Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ବିଝାଂରପୁର ଗୟାସୁଦ୍ଦିନ ଛକ ନିକଟରେ ବାଇକ ଧକ୍କାରେ ୫ ବଷର ଛାତ୍ର ଆହତ

782 0

ଯାଜପୁର ଅଫିସ :ଯାଜପୁର ଜିଲା ବିଝାଂରପୁର ଗୟାସୁଦ୍ଦିନ ଛକ ନିକଟରେ ବାଇକ ଦକ୍କାରେ ୫ ବଷର ଛାତ୍ର ଆହତ । ଆହତ ଜଣକ ହେଲେ ବିଝାଂରପୁର ବ୍ଲକ ସୟଦିପୁର ଅଚଂଳର ସନିଆ ମଲିକଙ୍କ ପୁଅ ମନୁଆ ମଲିକ (୫) ।

ମନୁଆ ନିଜ ଘର ପାଖ ରାସ୍ତା ପାରହେଉଥବା ବେଳେ  ହଠାତ୍ ତାଙ୍କୁ ଏକ ବାଇକ୍ ଆରୋହି ଧକ୍କା ଦେଇଥିଲା । ଦୁର୍ଘଟଣାରେ ମନୁଆ କୁ ବିଂଝାରପୁର ଚିକିତ୍ସା କେନ୍ଦ୍ରରେ ଭର୍ତି କରାଯାଇଥିଲା ସେଠାରେ ଗୁରୁତର ହେବାରୁ ଯାଜପୁର ଟାଉନ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Related Post

ତରଭା ଥାନା ଜୁରାବନ୍ଧ ଠାରେ ହତ୍ୟାକାଣ୍ଡ !!

Posted by - July 20, 2021 0
ସୋନପୁର: (ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଳା ତରଭା ଥାନା ଜୁରାବନ୍ଧ ଠାରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି l ମୃତକ ବ୍ରାହ୍ମଣୀ ଗ୍ରାମର ବେଣୁଧର ସାହୁଙ୍କ ପୁଅ…

ଜିଲ୍ଳା ପରିବହନ ଓ ପୋଲିସ ବିଭାଗ ତରଫରୁ ରାତ୍ରି କାଳୀନ ସ୍ୱତନ୍ତ୍ର ଯାଞ୍ଚ

Posted by - June 17, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଓଡିଶା ସରକାରଙ୍କ ପରିବହନ କମିଶନର ତଥା ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଆବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ ମତେ ଗତରାତ୍ରି ରେ ସୁବର୍ଣ୍ଣପୁର ଜିଲ୍ଲାରେ…

ରାସ୍ତା ଉପରେ ବିପଦ ଜନକ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ

Posted by - May 14, 2019 0
ବରୀ୧୩ା୫: ଫନି ବାତ୍ୟା ପରେ ଅଦ୍ୟାବଧି ବିଦ୍ୟୁତ ବିଭାଗର ନଜରକୁ ଆସିନାହିଁ ।ଏରବାଙ୍କ ପଂଚାୟତ ଅଧିନସ୍ଥ ଦଳେଇ ସାହିରେ ଥିବା ବିପଦ ଜନକ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ…

କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ପାତ୍ର ବିଜୁ ଜନତା ଦଳରେ ସାମିଲ

Posted by - June 11, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ପାତ୍ର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ରାଜ୍ୟ ରାଜସ୍ୱ ଓ…

ଲଲିତେଶ୍ଵର ନିକଟସ୍ଥ ଆଦିବାସୀ ବସ୍ତିରେ ଅଗ୍ନିକାଣ୍ଡ

Posted by - March 4, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସହର କଲେଜ ରୋଡର ଲଲିତେଶ୍ଵର ନିକଟସ୍ଥ ଆଦିବାସୀ ବସ୍ତିରେ ଅଗ୍ନିକାଣ୍ଡ।ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି।ଅଗ୍ନିକାଣ୍ଡ ର କାରଣ ସ୍ପଷ୍ଟ ହୋଇନଥିବା…