ପୋଲିସ କୁ ଖୋଲା ଚ୍ୟାଲେଞ୍ଜ,ଏଟିଏମ ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା

339 0

ଅନୁଗୋଳ: (ମହେଶ ଭୋମରାଜ )ଅନୁଗୋଳ ସଦରମହାକୁମା ରେ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଏଟିଏମ  ଲୁଟେରା।ଗ୍ୟାସକଟର ରେ ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା।ଅନୁଗୋଳ ଜିଲ୍ଲା ସଦରମହକୁମା କରଡାଗାଡ଼ିଆ ଛକ ନିକଟରେ ଥିବା ଏସବିଆଇ, ଏଟିଏମ ରୁ ଗ୍ୟାସକଟର ରେ ମେସିନ କୁ କାଟି ଲୁଟି ନେଲେ ଲକ୍ଷାଧିକ ଟଙ୍କା ।

୫୫ ନମ୍ବର ଜାତୀୟ ରାଜପଥ କଡରେ ଥିବା ଜନଗହଳି ପୁର୍ଣ ଥିବା ସତ୍ୱେ ବିଳମ୍ବିତ ରାତିରେ ଏଟିଏମ ସଟର କୁ ପକାଇ ଗ୍ୟାସକଟର ସାହାଯ୍ୟରେ ମେସିନ କୁ କାଟି ଟଙ୍କା ଲୁଟି ନେଇଛନ୍ତି ଦୃବୁତ।ପୂର୍ବରୁ ଏହି ଏଟିଏମ ରୁ ଡକାୟତି ଉଦ୍ୟମ ହୋଇଥିଲେ ମଧ୍ୟ ଲୁଟ କରିପାରିନଥିଲେ।କିନ୍ତୁ ଚଳିତ ଥର ସମ୍ପୂର୍ଣ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ। ଏଟିଏମ  ର ସିସିଟିଭି କ୍ୟାମେରା ଖରାପ ଥିବା ଅନୁମାନ କରାଯାଉଛି।

Related Post

ଟ୍ରେନ୍ ଲାଇନ୍ ନିକଟରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ,

Posted by - September 12, 2019 0
କେନ୍ଦୁଝର,୧୨/ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ହରିଡାଗୋଠ ନିକଟସ୍ଥ ଟ୍ରେନ ଲାଇନ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଶବଟି ମୁହଁ…

ବାରଙ୍ଗରେ ଫଳ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ,ପୋଲିସର ତଦନ୍ତ ଆରମ୍ଭ

Posted by - September 11, 2021 0
ବାରଙ୍ଗ:(ସନ୍ତୋଷ ରାଉତ )କିଛି ଦିନ ବ୍ୟବଧାନ ପରେ ବାରଙ୍ଗ ରେ ଦୁର୍ବୁର୍ତ୍ତ ଙ୍କ ଉତ୍ପାତ ଦେଖିବାକୁ ମିଳିଛି।ଆଜି ରାତିରେ ଦୋକାନ ବନ୍ଦକରି ଘରକୁ ଫେରୁଥିବା ଜଣେ ହୋଲସେଲ…

ବଧୁ ହତ୍ୟା ଅଭିଯୋଗରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ

Posted by - February 9, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବଧୁ ହତ୍ୟା ଅଭିଯୋଗରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ଜିଲା ଦୌରାଜଜ। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ…

ଚୋର ମଦ ଚାଲାଣ ବେଳେ ୧୬୦ ଲିଟର ଦେଶୀ ମଦ ଜବତ. ଜଣେ ବ୍ୟକ୍ତିଙ୍କୁ ଅଟକ

Posted by - June 13, 2021 0
ଵାରଙ୍ଗ:(ସନ୍ତୋଷ ରାଉତ)ରାଜଧନୀ ଉପକଂଣ୍ଠ ବାରଙ୍ଗ ଅଂଚଳରେ ଚୋର ମଦ ଚାଲାଣ ବେଳେ ପୋଲିସ ଚଢ଼ାଉ କରି ଉକ୍ତ ବ୍ୟକ୍ତି ସହିତ ଏକ ଅଟୋ କୁ ଜବତ କରିଛି…

ଯୁବକକୁ ବନ୍ଧୁକ ଦେଖାଇ ହତ୍ୟା ଧମକ ମହଙ୍ଗା ପଡିଲା

Posted by - May 24, 2022 0
ସମ୍ବଲପୁର/ବ୍ରଜରାଜନଗର:(ରମାକାନ୍ତ ବିଶ୍ବାଳ) ବ୍ରଜରାଜନଗର ଓରିଏଣ୍ଟ ଥାନା ଅନ୍ତର୍ଗତ ରାମଗଡ଼ ବନ୍ଧ ନିକଟରେ ପୁର୍ବ ଶତ୍ରୁତା କୁ କେନ୍ଦ୍ର କରି ଜଣେ ଯୁବକକୁ ଚାରି ଜଣ ଯୁବକ ବନ୍ଧୁକ…