ଜିଲ୍ଲା ସାଧାରଣ ସମ୍ପାଦିକା ଗୀତାଞ୍ଜଳି ସେଠୀ ଏବଂ ତାଙ୍କ ସମର୍ଥକ ସଭାସ୍ଥଳରେ ପହଞ୍ଚି ବିରୋଧ କରିଥିଲେ । ମଞ୍ଚରେ ଉପସ୍ଥିତ ଥିବା ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁଙ୍କୁ ମଞ୍ଚରୁ ଓହ୍ଲାଇବାକୁ ଆହ୍ବାନ ଦେବା ସହ ମଞ୍ଚରେ ବନ୍ଧା ଯାଇଥିବା ବ୍ୟାନର କାଢ଼ିବାକୁ ଅଡ଼ି ବସିଥିଲେ । ସଭାସ୍ଥଳରେ ବେଶ୍ କିଛି ସମୟ ଧରି ଉତ୍ତେଜନା ଲାଗିରହିଥିବା ବେଳେ ସଭାସ୍ଥଳ ଛାଡ଼ି ଚାଲି ଯାଇଥିଲେ ଜିଲ୍ଲା ସାଧାରଣ ସମ୍ପାଦିକା ।

It’s really great. Thank you for providing a quality article. There is something you might be interested in. Do you know slotsite ? If you have more questions, please come to my site and check it out!