ସୋସିଆଲ୍‌ ମିଡିଆରେ ପ୍ରଚାର ଲାଗି ନିର୍ଦ୍ଦିଷ୍ଟ ନିୟମାବଳୀ ଜାରି କରିବାକୁ ନିର୍ବାଚନ କମିସନ୍‌କୁ ନୋଟିସ୍‌

682 0

ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ୍‌(ଇସି)ଙ୍କୁ ‘ସେଣ୍ଟର୍‌ ଫର୍‌ ଆକାଉଣ୍ଟେବିଲିଟି ଆଣ୍ଡ୍‌ ସିଷ୍ଟମ୍‌ ଚେଞ୍ଜ(ସିଏଏସ୍‌ସି)’ ପକ୍ଷରୁ ଏକ ଆଇନ୍‌ଗତ ନୋଟିସ୍‌ ଜାରି କରାଯାଇଛି। ଫେସ୍‌ବୁକ୍‌, ହ୍ଵାଟ୍‌ସଆପ୍‌ ଆଦି ସୋସିଆଲ୍‌ ମିଡିଆ ପ୍ଲାଟଫର୍ମମାନଙ୍କରେ ନିର୍ବାଚନ ପ୍ରଚାର ଲାଗି ନିର୍ଦ୍ଦିଷ୍ଟ ନିୟମାବଳୀ ଜାରି କରିବା ପାଇଁ ଏକ ନୋଟିସ୍‌ରେ କୁହାଯାଇଛି।

Facebook Notice for EU! You need to login to view and post FB Comments!

Related Post

Leave a comment

Your email address will not be published.