ବିନା କାଗଜପତ୍ରରେ ଚାଲିଛି ବେଆଇନ ପଲିଥିନ ଓ ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରି

355 0

ଯାଜପୁର ଅଫିସ  : ଯାଜପୁର ଜିଲ୍ଲା ରସୁଲପୁର ଅନ୍ତର୍ଗତ ଭୋଟକା ପଞ୍ଚାୟତର ବିଲିପଡ଼ା ଗ୍ରାମରେ ଚାଲିଛି ବେଆଇନ ପଲିଥିନ ଓ ପ୍ଲାଷ୍ଟିକ କାରଖାନା, ସରକାର ପଲିଥିନ ଉପରେ ବ୍ୟାନ କରିଥିବା ବେଳେ ବିଲିପଡ଼ା ଗ୍ରାମର ଗ୍ରାମବାସୀମାନେ ବିରୋଧ କରୁଥିବା ସତ୍ୱେ କୁଆଖିଆ ପୋଲିସକୁ ହାତବାରିସ କରି ଦୀର୍ଘଦିନ ହେବ ବେନାମୀ କାରଖାନା ଚଳାଉଥିବାର ଅଭିଯୋଗ ହୁଏ।

କାରଖାନା ଶବ୍ଦ ଓ ବାୟୁ ପ୍ରଦୂଷଣରେ ଗ୍ରାମର ଲୋକମାନେ ଅତିଷ୍ଠ ହୋଇ ପୋଲିସକୁ ଖବର ଦେଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି, ଅଭିଯୋଗ କଲେ ଜୀବନରୁ ମାରିଦେବା ସହିତ ମିଥ୍ୟା ମକଦ୍ଦମା ରୁଜୁ କରାଇଦେବେ ବୋଲି କାରଖାନା ମାଲିକ ଧମକ ଦେଉଥିବାର ସାଧାରଣରେ ଅଭିଯୋଗ ହୋଇଛି, ଏଥିପ୍ରତି ଉଚ୍ଚକତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Related Post

କାଶୀପୁର ଠାରେ ବିଶ୍ୱ ଆଦିବାସୀ ଦିବସ ପାଳନ

Posted by - August 10, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ଠାରେ ବିଶ୍ଵ ଆଦିବାସୀ ଦିବସ ପାଳନ କରାଯାଇଛି।ସାରା ଭାରତରେ ୯ ଅଗଷ୍ଟ ରେ ୧୯୯୪ ମସିହାରୁ ଆଦିବାସୀ…

ମହିଳା ମାନଙ୍କ ଦ୍ବାରା ସ୍ବଚ୍ଚତାହିଁ ସେବା ଓ ପ୍ଲାଷ୍ଟିକମୁକ୍ତ ମଦବିରୋଧୀ କାର୍ଯ୍ୟକ୍ରମ

Posted by - September 23, 2019 0
କେନ୍ଦୁଝର,୨୨/୯ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପର୍ଜୁନପୁର ପଞ୍ଚାୟତ ପକ୍ଷରୁ ସ୍ବଚ୍ଚତାହିଁ ସେବା ଓ ପ୍ଲାଷ୍ଟିକମୁକ୍ତ ପରିବେଶ ମଦମୁକ୍ତ ଅଞ୍ଚଳ ଗଠନ କରିବାକୁ ଶତାଧିକ ମହିଳା ମାନଙ୍କ…

୪ଲକ୍ଷ ଟଙ୍କା ମୂଲ୍ୟରେ ନାବାଳିକାଙ୍କ ମୁଣ୍ଡଜାମିନ ପ୍ରସ୍ତାବ ଦେଇଥିବା ୩ ଅଭିଯୁକ୍ତ ଗିରଫ

Posted by - November 19, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଗତ ନଭେମ୍ବର ୩ ତାରିଖ କାଳୀପୂଜା ଦୀପାବଳି ପୂର୍ବଦିନ ରେଙ୍ଗାଲି ବ୍ଲକ ନିଶାନଭଙ୍ଗା ଗ୍ରାମ ରୁ ନିଖୋଜଥିବା ନାବାଳିକା (୧୭)ଙ୍କୁ ଅପହରଣ କରାଯିବା ଏବଂ ତାଙ୍କ…

ଶିକ୍ଷାଦାନ -ଶିକ୍ଷଣ ର ଏକ ଅଭିନଵ ପ୍ରୟାସ

Posted by - August 7, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) କରୋନା ମହାମାରୀ ଯୋଗୁଁ ପ୍ରାୟ ଦୀର୍ଘ ୨ ବର୍ଷ ହେଲା ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଛି, ସରକାରୀ ସ୍ତରରେ ଓଡିଶା ଗଣଶିକ୍ଷା…

ବୌଦ୍ଧରେ କଳାକାରଙ୍କ ପାଇଁ ଦୁଇ ଦିନିଆଁ ଚୟନ ପ୍ରକ୍ରିୟା ଆରମ୍ଭ

Posted by - July 8, 2022 0
ବୌଦ୍ଧ 🙁 ଚିତ୍ତ ରଂଜନ ସିଂ) ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରାୟୋଜିତ ପଂଜିକୃତ କଳାକାରଙ୍କ ଦୁଇଦିନିଆ ଚୟନ ପ୍ରକ୍ରିୟା ବୌଦ୍ଧ ଟାଉନହଲଠାରେ ଆରମ୍ଭ…