Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବଞ୍ଚାଓ ଦାବୀ ନେଇ ଜାତୀୟ ରାଜପଥ ଅବରୋଧ।

275 0

ରେମୁଣା:(ସୌମ୍ୟାସାଇ ବାରିକ୍)ଏୈତିହାସିକ ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆଜି ଭାରତ ବଞ୍ଚାଓ ଦିବସ ପାଳନ କରା ଯାଉଚି। ବାଲେଶ୍ୱର ରେ ମଧ୍ୟ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଦୁଇ ଘଣ୍ଟା ପାଇଁ ୧୬ ନଂ. ଜାତୀୟ ରାଜପଥ କୁ ଅବରୋଧ କରା ଯାଇଥିଲା। ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ରେମୁଣା ଗୋଲେଇ ନେସ୍କୋ ଅଫିସ ସମ୍ମୁଖ ରେ ୧୬ ନଂ ଜାତୀୟ ରାଜପଥ କୁ କର୍ମକର୍ତ୍ତା ଓ ସଦସ୍ୟ ମାନେ ରାସ୍ତା ଅବରୋଧ କରିଥିଲେ।

ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଙ୍କ ଦେଶ ବିକ୍ରୟ ଯୋଜନା ରେ ରାଷ୍ଟ୍ରାୟତ ଉଦ୍ୟୋଗ ର ଘରୋଇ କରଣ, ଶ୍ରମଜୀବି ଓ ଆଉ ଜନ ବିରୋଧୀ ନୀତି ବିରୁଦ୍ଧ ରେ ବିଭିନ୍ନ ପ୍ରକାର ନାରା ଦେବା ସହିତ ‘ଭାରତ ବଞ୍ଚାଓ ଦିବସ’ ପାଳନ କରିଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ଟି. ୟୁ. ଏ. ସି. ସି., ବାଲେଶ୍ଵର, ଆଇ. ଏନ୍. ଟି. ୟୁ. ସି., ଏ. ଆଇ. ଟି. ୟୁ. ସି., ସି. ଆଇ. ଟି ୟୁ., ଏଚ୍. ଏମ୍. ଏସ୍., ଏନ୍. ଏଫ୍. ଆଇ. ଟି. ୟୁ., ଟି. ୟୁ. ସି. ସି., ଏ. ଆଇ. ୟୁ. ଟି. ୟୁ. ସି., ଏନ୍. ଏଚ୍. ଏଫ୍. ଏବଂ ନେସନାଲ୍ ଫେଡେରେସନ ପ୍ରଭୃତି ଶ୍ରମିକ ସଂଗଠନ ସାମିଲ ଥିବା ଦେଖା ଯାଇଚି।

Related Post

ଜେଜେ ମା / ଜେଜେ ବାପା ଅଜା, ଆଇ ସମ୍ମିଳନୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବଡବିଲ ରେ ଅନୁଷ୍ଠିତ

Posted by - November 19, 2019 0
ଅଦ୍ୟ ତା ୧୭,୧୧,୨୦୧୯(ରବିବାର)ରିଖ ଦିନ ୧୦ଟା ଘଟିକା ସମୟରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ର ଜେଜେବାପା, ଜେଜେମା ବା ଅଜା ଆଇ ମାନଙ୍କୁ ନେଇ ଏକ…

ବୌଦ୍ଧ ର ଅଧିଷ୍ଠାତ୍ରୀ ଦେବୀ ମଁl ଭୈରବୀ ଙ୍କ ଷୋଳ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Posted by - September 20, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ବୌଦ୍ଧ.ପୁରୁଣାକଟକ ତା .19.09. ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ପୁରୁଣାକଟକ ସ୍ଥିତ ମା’ ଭୈରବୀଙ୍କ ପୀଠରେ ଷୋଳ ପୂଜା ପାଇଁ ମନ୍ଦିର ପରିସରରେ…

ତାଳଚେରରେ 5T ସଚିବ ପାଣ୍ଡିଆନ , କୋଭିଡ – 19 ହସପିଟାଲର ସ୍ଥିତି ପରଖିଲେ.

Posted by - April 17, 2020 1,531
ତାଳଚେର:(ମହେଶ ଭୋମରାଜ) ସଂପ୍ରତି କରୋନାର ସ୍ଥିତିକୁ ଦେଖି ରାଜ୍ୟ ସରକାର ସବୁ ଜିଲ୍ଲାରେ କୋଭିଡ-୧୯ ହସପିଟାଲ ଖୋଲିବାକୁ ଚିନ୍ତା କରିଛନ୍ତି । ଏହି କ୍ରମରେ ଅନୁଗୋଳ ଜିଲ୍ଲା…

ବୌଦ୍ଧରେ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା

Posted by - October 13, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ,) ବୌଦ୍ଧରେ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ପ୍ରାରମ୍ଭିକ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରନରସିଂହପୁର…

ପ୍ରଜାପିତା ବ୍ରହ୍ମାକୁମାରି ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ଶିକ୍ଷକ ଦିବସ ସମାରୋହ ଅନୁଷ୍ଠିତ

Posted by - September 5, 2022 0
ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ) ସର୍ଗିଗୁଡ଼ା ସ୍ଥିତ ସ୍ଥାନୀୟ ପ୍ରଜାପିତା ବ୍ରହ୍ମା କୁମାରି ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ଶିକ୍ଷକ ଦିବସ ସମାରୋହ ପାଳିତ ହୋଇଯାଇଅଛି। ବିଶ୍ୱ ବିଦ୍ୟାଳୟର…