ବରୀ ବ୍ଲକ୍‌ରେ ନୂତନ ବିଡିଓଙ୍କ ଯୋଗଦାନ

829 0

ଯାଜପୁର ଅଫିସ:ବରୀ ବ୍ଲକ୍ କାର୍ଯ୍ୟାଳୟରେ ବୁଧବାର ନୂତନ ବିଡିଓ ଶିବାନନ୍ଦ ସ୍ୱାଇଁ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଗୁରୁବାର ଷ୍ଟାଫ୍ ମିଟିଙ୍ଗ କରାଯାଇ ସମସ୍ତ କର୍ମଚାରୀଙ୍କ ସହିତ ବିଡିଓ ପରିଚିତ ହୋଇଛନ୍ତି । ଏଥିସହିତ ସ୍ଥାନୀୟ ଅଂଚଳର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ ପରିଚିତ ହୋଇ କୋଭିଡ-୧୯ ପାଇଁ ପ୍ରଥମେ ଗୁରୁତ୍ୱ ଦେଇ କାମ କରିବେ ବୋଲି କହିଛନ୍ତି ।

ଏଥି ପୂର୍ବରୁ ବାଣପୁର ବ୍ଲକ୍‌ରେ ବିଡିଓ ଦାୟିତ୍ୱରେ ସ୍ୱାଇଁ ଥିଲେ । ସତ୍ୟ, ନିଷ୍ଠ କର୍ମବୀର ବିଡିଓ ବୋଲି କୁହାଯାଉଛି । ବରୀ ବ୍ଲକ୍‌ରେ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ମିଳିଛି ।

Related Post

କଳାମାଟିଆ ପଞ୍ଚୟତ ରେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ

Posted by - March 31, 2020 0
ବରୀ: (ସ୍ନେହାଂଶୁ ଶେଖର ମହାନ୍ତି)  ମହାମାରୀ କରୋନା ର ମୁକାବିଲା ପାଇଁ ବିଭିନ୍ନ ପଞ୍ଚାୟତରେ କୋରେଣ୍ଟାଇନ୍ କେନ୍ଦ୍ର ପ୍ରସ୍ତୁତି ଜୋରଦାର୍ ଚାଲିରହିଥିବା ଦେଖିବାକୁ ମିଳିଛି । ବରୀ…

ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣ ଦାବି ନେଇ ଅର୍ଶାତୁଲା ପଞ୍ଚାୟତ ତାଲା ବନ୍ଦ

Posted by - January 13, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଙ୍ଗୋମୁଣ୍ଡା ବ୍ଲକ ର ଅର୍ଶାତୁଲା ପଞ୍ଚାୟତ କାର୍ଯ୍ୟାଳୟ କୁ ତାଲା ମାରିଛନ୍ତି ଆଦିବାସୀ ସଂଘ ର କାର୍ଯ୍ୟକର୍ତା ।ଚଳିତ ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ,ବ୍ଲକ ଅଧ୍ୟକ୍ଷ…

ଯାଜପୁର :ପୋଲିସ ଜୁଲମ ପ୍ରତିବାଦରେ ଥାନା ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚାର ଧାରଣା

Posted by - December 4, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ବିଂଝାରପୁର ଥାନା ସମ୍ମୁଖରେ ଆଜି ଏହି ଧାରଣା ଦିଆଯାଇଛି । ପୋଲିସ ପ୍ରକୃତ ଅଭିଯୁକ୍ତଙ୍କୁ ଘଂଟ ଘୋଡାଉଥିବା ବେଳେ ନିରିହ ଜନତାଙ୍କୁ…

ସୁବର୍ଣ୍ଣପୁର ଜିଲ୍ଲାରେ ୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନ

Posted by - June 11, 2022 0
ସୋନପୁର :(ଅଜିତ କୁମାର ପୂଜହାରୀ)  ଆଜି ପୂର୍ବାହ୍ନ ରେ ୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନ ର ଅନ୍ତିମ ପର୍ଯ୍ୟାୟ ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ…

ଯାଜପୁର ସଦରମହକୁମା ଡାକ୍ତରଖାନାରେ ଜିଲା ପ୍ରଶାସନର ରାତି ଅଧିଆ ଚଢ଼ାଉ

Posted by - November 30, 2019 81
ଯାଜପୁର;(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସଦରମହକୁମା ଡାକ୍ତରଖାନାରେ ଜିଲା ପ୍ରଶାସନର ରାତି ଅଧିଆ ଚଢ଼ାଉ । ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ଯାଜପୁର ଏସପି ଚରଣ…