ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ଅର୍ଜୁନ ପୁରସ୍କର ନିମନ୍ତେ ଶୁଭେଚ୍ଛା

592 0

ଭୁବନେଶ୍ବର/ଯାଜପୁର :ଓଡ଼ିଆ ଆଥଲେଟ ଦୂତି ଚାନ୍ଦ ଏ ବର୍ଷର ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇବେ । ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟପକ୍ଷରୁ ପୁରସ୍କାର ଲାଗି ମନୋନୀତ ସଫଳ କ୍ରୀଡ଼ାବିତଙ୍କ ନାମ ଘୋଷଣା କରାଯାଇଛି ।ଦୌଡ଼ରାଣୀ ଦୂତୀ ଚାନ୍ଦ ସମ୍ମାନ ଜନକ ଅର୍ଜୁନ ପୁରସ୍କାର ପାଇଁ ମନୋନତୀ ହେବା ଯାଜପୁର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ।

ଯାଜପୁର ମାଟିର ସୁଯୋଗ୍ୟା କନ୍ୟା ଦୂତୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ମା’ ବିରଜାଙ୍କ କୃପାରୁ କ୍ରୀଡ଼ା ଜୀବନରେ ଆଗକୁ ଆହୁରି ଉନ୍ନତି କରନ୍ତୁ ବୋଲି ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ କାମନା କରିଛନ୍ତି ।

Related Post

କେବଳ ଗ୍ରୀନ୍‌ ଜୋନ୍‌ରେ ବସ୍‌ ଚଳାଚଳ କରିବାକୁ ନିଷ୍ପତ୍ତି,ଭଡା ଦୁଇ ଗୁଣ

Posted by - May 12, 2020 0
ଭୁବନେଶ୍ବର :ଗ୍ରୀନ୍ ଜୋନ୍ ଜିଲ୍ଲାରେ ବସ୍ ଚାଲିବା ନେଇ ହୋଇଥିବା ନିଷ୍ପତ୍ତି ଖୁବ୍ ଶୀଘ୍ର ଲାଗୁ ହୋଇପାରେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ଏହା…

ପ୍ରଥମଥର ମାଓ ପ୍ରବଣ ଅଞ୍ଚଳ ଫୁଲଡୁମେରକୁ ଗସ୍ତ କଲେ ଜିଲ୍ଲାପାଳ,ବିଭିନ୍ନ ସମସ୍ୟାକୁ ନେଇ ଆଦିବାସୀଙ୍କ ସହ କଲେ ଅଲୋଚନା

Posted by - November 12, 2022 0
ନର୍ଲା :(ଅମିୟ କୁମାର ଦାସ) ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି ଓ ଏହି ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ…

ରାଉରକେଲା:-ଅପରାଧୀ ଏକେ ୪୭ କେଉଁଠୁ ଆଣିଥିଲେ,ତଦନ୍ତ ଆରମ୍ଭ

Posted by - June 26, 2022 0
ରାଉରକେଲା:କୁଖ୍ୟାତ ଅପରାଧୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟରେ ଜଣେ ଅପରାଧୀ ଆହତ ହେବା ଘଟଣାରେ ତନାଘନା । ଅପରାଧୀଙ୍କୁ ଗୁଳି ବିନିମୟ ପରେ ଏକ ବଡ଼…

ଔଷଧ ଦୋକାନୀ ଙ୍କ ଚିକତ୍ସା ରେ ନାବାଳିକାର ମୃତ୍ୟୁ

Posted by - July 20, 2021 0
ମାଲକାନଗିରି:( ଅବଦୁଲ ଗନି) ଔଷଧ ଦୋକାନୀ ଙ୍କ ଚିକତ୍ସା ରେ ନାବାଳିକାର ମୃତ୍ୟୁ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଆମ୍ବଗୁଡ଼ା ଗ୍ରାମପଂଚାୟତ ମାଡକାମିଗୁଡା ଗ୍ରାମର ରାମଚନ୍ଦ୍ର…

ବହୁ ଦିନ ପରେ ଭୁବନେଶ୍ୱରରେ ୩ ଜଣ କୋରୋନା ଆକ୍ରାନ୍ତ ,ରାଜ୍ୟରେ ମୋଟ ସଂଖ୍ୟା ୨୧୯

Posted by - May 7, 2020 0
ଭୁବନେଶ୍ବର :ଆଜି ଗୋଟିଏ ଦିନରେ ଭୁବନେଶ୍ୱରରେ ୩ଟି ନୂଆ କେସ ଆସିବା ପରେ ଏଠାରେ :ଆକ୍ରାନ୍ତ ଙ୍କ ସଂଖ୍ୟା ୫୦ ରେ ପହଞ୍ଚିଛି  । ପୂର୍ବରୁ ଏଠାରେ…