Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

କେନ୍ଦ୍ରାପଡ଼ା ବିଜେପି କର୍ମକର୍ତ୍ତା ସମ୍ମିଳନୀରେ ହଙ୍ଗାମା ବ୍ୟାନରରେ ଫଟୋ ନଥିବାକୁ ନେଇ ମୁହାଁମୁହିଁ

863 0

ଜିଲ୍ଲା ସାଧାରଣ ସମ୍ପାଦିକା ଗୀତାଞ୍ଜଳି ସେଠୀ ଏବଂ ତାଙ୍କ ସମର୍ଥକ ସଭାସ୍ଥଳରେ ପହଞ୍ଚି ବିରୋଧ କରିଥିଲେ । ମଞ୍ଚରେ ଉପସ୍ଥିତ ଥିବା ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁଙ୍କୁ ମଞ୍ଚରୁ ଓହ୍ଲାଇବାକୁ ଆହ୍ବାନ ଦେବା ସହ ମଞ୍ଚରେ ବନ୍ଧା ଯାଇଥିବା ବ୍ୟାନର କାଢ଼ିବାକୁ ଅଡ଼ି ବସିଥିଲେ । ସଭାସ୍ଥଳରେ ବେଶ୍‌ କିଛି ସମୟ ଧରି ଉତ୍ତେଜନା ଲାଗିରହିଥିବା ବେଳେ ସଭାସ୍ଥଳ ଛାଡ଼ି ଚାଲି ଯାଇଥିଲେ ଜିଲ୍ଲା ସାଧାରଣ ସମ୍ପାଦିକା ।

Facebook Notice for EU! You need to login to view and post FB Comments!

Related Post

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଭ୍ରଷ୍ଟାଚାର ବିରୁଦ୍ଧରେ ରାଜ୍ୟପାଳଙ୍କୁ ବିଜେପିର ଦାବିପତ୍ର

Posted by - July 8, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିତରଣରେ ବ୍ୟାପକ ଅନିୟମିତତା ଏବଂ ଭ୍ରଷ୍ଟାଚାର ହୋଇଥିବା ନେଇ ବେଲଗୁଣ୍ଠା ବିଜେପି ପକ୍ଷରୁ ମହାମହିମ ରାଜ୍ୟପାଳଙ୍କୁ ଏକ ସ୍ମାରକ…

ପେଟ୍ରୋଲ,ଡିଜେଲ ଦର ବୃଦ୍ଦି ପ୍ରତିବାଦରେ ଦାବୀପତ୍ର

Posted by - June 29, 2020 186
ବରୀ ୨୯/୬-(ସ୍ନେହଂଶୁ ଶେଖର ମହାନ୍ତି ) ଯାଜପୁର ଜିଲ୍ଲା ବରୀ ବ୍ଲକ କଂଗ୍ରେସ ତରଫରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ବରୀ ବିଡିଓଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି…

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ପ୍ରଚାର ଭାଷଣ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜୁ ଜନତା ଦଳ

Posted by - March 30, 2019 0
ଭୁବନେଶ୍ବର:୨୯/୩ ମୋଦିଙ୍କ ଆରୋପକୁ ନେଇ ଉଭୟ ବିଜେଡି ପ୍ରତିକ୍ରିୟା ରଖିଛି। ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି, “ଆୟୁଷ୍ମାନ ଯୋଜନାଠାରୁ ଭଲ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା…

ବରୀ ବିଜେଡିର ମିଶ୍ରଣ ପର୍ବ, ଦଳ ଛାଡିଲେ ମଙ୍ଗରାଜପୁର ସରପଂଚଙ୍କ ସହ ବହୁ କର୍ମୀ

Posted by - December 15, 2019 953
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲା ବରୀ ବିଜେଡିର ମିଶ୍ରଣ ପର୍ବ । ଦଳ ଛାଡିଲେ ଏହି ନିର୍ବାଚନମଣ୍ଡଳୀ ମଙ୍ଗରାଜପୁର ପଂଚାୟତର ସରପଂଚ କୁମୁଦୁନୀ ନାୟକଙ୍କ ସହ…

ବୌଦ୍ଧ ଜିଲ୍ଲା ମହିଳା କଂଗ୍ରେସ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ

Posted by - October 22, 2021 0
ବୌଦ୍ଧ :(ସମରେଶ ମିଶ୍ର) ସକାଳ ୧୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ କବିତା ମହାକୁଳ ଙ୍କ ନେତୃତ୍ୱ ରେ ମହିଳା ମାନେ ଏକତ୍ରିତ…

Leave a comment

Your email address will not be published.