Breaking News
Related Post
ଶେଷରେ ରାଜି ହେଲେ କିଶୋର ମହାନ୍ତି,ମାନିଲେ ପ୍ରଣବ ଙ୍କ କଥା
ଝାରସୁଗୁଡ଼ା ରାଜନୀତିରେ ପଟ୍ଟ ପରିବର୍ତ୍ତନ। ଦୁଇ ପାରମ୍ପରିକପ୍ରତିଦ୍ୱନ୍ଦୀ ବିଜେଡି ଜିଲ୍ଲା ସଭାପତି କିଶୋରମହାନ୍ତି ଓ ଗତକାଲି କଂଗ୍ରେସରୁ ଇସ୍ତାଫା ଦେଇଥିବା ବିଧାୟକ ନବାଦାସଙ୍କୁ ଏକାଠି କରାଇଲେ ବିଜେଡିର…
ଗୋବିନ୍ଦ ଗୋଳକ ଧନ୍ଦାରେ ରାଜ୍ୟ ହୁଲସ୍ତୁଲ,ଗୋବିନ୍ଦ ସାହୁଙ୍କୁ ଧରାଇଦେଲେ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର
(କଳାହାଣ୍ଡି ରୁ ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ, ଟିଟିଲାଗଡ଼ ରୁ ସଞ୍ଜୟ କୁମାର ନାୟକ ଙ୍କ ରିପୋର୍ଟ) କଳାହାଣ୍ଡି:ଦିର୍ଘ ବର୍ଷର ଶାସନ କାଳ ମଧ୍ୟରେ…
ବଡ ଖବର
- ସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ
- ବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ
- ମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ
- ପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ
- ଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ
- ଭୁବନେଶ୍ବର: ଜାଲ ସାର୍ଟିଫିକେଟ ଓ କୋଟିଆ ବିବାଦକୁ ନେଇ ଗୃହରେ ମୁହାଁମୁହିଁ ଶାସକ ଓ ବିରୋଧୀ, ପ୍ରବଳ ହଟ୍ଟଗୋଳ ଯୋଗୁ ଅପରାହ୍ଣ ୪ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
- ଗତ ୩୦ବର୍ଷରୁ ଶିଳ୍ପ ସଂସ୍ଥା ଜମି ନେଇ କରୁନାହାନ୍ତି ଶିଳ୍ପ’ : -ଶିଳ୍ପମନ୍ତ୍ରୀ ପ୍ରତାପ ଦେବ
- ଟିଟିଲାଗଡ଼ରେ ରାମନବମୀ ପାଇଁ ବାହାରିଲା ଶୋଭାଯାତ୍ରା , କମ୍ପିଲା ଜୟ ଶ୍ରୀ ରାମ ନାରା
- କେସିଙ୍ଗା ରେ ଧୁମ ଧାମ ରେ ପାଳନ ହେଲା ରାମ ନବମୀ,ତିନି ଘଣ୍ଟା ପାଇଁ ଟ୍ରାଫିକ ଜାମ ,ପୋଲିସ ନାକେଦମ୍
- ଦଣ୍ଡ ଯାତ୍ରାରେ କାଳିସୀର ମୃତ୍ୟୁ,ମୃତ୍ୟୁ ର କାରଣ ଅସ୍ପଷ୍ଟ