଳରେ ଏକ ସୁନ୍ଦର ପାର୍କ କରାଯିବ ଏଥିପାଇଁ ଆଜି ମଧ୍ୟ ବୃକ୍ଷରୋପଣ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଧେଶକ , ଜିଲା ସଂସ୍କୃତି ଅଧିକାରୀ ,ପୌରପାଳିକା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ 

Related Post

ଯୋଡା ବ୍ଲକ ଅନ୍ତର୍ଗତ କଣ୍ଡରା ହାଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

Posted by - June 4, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ) ଯୋଡ଼ା ୫୨୦ନଂ ରାଜପଥର ଯୋଡା ବ୍ଲକ ଅନ୍ତର୍ଗତ କଣ୍ଡରା ହାଟ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଏଥିରେ…

ଶୁଶ୍ରୁତ ଚିକିତ୍ସାଳୟର ବାର୍ଷିକ ଉତ୍ସବ

Posted by - December 2, 2021 0
ଭୁବନେଶ୍ୱର: ୧ା୧୨ : ଫରେଷ୍ଟ ପାର୍କସ୍ଥିତ ଶୁଶ୍ରୁତ ଚିକିତ୍ସାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଶ୍ରୀଜଗନ୍ନାଥ ମନ୍ଦିରର…

ଶରଧାପୁରରେ ନେହେରୁ ଯୁବ କେନ୍ଦ୍ରର ସ୍ୱଚ୍ଛତା ପକ୍ଷ

Posted by - August 4, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ହରଭଙ୍ଗା ବ୍ଲକର ପିତାମ୍ବରପୁର ପଞ୍ଚାୟତ ଅନ୍ତର୍ଗତ ଶରଧାପୁରରେ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି । ଏହି…

ଉଢୁରା ବିଦ୍ୟାଳୟରେ ଶିକ୍ଷକ ଅଭିବାବକ ସମ୍ମିଳନୀ ଓ ନୂତନ ପରିଚାଳନା କମିଟି ଗଠନ

Posted by - April 23, 2022 0
ବେଲଗୁଣ୍ଠା : (ସୁଶାନ୍ତ କୁମାର ବେହର।) ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଉଢୁରା ପ୍ରକଳ୍ପ ଉଚ୍ଚ…