ଯାଜପୁର ଠାରେ ଜାତୀୟ କ୍ରୀଡା ଦିବସରେ ସମ୍ୱର୍ଦ୍ଧିତ ହେଲେ ୬ ଜଣ କ୍ରୀଡାବିତ୍

358 0

ଯାଜପୁର ଅଫିସ :ଶୁକ୍ରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ କନ୍‌ପଂରେନ୍ସ ମାଧ୍ୟମରେ ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟର ପ୍ରତିଭାବାନ କ୍ରୀଡାବିତ୍‌ଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ ଜିଲ୍ଳ୍‌ାର୬ ଜଣ ଉଦୀୟମାନ କ୍ରୀଡାବିତ୍‌ଙ୍କୁ ମଧ୍ୟ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରରେ ସମ୍ୱର୍ଦ୍ଧିତ କରିଚ୍ଥନ୍ତି । ଯାଜପୁର ଜିଲ୍ଳ୍‌ାର ୧୭ ବର୍ଷରୁ କମ୍ ପୁଂଟବଲ ବର୍ଗରେ ୩ ଜଣ ପୁରୁଷ ଯଥାକ୍ରମେ ମାନସିଂ ହେମ୍ୱ୍ରମ, ବିକ୍ରମ ବେଶ୍ରା ଓ ସୋମନାଥ ମହାନ୍ତି ଖେଲୋ ଇଣ୍ଡିଆ ରେ ୨୦୨୦ ରେ ବ୍ରୋଂଚ ପଦକ ହାସଲ କରିଥିବାରୁ ପ୍ରତ୍ୟେକଙ୍କୁ ୮,୫୦୦/- ଟଙ୍କା ଓ ମହିଳା ଖେଳାଳୀ ଭାବେ ରୈାପ୍ୟ ପଦକ ବିଜେତା ସାଲଗେ ମାଝିଙ୍କୁ ୧୩,୫୦୦/-, ଆଥଲେଟିକ୍ସରେ ରାଜେନ୍ଦ୍ର ସିଧୁଙ୍କୁ ୪୩ ହଜାର ଟଂକା ଓ ରଗବୀ ଖେଳାଳୀ ସସ୍ମିତା ସାହୁଙ୍କୁ ୩,୫୦୦/- ଟଂକାର ଆର୍ଥିକ ପୁରସ୍କାର ଜିଲ୍ଳ୍ଳ୍‌ାପାଳ ଶ୍ରୀ ଦାସ ପ୍ରଦାନ କରିଥିଲେ । ସମସ୍ତ କ୍ରୀଡାବିତ୍‌ଙ୍କୁ ଉତରୀୟ ଓ ପୁଷ୍ପ ଗୁଚ୍ଚ୍ଥ ଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ଜିଲ୍ଳ୍‌ା ଆଥଲେଟିକ ଆସୋସିଏସନର ସଂପାଦକ ସମ୍ୱିତ ମହାନ୍ତି ଓ ଅନ୍ୟାନ୍ୟ କ୍ରୀଡାବିତ୍‌ମାନେ ଉପସ୍ଥିତ ଥିଲେ । ପୂର୍ବାହ୍ନରେ ଜିଲ୍ଳ୍‌ା ସ୍କୁଲ ପଡିଆ ଠାରେ ହକି ଯାଦୁଗର, କିମ୍ୱଦନ୍ତୀ କ୍ରୀଡାବିତ୍ ଧ୍ୟାନଚାନ୍ଦଙ୍କର ଜନ୍ମ ଜୟନ୍ତୀ ପାଳିତ ହୋଇଥିଲା । ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଳ୍‌ା କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ଯୋଗ ଗୁରୁ ମନ୍ମଥ ସାମଲ, ଅକ୍ଷୟ କୁମାର ଦାସ ପ୍ରମୁଖ ଧ୍ୟାନଚାନ୍ଦଙ୍କ ପଂଟୋ ଚିତ୍ରରେ ମାଲ୍ୟାର୍ପଣ ସହ ତାଙ୍କର ଦକ୍ଷତା, ନିଷ୍ଠା ଓ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ କ୍ରୀଡାବିତ୍ ଓ କ୍ରୀଡା ପ୍ରେମୀ ଯୋଗ ଦେଇଥିଲେ ।

Related Post

ନବଜ୍ୟୋତି ଯୁବକ ସଂଘ ଆନୁକୁଲ୍ୟରେ ସପ୍ତ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

Posted by - January 3, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ପୋଡ଼ା ଗୁଡା ଗ୍ରାମ ଠାରେ ସପ୍ତ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି।ମୁଖ୍ୟଅତିଥି…

ବଡ଼ବିଲ ସୁପର ଲିଗ୍ : ସରିଲା ପ୍ଲେୟାର ବିଡିଂ, ସର୍ବାଧିକ ମୂଲ୍ୟରେ ବିକ୍ରିହେଲେ ଅମିତ ମହାନ୍ତି ଓ ଦିବ୍ୟ ରଞ୍ଜନ ଦାସ

Posted by - November 28, 2019 0
ବଡ଼ବିଲ, ୨୭.୧୧.୨୦୧୯ :ଆସନ୍ତା ଡିସେମ୍ବର ୨୨ରୁ ବଡ଼ବିଲରେ ଖେଳାଯିବାକୁଥିବା ଫଟାଫଟ କ୍ରିକେଟ୍, ‘ବଡ଼ବିଲ ସୁପର ଲିଗ୍’(ବିଏସଏଲ୍) ପାଇଁ ବିଡିଂ ପ୍ରକ୍ରିୟା ଶେଷ ହୋଇଛି । ‘ମାଇନିଂ ଏରିଆ…

କପସିପାଲି ଠାରେ ଭଲିବଲ ଟୁର୍ଣ୍ଣାମେଣ୍ଟ,ସୁନାମୁଦୀ ଦଳ ଚମ୍ପିୟାନ

Posted by - February 2, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା)ଖପ୍ରାଖୋଲ ବ୍ଲକ ଓଡିଆପାଲି ପଂଚାୟତ କପସିପାଲି ଠାରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l କପସିପାଲି ଭଲିବଲ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ…

ଶରତ ସାର ମେମୋରିଆଲ ଡିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ

Posted by - April 5, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଦଶରଥପୁର ବ୍ଳକ ଅନ୍ତର୍ଗତ ଝୁମ୍ପୁରି ଖେଳପଡ଼ିଆରେ ଶରତ ସାର ମେମୋରିଆଲ ଡିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଯାଜପୁର…

ଗ୍ରୀନ ଏସୋସିଏସନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଆଦର୍ଶ ନଗର ଚମ୍ପିୟନ

Posted by - December 5, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ)  ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକର ବହୁ ପ୍ରତିକ୍ଷିତ ପୁରୁଣାବସ୍ତି ତୃତୀୟ ଗ୍ରୀନ ଏସୋସିଏସନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ରାମାପଡା ପାଖ…