ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଭାଇ ଭଉଣୀ ମୃତ,୩ ଗୁରୁତର

749 0

ଅନୁଗୁଳ :(ମହେଶ ଭୋମରାଜ )୧୪୯ ନମ୍ବର ଭେଜିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଭାଇ ଭଉଣୀ ମୃତ ଏବଂ ୩ ଜଣ ଗୁରୁତର ଆହତ। ଏମାନଙ୍କୁ ତାଳଚେର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନେ ଗୋଟିଏ ପରିବାରର। ଗଂଜାମ ବାକୁଟ ଗାଁରୁ ସମ୍ବଲପୁର ସମଲେଶ୍ବରୀ ଦର୍ଶନ କରିବାକୁ ଯାଉଥିଲେ। ବିପରୀତ ଦିଗରୁ ଏକ କାର ଧକ୍କା ଦେଇଥିଲା। ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି।

Related Post

ଦିଦାୟୀ ଶିଶୁ ସୁରକ୍ଷା କର୍ମଶାଳା ଅନୁଷ୍ଠିତ

Posted by - December 14, 2021 0
ମାଲକାନଗିରି:(ଅବଦୁଲ ଗନି)କୁଡୁମୁଲୁଗୁମ୍ମା ସ୍ଥିତ ଦିଦାୟୀ ଉନ୍ନୟନ କାର୍ଯ୍ୟାଳୟରେ ଦିଦାୟୀ ଜନଜାତିର ଶିଶୁ ମାନଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା…

ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ବ ମିତବ୍ୟୟୀତା ଦିବସ ପାଳିତ

Posted by - October 31, 2022 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ବିଶ୍ୱ ମିତବ୍ୟୟିତା ଦିବସ ଅବସରରେ ବୌଦ୍ଧ ଜିଲ୍ଲା ରେ ସଞ୍ଚୟ ରଥର ଶୁଭାରମ୍ଭ ହୋଇଯାଇଛି ।ଏହି ଅବସରରେ ବୌଦ୍ଧ ତହସିଲଦାର…

ବିବାହ ପ୍ରଲୋଭନ ଦେଖାଇ ଶିକ୍ଷୟିତ୍ରୀଙ୍କ ସହ ଶାରୀରିକ ସମ୍ପର୍କ

Posted by - February 4, 2019 144
ଯାଜପୁର : ଶିକ୍ଷୟିତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଶିକ୍ଷକ ଗିରଫ। ଅଭିଯୋଗ ଅନୁଯାୟୀ ଧର୍ମଶାଳାର ଏକ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ…

କୁଟୁରାଚୁଆଁ କଲେଜ ରେ ଅଧକ୍ଷ ଙ୍କ ଅବସର କାଳୀନ ସର୍ମଦ୍ଧନା ସମାରୋହ

Posted by - October 1, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ କଲେଜ ରେ ଗୁରୁବାର ବରିଷ୍ଠ ଅଧ୍ୟାପକ ନିଳାଞଳ ତିଓ୍ବାରୀ ଙ୍କ ସଭାପତିତ୍ବ ଓ ପରିଚାଳନା ରେ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର…

ବୌଦ୍ଧ ଠାରେ ସଫାଇ ମିତ୍ର ସମ୍ମାନ ସମାରୋହ ସହ ବଡାଖାନା ଅନୁଷ୍ଠିତ

Posted by - October 4, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ବିଜ୍ଞ୍ୟାପିତ ଅଂଚଳ ପରିଷଦ, ବୌଦ୍ଧ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ସପ୍ତାହ ଉପଲକ୍ଷେ ଆଜି ସପ୍ତାହ ର ଶେଷ ଦିନରେ ସଫାଇ ମିତ୍ର ସମ୍ମାନ…