ଚୁପଚାପ ଘରେ ଏହି ଜାଗାରେ ଲୁଚାଇ ଦିଅନ୍ତୁ ଏକ ଲବଙ୍ଗ, ପୁଣି ଦେଖନ୍ତୁ ଚମତ୍କାର, ବର୍ଷିବ ମା’ ଲକ୍ଷ୍ମୀଙ୍କ କୃପା

328 0

ଦୁନିଆରେ ତ ସମସ୍ତେ ଟଙ୍କା କମାଇବାକୁ ଚାହାଁନ୍ତି କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯିଏ ଚାହାଁନ୍ତି କି ବିନା ପରିଶ୍ରମ କରି ତାଙ୍କୁ ବହୁତ ସାରା ଟଙ୍କା ମିଳିଯାଉ । କିନ୍ତୁ ଏହା ତ ସମ୍ଭବ ହୋଇ ନଥାଏ । କାରଣ ଆପଣ କର୍ମ କରିଲେ ହିଁ ଆପଣଙ୍କୁ ଫଳ ମିଳିବ । କିନ୍ତୁ ଏମିତି ଦେଖାଯାଏ କି କିଛି ଲୋକ ବହୁତ କାମ କରନ୍ତି କିନ୍ତୁ ତାଙ୍କୁ କର୍ମ ହିସାବରେ ଫଳ ମିଳି ନଥାଏ । ତେବେ ଆମର ଏହି ଉପାୟ ସେହି ମାନଙ୍କ ପାଇଁ ଅଟେ ଯେଉଁମାନେ ବହୁତ କାମ ତ କରିଥାନ୍ତି କିନ୍ତୁ ତାଙ୍କୁ ତାହାର ଫଳ ମିଳିନଥାଏ ।

ଆମର ଏହି ଉପାୟ ଲବଙ୍ଗର ଏକ ଉପାୟ ଅଟେ । ତେବେ ଆସନ୍ତୁ ଜାଣିବା କି ଲବଙ୍ଗକୁ ଘରର କେଉଁ ଜାଗାରେ ରଖିବା ଦ୍ଵାରା ଘରେ ଟଙ୍କାର ଆଗମନ ବଢିଯାଏ । ଏଥିପାଇଁ ଆପଣଙ୍କୁ ଦରକାର କେବଳ ଗୋଟିଏ ଲବଙ୍ଗ । କିନ୍ତୁ ଏହା ମନେ ରଖିବେ କି ଏହି ଉପାୟ କରିବା ସମୟରେ ମନରେ ବିଶ୍ଵାସ ଥିବା ନିହାତି ଆବଶ୍ୟକ ।

ଏହା ଦ୍ଵାରା ଏହି ଉପାୟ ଆପଣଙ୍କ ପାଇଁ ବହୁତ ଫଳଦାୟକ ହେବ । ଆପଣ ଶୁଣିଥିବେ କି ଯେଉଁଠି ବିଶ୍ବାସଥାଏ ସେଠାରେ ପଥରରୁ ବି ପାଣି ବାହାରିଥାଏ । ତେବେ ଏହି ଉପାୟକୁ ପୁରା ବିଶ୍ଵାସ ସହିତ କରନ୍ତୁ । ଆଉ ଏକ କଥାର ଧ୍ୟାନ ରଖିବେ କି ଏହା ବିଷୟରେ କାହାକୁ ବି କିଛି କହିବେ ନାହିଁ । ଯଦି ସ୍ତ୍ରୀ ଏହି ଉପାୟକୁ କରୁଛି ତେବେ ସ୍ଵାମିକୁ ମଧ୍ୟ ଏହା ବିଷୟରେ କହିବା କଥା ନୁହେଁ ।

ସବୁଠୁ ପ୍ରଥମେ ଏକ ଗୋଟା ଲବଙ୍ଗ ନିଅନ୍ତୁ ଓ ଏକ ଲାଲ କପଡା ନିଅନ୍ତୁ । ଏହି ଲାଲ କପଡାରେ ଏହି ଲବଙ୍ଗକୁ ବାନ୍ଧି ଦିଅନ୍ତୁ । ଧ୍ୟାନ ରଖିବେ କି ଏହି ସମୟରେ ଆପଣ ମା’ ଲକ୍ଷ୍ମୀଙ୍କୁ ଧ୍ୟାନ କରି ତାଙ୍କ ନାମ ଉଚ୍ଚାରଣ କରିବାର ଅଛି । ଏହି ଲାଲ କପଡାରେ ଲବଙ୍ଗକୁ ବାନ୍ଧି ତାଙ୍କୁ ମା’ ଲକ୍ଷ୍ମୀଙ୍କ ରୂପ ମାନି ନିଜ ତୋଜୋରିରେ ରଖି ଦିଅନ୍ତୁ । ଆଜ୍ଞା ହାଁ, ଆପଣ ଘିଅର ଏକ ଦୀପ ବି ଜାଳାଇ ପାରିବେ ଓ ଅଗରବତୀ ବି ଜଳାଇ ପାରିବେ ।

ଏହି ଉପାୟ କୁ କରିବାର କିଛି ଦିନ ପରେ ଆପଣ ଦେଖିବେ କି ଯଦି ଆପଣଙ୍କ କୌଣସି ଆୟ ସମ୍ବନ୍ଧିତ ସମସ୍ଯା ଅଛି ବା ଟଙ୍କା ସମ୍ବନ୍ଧୀୟ କୌଣସି ସମସ୍ଯା ଅଛି ତାହା ଶେଷ ହୋଇଯିବ ଓ ଆପଣଙ୍କ ପାଖକୁ ଟଙ୍କା ଆସିବାକୁ ଲାଗିବ । ତେବେ ଏହି ଉପାୟକୁ ଶ୍ରଦ୍ଧାର ସହିତ ମନରେ ବିଶ୍ଵାସ ରଖି କରନ୍ତୁ ଓ ଦେଖନ୍ତୁ କି କେଉଁ ପ୍ରକାରରେ ଆପଣଙ୍କ ପାଖକୁ ଟଙ୍କାର ଆଗମନ ହେବାକୁ ଲାଗୁଛି । ଯଦି ଆପଣ ବି ଟଙ୍କା ସମସ୍ୟାରେ ଚିନ୍ତିତ ଅଛନ୍ତି ତେବେ ଏହି ଉପାୟକୁ ନିଶ୍ଚୟ ଥରେ କରି ଦେଖନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Related Post

ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - January 18, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବରୀ ନିର୍ବାଚନ ମଣ୍ଡଳୀ ଦେଵିଲ ପଂଚାୟତ ଅଫିସ ଗୃହରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ,ଏହି ରକ୍ତଦାନ ଶିବିରକୁ ଜିଲା ପରିଷଦ ଗଣେଷ ମହାକୁଡ଼ଙ୍କ ନେତୃତ୍ୱରେ ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବପ୍ରସାଦ ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି ଶିବିରରେ ସ୍ୱେଚ୍ଛାସେବୀ ଓ ଅଶୋକ ଦାସ ପାଂଉଣ୍ଡେସନର ସଦସ୍ୟ ମାନେ ସାମିଲ ହୋଇ ରକ୍ତଦାନ କରିଥିଲେ । ଏହି ଶିବିରରେ ମୋଟ ୬୧ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । କୋରୋନା ସମୟରେ ରକ୍ତସଂକଟ ଦୂର ପାଇଁ ନିୟମିତ ଭାବେ ରକ୍ତ ସଂଗ୍ରହ କରୁଛି ପାଂଉଣ୍ଡେସନ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଗହରା, ଅସହାୟ ବୃଦ୍ଧ‍ଙ୍କୁ ଘର ମିଳିବ କେବେ??

Posted by - October 25, 2019 0
କେନ୍ଦୁଝର,୨୫/୧୦ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚ‍ୟତ ର ବିଧବା ଚ଼ନ୍ଦ୍ରମଣୀ ପଲେଇ ତାଙ୍କର ରୋଗୀଣା ଝିଅ ମିଶି ଏକ ଭଙ୍ଗା କୁଡ଼ିଆରେ ରହୁଛନ୍ତି।ତାଙ୍କର କେହି…

ବରୀ ପଞ୍ଚାୟତ କାର୍ଯ୍ୟାଳୟରେ ଓଡ଼ିଶା ଜୀବିକା ମିଶନ କର୍ମଶାଳା

Posted by - December 23, 2019 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି )ଯାଜପୁର ଜିଲ୍ଲା ବରୀବ୍ଲକ ଅଧିନ ବରୀ ପଞ୍ଚାୟତ କାର୍ଯ୍ୟାଳୟ ପରିଶରରେ ଥିବା ରାଜିବ ଗାନ୍ଧୀ ସେବା କେନ୍ଦ୍ରରେ ରାଜ୍ୟ ଜୀବିକା ମିଶନ ଓଡ଼ିଶା…

ଅଲୋଡ଼ା ହେଲା ମଲା ମଣିଷ : ଶବ ନେଲେନି ପତ୍ନୀ, ପରିବାର, ମୃତଦେହ ୩ ଦିନ ପଡ଼ିରହିଲା, ପୁଲିସ୍‌ କଲା ଶେଷକୃତ୍ୟ

Posted by - December 6, 2018 0
କୋରାପୁଟ : ମେଡିକାଲରେ ଜୀବନ ସହ ଲଢ଼ି ଲଢ଼ି ହାରିଗଲେ ବିଧାନ। ଏ ଖବର ପତ୍ନୀ, ପରିବାର ପାଖରେ ପହଞ୍ଚିଲା। ହେଲେ ମୃତଦେହ ନେବାକୁ ସେମାନେ ସଫା…