Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ପ୍ରତିମୂର୍ତିକୁ ପୁଣି ସ୍ଥାପନ କଲା ଯାଜପୁର ଜିଲା କଂଗ୍ରେସ

720 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ପଡିରହିଥିବା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ପ୍ରତିମୂର୍ତିକୁ ସ୍ଥାପନ କରିଛି ଯାଜପୁର ଜିଲା କଂଗ୍ରେସ । ବରାହ ମନ୍ଦୀର ନିକଟରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତି ଅତ୍ୟନ୍ତ ଜରାଜିର୍ଣ୍ଣ ଅବସ୍ଥାରେ ପଡିରହିଥିଲା । ଏ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାର ହେବା ପରେ ଜିଲା କଂଗ୍ରେସ ସଭାପତି ମନୋଜ ରାଉତ ଙ୍କ ନେତୃତ୍ୱରେ ଏହି ପ୍ରତିମୂର୍ତିକୁ ପୁନଃ ସ୍ଥାପନ ପାଇଁ ଉଦ୍ୟମ କରାଯାଇଥିଲା ।

ରାଜୀବଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଏହି ପ୍ରତିମୂର୍ତି କୁ ପୁନଃଅବସ୍ଥାପିତ କରାଯାଇଛି । ଏହି ଅବସରରେ ଜିଲାସ୍ତରର କଂଗ୍ରେସ ନେତା ମାନେ ଯୋଗ ଦେଇ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ ସ୍ୱର୍ଗତ ଗାନ୍ଧୀଙ୍କ ସଂପର୍କରେ ଆଲୋଚନା କରିଥିଲେ ।

Related Post

ଜୟପୁର କେନ୍ଦୁପତ୍ର ଡିଭିଜନ କର୍ମଚାରୀ ଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଙ୍କୁ ପତ୍ର

Posted by - August 17, 2021 0
ମାଥିଲି: :(ଅବଦୁଲ ଗନି)ରିଖ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କଟାମେଟ ମାଉଁଳି ମା ମନ୍ଦିର ପ୍ରାଗଣ ରେ ଜୟପୁର କେନ୍ଦୁପତ୍ର ଡିଭିଜନ କର୍ମଚାରୀ ଯଥା ମୁନସୀ,…

କଳାହାଣ୍ଡି ରେ ରବି ଋତୁ ଧାନ କ୍ରୟ ପାଇଁ ଜିଲ୍ଲାସ୍ତରୀୟ କମିଟି ବୈଠକ

Posted by - April 19, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ରେ ଚଳିତ ରବି ଋତୁରେ ଉତ୍ପାଦିତ ଧାନ ସଂଗ୍ରହ ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼…

ହରଭଙ୍ଗାରେ ମିଶନଶକ୍ତି ଭବନ ପାଈଁ ଭୂମି ପୂଜା

Posted by - January 7, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ରେ ମିଶନଶକ୍ତି ଭବନ ପାଈଁ ବ୍ଲକ କାର୍ୟଳୟ ପରିସରରେ ଜମି ଚିହ୍ନଟ କରାଯାଇଛି।ହରଭଙ୍ଗା ବ୍ଲକ କାର୍ୟଳୟ ପରିସରରେ ଚାଲିଥିବା ଅସ୍ଥାୟୀ ଜେ.ଏମ.ଏଫ.ସି କୋର୍ଟ…

ବର୍ଷା ର ପ୍ରକୋପ କମିବା ପରେ ମାଁ ଦୂର୍ଗା ଙ୍କ ଦର୍ଶନ କରିବାକୁ ବାଲିପଦର ଅଞ୍ଚଳ ବାସୀଙ୍କ ମନରେ ଉଛାହ

Posted by - October 6, 2022 0
ବୁଗୁଡ଼ା:ଲଘୁଚାପ ର ପ୍ରଭାବ ଓ ବର୍ଷା ର ପ୍ରକୋପ କମିବା ପରେ ମାଁ ଦୂର୍ଗା ଙ୍କ ରୂପ ଦର୍ଶନ କରିବାକୁ ବାଲିପଦର ତଥା ଅଞ୍ଚଳ ବାସୀ ଙ୍କ…