ଟିକରପଡା ବନ୍ୟାଞ୍ଚଳ ପରିଦର୍ଶନ କଲେ ଆଠମଲ୍ଲିକ ବିଧାୟକ

485 0

ଅନୁଗୁଳ:(ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଟିକରପଡାରେ ଅାଜି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ । ବିଧାୟକ ପ୍ରଥମେ ମଝିପଡା,ଗଇଁଦି,ବେହେର‍ସାହି ଓ ପରେ ଟିକରପଡା ଅଞ୍ଚଳ ଅାଦି ବୁଲି ଦେଖିଥିଲେ ।

ବର୍ତ୍ତମାନ କୌଣସି ବନ୍ୟା ହେବା ସ୍ଥିତି ସମ୍ଭାବନା ନାହିଁ କିନ୍ତୁ ବନ୍ୟା ହେବାର ସମ୍ଭାବନା ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯିବ ସହ ଖୁବଶୀଘ୍ର ଟିକରପଡାରେ ଏକ ବନ୍ୟା ଅାଶ୍ରୟସ୍ଥଳୀ ହେବା ନେଇ ସରକାରଙ୍କ ନିକଟରେ ଦାବି ଜଣାଯାଇଛି ବୋଲି ବିଧାୟକ ସାଏ କହିଛନ୍ତି । ପରିଦର୍ଶନରେ ତାଙ୍କ ସହ ଅନୁଗୋଳ ତହସିଲଦାର ନେହେରୁ ମାଝ ,ଟିକରପଡା ସମିତିସଭ୍ୟ,ପୁରୁଣ‍ାକୋଟ ସମିତିସଭ୍ୟ,ଜଗନ୍ନାଥପୁର ସରପଞ୍ଚ,ଶରଧାପୁର ସରପଞ୍ଚଙ୍କ ସହ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Related Post

ପୌରପାଳିକା ପକ୍ଷରୁ ବଡ଼ ଧୁମ ଧାମ ରେ ଆୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ 

Posted by - September 1, 2022 0
ଯାଜପୁର :୩୧/୦୮(ଆନନ୍ଦ ଚନ୍ଦ୍ର ସାହୁ )ଆଜି ସ୍ୱାୟତ ଶାସନ ଦିବସ। ଏହି ଅବସରରେ ଯାଜପୁର ପୌରପାଳିକା ପକ୍ଷରୁ ବଡ଼ ଧୁମ ଧାମ ରେ ଆୟୋଜିତ ହେଉଛି ବିଭିନ୍ନ…

ସମସ୍ୟା ଘେରରେ ଅଙ୍ଗନବାଡି କର୍ମୀ, କ୍ଷୋଭ ପ୍ରକାଶ କଲେ ରାଜ୍ୟ ସମ୍ପାଦିକା

Posted by - December 28, 2020 0
ନୀଳଗିରି:(ସୌମ୍ୟାସାଇ ବାରିକ)ନୀଳଗିରି ଏନ୍. ଏ. ସି. କଲ୍ଯାଣ ମଣ୍ଡପ ସମ୍ମିଳନୀ କକ୍ଷରେ, ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘ, ବାଲେଶ୍ବର ଶାଖା ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା…

କାର ଓ ବାଇକ ମୁହଁl ମୁହିଁ ଧକ୍କା,ବାଇକ ଆରୋହୀ ଗୁରୁତର

Posted by - August 7, 2021 0
ହରଭଙ୍ଗା:(ଚିତ୍ତରଂଜନସିଂ)ଖୋର୍ଦ୍ଧା -ବଲାଙ୍ଗୀର ଜାତୀୟ ରାଜପଥ ବିରାନରସିଂ ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂମୁଖ ରେ ଆଜି ଅପରାହ୍ନ ୨.୩୦ ମିନିଟ ସମୟରେ ଏକ ଦୁର୍ଘଟଣା ଘଟିଥିବାର…

ଦଶରଥପୁର ବ୍ଲକ ରାମବାଗ ଉଚ୍ଚ ବିଦ୍ୟାଳୟର ୭୫ତମ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ

Posted by - January 6, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଦଶରଥପୁର ବ୍ଲକ ରାମବାଗ ଉଚ୍ଚ ବିଦ୍ୟାଳୟର ୭୫ତମ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦର ସଭାପତି ଡା…

ସୁବର୍ଣ୍ଣପୁର ମହାନଦୀ ବ୍ରିଜ ରେ ଉଜ୍ୱଳ ଆଲୋକୀ କରଣ ର ଶୁଭ ଉଦଘାଟନ

Posted by - December 26, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ଅଜିତ କୁମାର ପୁଝାରୀସୁବର୍ଣ୍ଣପୁର ମହାନଦୀ ବ୍ରିଜ ରେ ଉଜ୍ୱଳ ଆଲୋକୀ କରଣ ବ୍ୟବସ୍ଥା କୁ ଆଜି ମାନ୍ୟବର ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ…