Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଯାଜପୁର ଜିଲ୍ଲାରେ ସମସ୍ତ ନଦୀ ଗୁଡିକ ବିପଦ ସଂକେତ ଉର୍ଦ୍ଧ୍ୱରେ ପ୍ରବାହିତ :୩ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଓ ୧ ଲକ୍ଷରୁ ଉର୍ଦ୍ଧ୍ୱ ଗୋରୁଗାଈ ପ୍ରଭାବିତ

435 0

ଯାଜପୁର ଅଫିସ :ଉପରମୁଣ୍ଡରେ ଦୁଇ ଦିନ ପ୍ରବଳ ବର୍ଷା ଯୋଗୁଁ ଯାଜପୁର ଜିଲ୍ଳ୍‌ାରେ ପ୍ରବାହିତ ନଦୀ ଗୁଡିକରେ ଜଳସ୍ତର ଉର୍ଦ୍ଧ୍ୱ ଯୋଗୁ ଜିଲ୍ଳ୍‌ାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଚ୍ଥି । ଯାହା ପଂଳରେ ତଳିଆ ଅଂଚଳରେ ବସବାସ କରୁଥିବା ଜନସାଧାରଣ ଓ ଗୃହ ପାଳିତ ପଶୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଚ୍ଥନ୍ତି । ଏପରି କି, କେତେକ ସ୍ଥାନ ବାହ୍ୟ ଜଗତରୁ ବିଚ୍ଚ୍ଥିନ୍ନ ହୋଇଯାଇଚ୍ଥି । ଜିଲ୍ଳ୍‌ାରେ ପ୍ରବାହିତ ନଦୀ ଗୁଡିକ ବିଭିନ୍ନ ସ୍ଥାନରେ ବିପଦ ସଂକେତର ଉର୍ଦ୍ଧ୍ୱରେ ପ୍ରବାହିତ ହେଉଚ୍ଥନ୍ତି । ତଦନୁକ୍ରମେ ଗତ ରାତ୍ର ୩ ଘଟିକା ଠାରୁ ଆଜି ଦିନ ୨ ଘଟିକା ପର୍ଯ୍ୟନ୍ତ ଜଳ ସ୍ତରର ଆକଳନ କରାଯାଇଚ୍ଥି ।

ତଦନୁସାରେ ଆନନ୍ଦପୁର ଠାରେ ବିପଦ ସଂକେତ ୩୮.୩୬ ମିଟର ଥିବାବେଳେ ଦିନ ୨ ଘଟିକା ସୁଦ୍ଧା ୩୭.୪୬ ମିଟର, ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ମିଟର ଥିବାବେଳେ ଦିନ ୨ ଘଟିକା ସୁଦ୍ଧା ୧୯.୨୯ ମିଟର, ବଲ୍ଲଭୀ ଘାଟ ଠାରେ ବିପଦ ସଂକେତ ୧୩.୩୪ ମିଟର ଥିବାବେଳେ ୧୪.୧୩ ମିଟର, ଦଶରଥପୁର ଠାରେ ବିପଦ ସଂକେତ ୯.୫୨ ମିଟର ଥିବାବେଳେ ୧୧.୮୨ ମିଟର ଜଳ ପ୍ରବାହିତ ହେଉଅଚ୍ଥି ।

ସେହିପରି ବ୍ରାହ୍ମଣୀ ନଦୀର ଯେନାପୁର ଠାରେ ବିପଦ ସଂକେତ ୬୭ ପୁଂଟ ଥିବାବେଳେ ଦିନ ୨ ଘଟିକା ସୁଦ୍ଧା ୭୧.୯୦ ପୁଂଟ, ଖରସ୍ରୋତା ନଦୀର ବିଂଝାରପୁର ଠାରେ ବିପଦ ସଂକେତ ୧୦.୩୦ ମିଟର ଥିବାବେଳେ ଦିନ ୨ ଘଟିକା ସୁଦ୍ଧା ୧୦.୫୨ ମିଟର, ସିଂହପୁର ଠାରେ ବିପଦ ସଂକେତ ୬.୭୨ ମିଟର ଥିବାବେଳେ ୬.୯୪ ମିଟର ଜଳ ପ୍ରବାହିତ ହେଉଥିବାର ଜିଲ୍ଳ୍‌ା ଜରୁରୀ ବିଭାଗ ସୂତ୍ରରୁ ପ୍ରକାଶ । ସମୁଦାୟ ଜିଲ୍ଳ୍‌ାରେ ବିଗତ ବର୍ଷାର ପରିମାଣ ହାରାହାରି ୧.୧୬ ମି.ମି. ହୋଇଥିବାର ଆକଳନ କରାଯାଇଚ୍ଥି ।

Related Post

ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଟ୍ରାଫିକ୍‌ ପୁଲିସ୍‌ ନଧରିଲେ ବି ଦେବାକୁ ପଡ଼ିବ ଜରିମାନା

Posted by - November 30, 2019 0
ଭୁବନେଶ୍ୱର ୩୦।୧୧ –   କଡା କଡି ହେବ ଟ୍ରାଫିକ ନିୟମ । ନିୟମ ଉଲଙ୍ଘନକାରୀଙ୍କ ଉପରେ କଡା ପଦକ୍ଷେପ ନେବେ ସରକାର । ନିୟମ କୋହଳ ଅବଧି…

ଅରୁପା ହସ୍ତଶିଳ୍ପ ପ୍ରଦର୍ଶନୀ ରେ ଅଘଟଣ , ଯୁବ ବ୍ୟବସାୟୀ ମୃତ୍ୟୁ

Posted by - May 30, 2022 0
ବେଲଗୁଣ୍ଠା :(ସୁଶାନ୍ତ କୁମାର ବେହେରା)  ଭଞ୍ଜନଗର ବଳଭଦ୍ର କୃଷକ ବଜାରରେ ଦୀର୍ଘଦିନ ଧରି ଚାଲିଥିବା ଅରୁପା ଅନ୍ତର୍ଜାତୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀ…

ରଥ ପ୍ରତିଷ୍ଠା ପାଇଁ ଅନୁମତି ପତ୍ର ଦେଲେ ଶ୍ରୀମନ୍ଦିର ପ୍ରଶାସନ,ଉଠା ଦୋକାନୀଙ୍କୁ ଉଠିଯିବାକୁ ନିର୍ଦ୍ଦେଶ

Posted by - June 16, 2020 23
ପୁରୀ:ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ଶ୍ରୀମନ୍ଦିର ପୁରୋହିତ ଡ.ସିଦ୍ଧେଶ୍ୱର ମହାପାତ୍ରଙ୍କୁ ତିନିରଥ ପ୍ରତିଷ୍ଠା ଲାଗି ଅନୁମତି  ଦିଆଯାଇଛି । ଏହା ଫଳରେ ରଥଯାତ୍ରା ହେବା ଦିଗରେ କାମ…

ବିଦ୍ୟୁତ କାର୍ଯ୍ୟାଳୟ ରେ ତାଲା

Posted by - May 3, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଦ୍ୟୁତ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଲୟ ରେ ତାଲା ପକାଇଲେ ସଚେତନ ନାଗରିକ । ସୁବର୍ଣ୍ଣପୁର…

ମୁଖ୍ୟ ଶାସନ ସଚିବ ଙ୍କ ପ୍ରେସ ବାର୍ତ୍ତା,ଜୁନ ୧ ତାରିଖ ଯାଏଁ ବଢିଲା ଲକ ଡାଉନ

Posted by - May 18, 2021 0
ଭୁବନେଶ୍ବର :ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଙ୍କ  ପ୍ରେସ୍ ବିବୃତି ପ୍ରଦାନ ।ବାହାଘର ,ବ୍ରତ ଘର  ଏବଂ ate ପାଇଁ ୨୫ ଏହି…