Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇ ଯାଇଛି ଦୁଇ ବର୍ଷ ର ଝିଅ

435 0

ବିଂଝାରପୁର:(ଗୁଲସାହାନୱାଜ ଅଲି ଖାଁ)ମା ଏବଂ ସନ୍ତାନ ର ସମ୍ପର୍କ ଦୁନିଆ ର ସବୁଠୁ ଶ୍ରେଷ୍ଠ ସମ୍ପର୍କ ଭାବେ ବିବେଚିତ ହୋଇଥାଏ। ସନ୍ତାନ ବିନା ମା ଗୋଟେ ମୁହୂର୍ତ୍ତ ବି ରହି ପାରେ ନାହିଁ। କିନ୍ତୁ ଥରେ ଚିନ୍ତା କରନ୍ତୁ ଗୋଟେ ମା ନିଜ ସନ୍ତାନ ଠାରୁ ୧୬ ଦିନ ଦୂରେଇ କିପରି ରହିଥିବ।ଖବର ମୁତାବକ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ମଧୁସୂଦନ ପୁର ଗ୍ରାମ ର ନିର୍ମଳ ନାୟକଙ୍କ ଝିଅ ମୋନାଲିସା ନାୟକ ଙ୍କ ଝିଅ ଶୁଭଲକ୍ଷ୍ମୀ (୨) ର ମାମୁ ଘରେ ଏମିତିଆ ଅଭାବନୀୟ ଘଟଣା ଘଟିଛି ।

ଝିଅ ମାମୁ ଘରେ ନିଜ ମା ସହ ରହୁଥିଲା । ଗତ ଅଗଷ୍ଟ ୯ ତାରିଖ ଦିନ 3ଟାରୁ ଆଜି ଯାଇଁ ନିଖୋଜ ଅଛି। ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇ ଯାଇଛି ଦୁଇ ବର୍ଷ ର ଝିଅ ସୁଭଲକ୍ଷ୍ମୀ। ଗାଁରେ ଖୋଜା ଖୋଜି ବୋହୁତ କରିବା ପରେ କିଛି ସନ୍ଧାନ ନ ମିଳିବାରୁ ଏ ନେଇ ବିଂଝାରପୁର ଥାନା ରେ ଏକ ଅଭିଯୋଗ କରିଥିଲେ ମଧ୍ୟ ଝିଅ ର କୌଣସି ସନ୍ଧାନ ଏ ପର୍ଯ୍ୟନ୍ତ ମିଳି ପାରିନାହିଁ। ଦୁଇ ବର୍ଷ ର ଝିଅ କୁ ହଜେଇ ମା ଗୁମୁରି ଗୁମୁରି କାନ୍ଦୁଛି। ଝିଅ କୁ ଶୀଘ୍ର ତା ମା ପାଖକୁ ଫେରେଇ ଆଣିବାକୁ ମୋନାଲିସା ଙ୍କ ମା କବିତା ନାୟକ ଅନୁରୋଧ କରିଛନ୍ତି।

Related Post

ଟ୍ରେନ ରେ  କଟି ମା ଓ ଝିଅ ମୃତ

Posted by - November 23, 2019 158
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ରେଳ ଷ୍ଟେସନ ନିକଟରେ ଟ୍ରେନ ରେ  କଟି ମା ଓ ଝିଅ ମୃତ । ମୃତକ ହେଲେ କୋରାଇ…

ମୁରିବାହାଲ ବ୍ଲକ ସାଲେପଡ଼ା ଠାରେ ସାଙ୍ଗଠନିକ ସଭା ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - June 14, 2022 0
ଟିଟିଲାଗଡ଼/ମୁରିବାହାଲ:(ସଞ୍ଜୟ କୁମାର ନାୟକ)ମୁରିବାହାଲ ବ୍ଲକ ସାଲେପଡ଼ା ଗ୍ରାମଠାରେ ବିଜେଡ଼ି ନେତା , ମୁରିବାହାଲ ପଞ୍ଚାୟତ ସମିତିର ପୁର୍ବତନ ଅଧକ୍ଷ ତଥା ବିଜେଡ଼ି ରାଜ୍ୟ ସମ୍ପାଦକ ଶ୍ରୀ ହଂସରାଜ…

ବରୀ ପୂଜ୍ୟପୂଜା ପରିଷଦର ଶ୍ରଦ୍ଧାଜଂଳି ସଭା

Posted by - January 19, 2021 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ବରୀ ବ୍ଲକ ଅନ୍ତର୍ଗତ ବାଗଦା ସ୍ଥିତ ଗୋପବନ୍ଧୁ ରମାଦେବୀ ଆଶ୍ରମଠାରେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ପରଲୋକରେ  ବରୀ ପୂଜ୍ୟପୂଜା…

ମୋଦି ସରକାର ଙ୍କ ୮ବର୍ଷ ପୂର୍ତ୍ତି ଅବସରରେ ମହିଳା ସମାବେଶ

Posted by - June 7, 2022 0
ଧର୍ମଗଡ :(ହେମନ୍ତ କୁମାର ମାଝୀ) କେନ୍ଦ୍ର ରେ ମୋଦି ସରକାର ଙ୍କ ର ଆଠ ବର୍ଷ ପୂର୍ତ୍ତି ଅବସରରେ କଳାହାଣ୍ଡି ଜିଲ୍ଲାଧର୍ମଗଡ ବିଧାନସଭା ସ୍ତରିୟ ବଡବସୁଳ ଠାରେ…