ନିଆଳୀ ତହସିଲଦାରଙ୍କ ସମେତ ନିଆଳି ବ୍ଲକ ଉନ୍ନୟନ ଅଧିକାରୀଙ୍କୁ “କରୋନା ଯୋଦ୍ଧା” ସମ୍ମାନ

392 0

ନିଆଳୀ: ତା:୦୮/୦୭/୨୦ରିଖ ମହାମାରୀ କରୋନାର ପ୍ରକୋପ ବୃଦ୍ଧି ପାଉଥିବା ସ୍ଥଳେ ପ୍ରଶାସନିକ ଅଧିକାରୀଙ୍କ ଉତ୍ସର୍ଗୀକୃତ ସେବା କରୋନାକୁ ପ୍ରତିହତ କରିବା ଦିଗରେ ଅତୁଳନୀୟ ଅଟେ । ଏହି ପରିପ୍ରେକ୍ଷୀରେ ଆଜି ନିଆଳୀ ବ୍ଲକର ବ୍ଲକ ଉନ୍ନୟନ ଅଧିକାରୀ ଅଶୋକ କୁମାର ଲେଙ୍କା ଙ୍କୁ ନିଆଳି ତହସିଲଦାର ଶ୍ରୀ ଯୁକ୍ତ ବିଦ୍ୟାଧର ପତି ଙ୍କୁ “କରୋନା ଯୋଦ୍ଧା” ଭାବରେ, ସାମାଜିକ ସଂଗଠନ “ଅଭିମନ୍ୟୁ” ଆନୁକୁଲ୍ୟରେ ସମ୍ମାନିତ କରାଯାଇଛି । ଆଜି କାର୍ଯକ୍ରମର ପ୍ରାରମ୍ଭରେ ସଂଗଠନର କର୍ମକତା ସମେତ ସାମାଜିକ ଦୂରତା ବଜାୟ ରଖି ପ୍ରାରମ୍ଭରେ ବନ୍ଦେ ଉକ୍ରଳ ଜନନୀ ଗାନ କରାଯାଇଥିଲା ।

ଏହାପରେ ସଭାପତି ଶ୍ରୀଯୁକ୍ତ ଅଭିମନ୍ୟୁ ମଲ୍ଲିକ ସଂଗଠନର ଆଭିମୁଖ୍ୟ ଏବଂ କର୍ମକର୍ତାଙ୍କ ପରିଚୟ ପ୍ରଦାନ କଲାପରେ,ସଂଗଠନର କର୍ମକର୍ତା ସମେତ ଶ୍ରୀଯୁକ୍ତ ପତି ଙ୍କୁ ମାନପତ୍ର ଏବଂ ଉତରୀୟ ପ୍ରଦାନ କରିଥିଲେ । ତେବେ ଏହି ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ରଖିବା, ଅତି ଜରୁରୀ କାମ ଥିଲେ ବାହାରକୁ ଯିବା, ଗହଳିକୁ ବର୍ଜନ କରିବା ସହିତ ବାରମ୍ବାର ହାତ ଧୋଇବା ଆବଶ୍ୟକ ବୋଲି ତହସିଲଦାର ଶ୍ରୀଯୁକ୍ତ ପତି ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂଗଠନର କର୍ମକର୍ତା ଭାବରେ ବବୁଲ ବେହେରା, କାଜଲକାନ୍ତ ସାହୁ,ତ୍ରିନାଥ ସେଠୀ,ସତ୍ୟବାନ ସ୍ବାଇଁ,ଗଣେଶ ମଲ୍ଲିକ ଏବଂ ବିଷ୍ଣୁ ଚରଣ ଵେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ଦେଖିବାକୁ ଭୁଲନ୍ତୁ ନାହି ,ଜାଣନ୍ତୁ ଘରେ କିପରି ଅକ୍ସିଜେନ ଲେବେଲ ବଢେଇବେ

Posted by - May 7, 2021 0
ଭୁବନେଶ୍ଵର :ରାଜ୍ୟ ସରକାରଙ୍କ କୋଭିଡ ସଚେତନତା ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ଶୁକ୍ରବାର ବିଶିଷ୍ଟ ଛାତି ରୋଗ ବିଶେଷଜ୍ଞ ଡାକ୍ତର କ୍ଷୀରୋଦ ରାଉତ କହିଛନ୍ତି, ସବୁ କରୋନା ରୋଗୀଙ୍କୁ…

କାହିଁକି ହେଲା ଶନିବାର ରବିବାର ସଟ ଡ଼ାଉନ,କାରଣ ଜାଣିଲେ ଆପଣ ଭି ଆଶ୍ଚର୍ଯ୍ୟ ହେବେ !!!

Posted by - June 2, 2020 0
ଭୁବନେଶ୍ଵର :୨-୦୬ ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଲକ୍ଡ଼ାଉନର ଶେଷ ପର୍ଯ୍ୟାୟ ଅର୍ଥାତ୍ ୪ର୍ଥ ପର୍ଯ୍ୟାୟରେ ଦେଶରେ ୮୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି…

ଆଜି ଅନୁଗୁଳ ଜିଲ୍ଲାରୁ ୧୭ ଜଣ କରୋନା ପଜିଟିିଭ ଚିହ୍ନଟ:ପଜିଟିିଭ ସଂଖ୍ୟା ପହଞ୍ଚିଲା ୫୪୮ ରେ

Posted by - August 18, 2020 0
ଅନୁଗୁଳ:(ମହେଶ ଭୋମରାଜ)ଆଜି ଅନୁଗୁଳ ଜିଲ୍ଲାରୁ ୧୭ ଜଣ କରୋନା ପଜିଟିିଭ ଚିହ୍ନଟ ହୋଇଛନ୍ତି।ଏମାନଙ୍କ ମଧ୍ୟରେ ବନରପାଳ ବ୍ଲକ ଅଞ୍ଚଳରୁ ୪ ଜଣ, ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୩…

ଯାଜପୁର ବଡ଼ଚଣା ରେ ଦୁଇଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲା ପ୍ରଶାସନ

Posted by - June 6, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବଡ଼ଚଣା ରେ ଦୁଇଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲା ପ୍ରଶାସନ। ଶାସନ ପୁରୁଷୋତ୍ତମ ପୁର ଏବଂ ଦେକୁଡି ଅଞ୍ଚଳରେ ଲାଗୁ…

ପାଗିଳି ଆସିଛି ଆମ ଛକକୁ

Posted by - August 1, 2021 0
ଯାଜପୁର ଅଫିସ :ଗତ ମାର୍ଚ୍ଚ ୨୨ ତାରିଖ ୨୦୨୦ମସିହାରୁ ଅଦ୍ୟାବଧି ନିଜ ଜୀବନକୁ ବାଜି ଲଗାଇ ନିରବଛିନ୍ନ ଭାବରେ ଆଜକୁ ଦୀର୍ଘ ୪୯୧ଦିନ ଧରି ସମଗ୍ର ଭାରତବର୍ଷରେ…