Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବୈତରଣୀ ନଦୀର ଜଳସ୍ତର ବୃଦ୍ଧି

450 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବଂଗୋପସାଗରରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଯାଜପୁର ଜିଲାରେ ପ୍ରବାହିତ ହେଉଥିବା ବୈତରଣୀ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ପଂଳରେ ନଦୀର ଜଳସ୍ତର ବୃଦ୍ଧି ପାଇଛି । ପଂଳରେ ତଳିଆ ଅଂଚଳ ଗୁଡିକ ଜଳମଗ୍ନ ହୋଇଛି । କେତେକ ସ୍ଥାନରେ ଲୋକେ ଘରୁ ମଧ୍ୟ ବାହାରିବା କଷ୍ଟ କର ହୋଇପଡିଛି ।

ଯଦିଓ ବୈତରଣୀ ନଦୀ ବିପଦସଂକେତ ତଳେ ପ୍ରବାହିତ ହେଉଛି ତଥାପି ନଦୀକୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । ଲଗାଣ ବର୍ଷା ଓ ବନ୍ୟା ପଂଳରେ ପନିପରିବା ଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ସେପଟେ ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ ନଜର ରଖାଯାଇଛି । ବନ୍ୟା ଆଶଙ୍କା ଥିବାରୁ କୌଣସି କର୍ମଚାରୀଙ୍କୁ ଜିଲା ସଦର ମହକୁମା ନ ଛାଡିବାକୁ ଜିଲାପାଳ ନିର୍ଦ୍ଧେଶ ଦେଇଛନ୍ତି ।

Related Post

ବାହନଗା ଆଦର୍ଶ ବିଦ୍ୟାଳୟ ସ୍ଥାନାନ୍ତର ଘଟଣା:-ବିଦ୍ୟାଳୟ ରୁ ଶିକ୍ଷକ ଆସି ଦେଲେ ଉଦଣ୍ଡ ଭାଷଣ

Posted by - September 8, 2021 0
ବାଲେଶ୍ଵର:(ସମରେନ୍ଦ୍ର ବାରିକ)ବାଲେଶ୍ଵର ଜିଲ୍ଲା, ବାହନଗା ବ୍ଲକ ର ଆଦର୍ଶ ବିଦ୍ୟାଳୟ ସ୍ଥାନାନ୍ତର ଘଟଣା କୁ ନେଇ, ଉପୁଜିଛି ବିବାଦ। ବାହନଗା ସଚେତନ ନାଗରିକ ମଂଚ ପକ୍ଷରୁ, ୨୭ତାରିଖ…

ହରଭଙ୍ଗା ବ୍ଲକରେ ନୂଆଖାଇ ପର୍ବ ପାଳିତ

Posted by - September 1, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଆଜି ନୂଆଖାଇ ପାଇଁ ସମଗ୍ର ହରଭଙ୍ଗା ବ୍ଲକର -ଧର୍ମନଗର, ସୁରୁଣ୍ଡି, ଭେଜିଗୋରା, ଅଯୋଧ୍ୟା, କୁଶଙ୍ଗ ଆଦି ଗ୍ରାମର ଅଧିଷ୍ଠାତ୍ରୀ ଦେବୀଙ୍କ ନିକଟରେ ନବାଗ୍ନ ଲାଗି…

ଶୀତଲଷଷ୍ଟି ଯାତ୍ରା ପାଇଁ ସମସ୍ତ ଯାତ୍ରା କମିଟି ର ପତ୍ରପେଣ୍ଡି ସଂପନ୍ନ

Posted by - June 3, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ )ସମ୍ବଲପୁର ର ପ୍ରସିଦ୍ଧ ଶୀତଲଷଷ୍ଟି ଯାତ୍ରା ପାଇଁ ସହରର ସମସ୍ତ ଯାତ୍ରା କମିଟି ପକ୍ଷରୁ ପତ୍ରପେଣ୍ଡି ନିତି ଟି ସମାପିତ ହୋଇଛି । ସହରର…

ଯାଜପୁର ଜିଲ୍ଲାରେ ସମସ୍ତ ନଦୀ ଗୁଡିକ ବିପଦ ସଂକେତ ଉର୍ଦ୍ଧ୍ୱରେ ପ୍ରବାହିତ :୩ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଓ ୧ ଲକ୍ଷରୁ ଉର୍ଦ୍ଧ୍ୱ ଗୋରୁଗାଈ ପ୍ରଭାବିତ

Posted by - August 29, 2020 0
ଯାଜପୁର ଅଫିସ :ଉପରମୁଣ୍ଡରେ ଦୁଇ ଦିନ ପ୍ରବଳ ବର୍ଷା ଯୋଗୁଁ ଯାଜପୁର ଜିଲ୍ଳ୍‌ାରେ ପ୍ରବାହିତ ନଦୀ ଗୁଡିକରେ ଜଳସ୍ତର ଉର୍ଦ୍ଧ୍ୱ ଯୋଗୁ ଜିଲ୍ଳ୍‌ାରେ ବନ୍ୟା ପରିସ୍ଥିତି ସୃଷ୍ଟି…

ସୌଦାମିନୀ ଜେନା ରାଜ୍ୟ ମହିଳା ବିଜେଡି ସମ୍ପାଦକ

Posted by - July 6, 2021 0
ସୋନପୁର:(ଅଜିତ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଳା ସଦର ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସୌଦାମିନୀ ଜେନାଙ୍କୁ ରାଜ୍ୟ ମହିଳା ବିଜେଡି ସମ୍ପାଦକ…