ମନ୍ଦାରୀ ପଂଚାୟତର ୩ ପ୍ରକଳ୍ପ ବିଧାୟିକାଙ୍କ ଦ୍ୱାରା ଉଦ୍‌ଘାଟନ

408 0

ଯାଜପୁର ଅଫିସ :ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଧିନ ମନ୍ଦାରୀ ପଂଚାୟତରେ ସୋମବାର ୩ଟି ପ୍ରକଳ୍ପକୁ ବିଧାୟିକା ସୁନନ୍ଦା ଦାସ ଫିତାକାଟି ଶୁଭ ଉଦ୍‌ଘାଟନ କରିଛନ୍ତି । ପ୍ରଥମେ ଅଣିକଣା ଠାରେ କୃଷକ ବିଶ୍ରାମଗାରା, ବେଞ୍ଜରାପୁର ମାର୍କେଟ କମ୍ଲେକ୍ସ, ପରେ ରାଜୀବ ଗାନ୍ଧି ସେବା କେନ୍ଦକୁ ଫିତାକାଟି ଶୁଭ ଉଦ୍‌ଘାଟନ କରିଥିଲେ । ଏଥିରେ ସାମାଜିକ ଦୂରତା ରହିନଥିବା ଦେଖିବାକୁ ମିଳିଥିଲା ।

ଏ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ରାଜୀବ ସେବା କେନ୍ଦ୍ର ଦୀର୍ଘ ୧୫ ବର୍ଷ ନିର୍ମାଣ ପରେ ଆଜି ଶୁଭ ଉଦ୍‌ଘାଟିତ ହୋଇଥିବାରୁ ଆନନ୍ଦ ଉଲ୍ଲାସ ପଂଚାୟତରେ ଖେଳିଯାଇଛି । ଏଥିରେ ବିଡିଓ ଶିବାନନ୍ଦ ସ୍ୱାଇଁ, ବ୍ଲକ୍ ବଜେଡି ସଭାପତି କେଦାର ସାମଲ, ଜିଲ୍ଲାପରିଷଦ ସଭ୍ୟ ଅଶୋକ ସାମଲ, ଆଶିଷ ସାମଲ, ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Related Post

ସମ୍ବଲପୁର ସହରରେ ଧଳା ଜହର : ୬ ଗିରଫ

Posted by - July 3, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସମ୍ବଲପୁରରେ ସକ୍ରିୟ ବ୍ରାଉନ ସୁଗର କାରବାର। ସମ୍ବଲପୁର ଟାଉନ ଥାନା ପୋଲିସ ବ୍ରାଉନ ସୁଗର ଓ ବେଆଇନ କପ ସିରଫ କାରବାରରେ 6…

ଲାଞ୍ଜିଗଡ଼ ରେ ହାତୀ ଉପଦ୍ରବ, ନଷ୍ଟ କଲେ ୬ ହଜାର ଚାରା

Posted by - August 9, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଦକ୍ଷିଣ ବନ ଖଣ୍ଡ ବିଶ୍ଵନାଥପୁର ବନାଞ୍ଚଳ ରେ ହାତୀ ଉପଦ୍ରବ ଯୋଗୁଁ…

ଧର୍ମଗଡ଼ ବ୍ରାହ୍ମଣ ସମାଜ ତରଫରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ

Posted by - June 24, 2022 0
ଧର୍ମଗଡ଼:କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଧର୍ମଗଡ଼ ଉପଖଣ୍ଡ ବ୍ରାହ୍ମଣ ସମାଜ ତରଫରୁ ଏକ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ସ୍ଥାନୀୟ ଗାୟତ୍ରୀ ମନ୍ଦିର ଠାରେ କରାଯାଇଥିଲା । ଏହି…

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଜନହିତକର କାର୍ଯ୍ୟ

Posted by - October 12, 2022 0
ଭବାନୀପାଟଣା  : (ନରେନ୍ଦ୍ର ନେଗୀଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆସନ୍ତା ଅକ୍ଟୋବର ୧୬ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନରେ ସାମାଜିକ କାର୍ଯ୍ୟକ୍ରମ ମାନ ହାତକୁ ନେବାକୁ…