ଖରସ୍ରୋତା ନଦୀ ବିପଦ ସଂକେତ ପାର,ଲୋକ ଙ୍କ ପାଖରେ ପହଞ୍ଚିଲେ ବିଞ୍ଝାରପୁର ବିଧାୟିକା

443 0

ବିଞ୍ଝାରପୁର:ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚନ୍ଦ୍ରମୁ ପଞ୍ଚାୟତ ର ବଡ଼ମଲ୍ଲିପୁର ଗ୍ରାମ ରେ ଖରସ୍ରୋତ ।  ନଦୀରେ ବଢୁଛି ଜଳସ୍ଥର ନଦୀ ବନ୍ଦ ବାଙ୍ଗି ୨୦ଫୁଟ ଘାଇ ହୋଇଛି ।  ଘରେ ପାଣି ପସି ଘର ଦ୍ୱାର ଭାଙ୍ଗି ଭାସି ଗଲାଣି ।  ନଦୀ ବନ୍ଦ ର ଖରାପ ସ୍ତିତି ଯୋଗୁ ଏହା ହୋଇଛି ବୋଲି ଗ୍ରାମ ବାସି କହିଛନ୍ତି ।  ଖରସ୍ରୋତା ନଦୀ ବିପଦ ସଂକେତ ପାର ହୋଇଛି, ଯାହା ଫଳ ରେ ବିଝାଂରପୁର ଅଂଚଳରେ ତଳିଆ ଲୋକ ଆତଙ୍କିତ ହୋଇଛନ୍ତି

ବିଝାଂପୁର ବ୍ଲକ ଚନ୍ଦ୍ରମୁ ପଂଚାୟତ ର ବଡ ମଲ୍ଲିପୁର ରେ ଖରସ୍ରୋତା ର ନଦୀ ବନ୍ଧ କୁ ନେଇ ଲୋକେ ଭୟଭିତ ହୋଇଛନ୍ତି ।  ଭରା ବନ୍ୟା ଜଳ ରେ ନଦୀ ଭୟଙ୍କର ଦେଖା ଯାଉଥିବାରୁ ରାତି କୁ ଡରୁଛନ୍ତି ବିଝାଂପୁର ଓ ତଳିଆ ଅଂଚଳ ବାସୀ.ତେବେ ଆଜି ସକାଳୁ ବିଞ୍ଝାରପୁର ର ବିଧାଇକା ଶ୍ରୀମତୀ ପ୍ରମିଳା ମଲ୍ଲିକ ଚନ୍ଦ୍ରମୁ ପଞ୍ଚାୟତ ବୁଲି ପରିଦର୍ଶନ କରିଛନ୍ତି

 

Related Post

ବାସନ୍ତୀ କେ ଏସ କେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ବଦଳରେ ବାହାରୁଛିପାଣି

Posted by - April 29, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ମାଉଣ୍ଟ ମୁଖ୍ୟ ବଜାର ନିକଟରେ ଥିବା ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପ ରୁ ଲୋକମାନେ ଗାଡ଼ିରେ ତେଲ ପାଇବାକୁ ଆସିଥିଲେ । ଯେଉଁମାନେ…

ବଦଳିବ ରାଜ୍ୟ ମନ୍ତ୍ରୀମଣ୍ଡଳର ରୂପରେଖ:-ଇସ୍ତଫା ଦେଲେ ଜଣେ ପରେ ଜଣେ ମନ୍ତ୍ରୀ

Posted by - June 4, 2022 0
ଭୁବନେଶ୍ୱର: ବଦଳିବ ରାଜ୍ୟ ମନ୍ତ୍ରୀମଣ୍ଡଳର ରୂପରେଖ । ରାଜ୍ୟ ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ ହେବା ନେଇ ଚର୍ଚ୍ଚ ଜୋର ଧରିଛି । ନିର୍ବାଚନର ୨ ବର୍ଷ…

ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଜମା ଟଙ୍କା ଆତ୍ମସାତ ଘଟଣାରେ ନ୍ୟାୟ ଦାବି

Posted by - October 30, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଧର୍ମଶାଳା ବ୍ଲକ ଏଣ୍ଡଳବା ପଞ୍ଚାୟତରେ ଏମବିକେ ଙ୍କ ଦ୍ଵାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଜମା ଟଙ୍କା ଆତ୍ମସାତ…

ବୃଦ୍ଧା ମା ସରକାରୀ ଗୃହରୁ ବଂଚିତ ଜିଲ୍ଲା ପ୍ରଶାସନ ଦୃଷ୍ଟି ପଡୁଛି କେବେ

Posted by - July 8, 2021 0
ନବରଙ୍ଗପୁର :  ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଚାଟିଗୁଡା ପଞ୍ଚାୟତ ରେ ସ୍ତିତ ଆରୋତି ହଉଲଦାର ବୟସ ଷାଠିଏ ବର୍ଷ !ଝାଟି ମାଟି ଭଙ୍ଗା ଦୋଦୋ୍ରା ଘରେ…