Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

କରୋନା କଟକଣାରେ ନୀଳଗିରି ଉପଖଣ୍ଡ ସ୍ତରୀୟ ୭୪ ତମ ସ୍ଵାଧୀନତା ଦିବସ ପାଳିତ।

271 0

ନୀଳଗିରି:(ସୌମ୍ୟା ସାଇ ବାରିକ୍)ମହାମାରୀ କରୋନା କଟକଣା ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି, ଦେଶ ବ୍ୟାପି ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଠିକ୍ ସେହି ଭଲି ନୀଳଗିରି ଥାନା ପଡିଆ ରେ, ସୀମିତ ସଂଖ୍ୟକ ସରକାରୀ ପଦାଧିକାରୀ, ପୋଲିସ୍ ଗଣମାଧ୍ୟମ ପ୍ରତିନିଧି କୁ ନେଇ ପୁର୍ବାହ୍ନ ୯ ଘଟିକା ୧୫ ମିନଟ୍ ସମୟରେ ନୀଳଗିରି ଉପ ଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜାତୀୟ ସଙ୍ଗୀତ ଗାନ କରା ଯାଇଥିଲା। ଉପଜିଲ୍ଲାପାଳ ଶ୍ରୀ ଜେନା ତାଙ୍କ ସ୍ଵଳ୍ପ ଅଭିଭାଷଣ ରେ ନୀଳଗିରି ବାସୀ ଙ୍କ ଉଦ୍ଦେଶ୍ୟ କହିଥିଲେ, ଏଭଳି ସଂକଟ ଜନକ ସ୍ଥିତି ରେ ଆମେ ସ୍ଵାଧୀନତା ଦିବସ ପାଳନ କରୁଛେ। କରୋନା ଯୋଦ୍ଧା ମାନଙ୍କୁ ଗଭୀର ସମ୍ମାନ ଜଣାଇବା ସହିତ କରୋନା ବିରୁଦ୍ଧ ରେ ମିଳିମିଶି ଲଢେଇ କରିବାକୁ ଆହ୍ଵାନ ଦେଇଥିଲେ।

ଏହି ସମାରୋହ ରେ ନୀଳଗିରି ଏସ୍. ଡି. ପି. ଓ. ଅମୂଲ୍ୟ କୁମାର ଧର, ନୀଳଗିରି ଆଇ. ଆଇ. ସି. ମୀନତି ବିଶ୍ଵାଳ, ତହସିଲଦାର ଅଶେଷ କୁମାର ନାୟକ, ଏନ୍. ଏ. ସି. କାର୍ଯ୍ୟ ନିର୍ବାହୀ ଅଧିକାରୀ ରତନ ପଟ୍ଟନାୟକ, ଏସ୍. ଡି. ଏମ୍.ଓ. ଡା. ଅଜୟ କୃଷ୍ଣ ସାମଲ ଓ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ଭାରପ୍ରାପ୍ତ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ଵାଳ ପରି ଚାଳନା କରିଥିଲେ।

Related Post

ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

Posted by - June 14, 2022 0
ଭବାନୀପାଟଣା:୧୪/୬:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ପଵିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମାରେ ଭବାନୀପାଟଣା ସ୍ଥିତ ମୁଖ୍ୟ ଜଗନ୍ନାଥ ମନ୍ଦିରରେ ଵିଧି ବିଧାନ ପୂର୍ବକ ଦେବସ୍ନାନ ଉତ୍ସବ ଅନୁଷ୍ଠିତ…

ନିରଞ୍ଜନ ବିଶିଙ୍କ ସପକ୍ଷରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ,ବିରୋଧ ପରିବର୍ତ୍ତେ ସହଯୋଗ ର ହାତ ବଢ଼େଇବାକୁ ଆହ୍ୱାନ ଦେଲା ସଂଘ

Posted by - June 16, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ରାଜ୍ୟ ସରକାର ଆଦିବାସୀ କାର୍ଡ ଖେଳି ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘର ମହାସଚିବ ତଥା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ପ୍ରତିଷ୍ଠାତା…

ଲକଡାଉନ୍ ନିୟମ ଭାଙ୍ଗି ଶ୍ରୀମନ୍ଦିରରେ ପ୍ରବେଶ, ବଡ଼ଚଣା ଥାନା ଅଧିକାରୀ ଙ୍କ ନାମରେ ମାମଲା ରୁଜୁ

Posted by - April 19, 2020 0
ପୁରୀ:(ସମୀର ରଞ୍ଜନ ନାୟକ) ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାବେଳେ, ଜଣେ ପୋଲିସ ଅଧିକାରୀ ଏହାକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। କଟକଣା ଭାଙ୍ଗି ଯାଜପୁର…

ସୀମାରେ ସହୀଦ ଯବାନଙ୍କ ସ୍ମୃତି ଉଦ୍ଧେଶ୍ୟରେ କ୍ୟାଣ୍ଡେଲ ରାଲି

Posted by - June 21, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ରା ସହୁ )ଯାଜପୁର କୋଦଣ୍ଡପୁର ଗାଁରେ ସମାଜସେବୀ ଅନୁଷ୍ଠାନ ସୂର୍ଯ୍ୟାଲୋକ ଅନୁଷ୍ଠାନ ପକ୍ଷରୁ ସୀମାରେ ସହୀଦ ଯବାନଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏକ କ୍ୟାଣ୍ଡେଲ ରାଲି…

ଫାର୍ମ ହାଉସର ପୋଖରୀ ଭିତରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

Posted by - August 20, 2021 0
ଭୁବନେଶ୍ୱର:(ସନ୍ତୋଷ ରାଉତ) ଫାର୍ମ ହାଉସର ପୋଖରୀ ଭିତରୁ ମିଳିଛି ଛାତ୍ରୀଙ୍କ ମୃତଦେହ । ଭୁବନେଶ୍ୱରର ଅନ୍ତର୍ଗତ ନନ୍ଦନକାନନ ଥାନା ରଘୁନାଥପୁର ନିକଟସ୍ଥ ଏକ ଫାର୍ମ ହାଉସ ପୋଖରୀରୁ…