Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଅନ୍ୱେଷଣ ଥିଏଟର ପକ୍ଷରୁ ରକ୍ଷା ବନ୍ଧନ

363 0

ଯାଜପୁର ଅଫିସ :ଯାଜପୁର ଜିଲ୍ଲାର ଅଗ୍ରଣୀ ଥିଏଟର ଗ୍ରୁପ ଅନ୍ୱେଷଣ ପକ୍ଷରୁ ଗତ କାଲି ଗହ୍ମା ପୁର୍ଣ୍ଣିମା ଅବସରରେ ଯାଜପୁର ଜିଲ୍ଲା ସପନପୁର ଠାରେ ଥିବା ଶାଖା ଅପିସରେ ସଦସ୍ୟ ମାନଙ୍କ ମିଳିତ ଉଦ୍ୟମରେ କୋଭିଡ-୧୯ ଅନୁଯାୟୀ ସମଦୂରତା ରକ୍ଷାକରି ରାଖି ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଅନୁଷଯଠାନର ସଭାପତି ବରିଷ୍ଠ କଳାକାର ଅଭିମନ୍ୟୁ ମିଶ୍ରଙ୍କ ସଂଯୋଜନା, ସଭାପତି ଶ୍ରୀ ବୃନ୍ଦାବନ ମିଶ୍ରଙ୍କ ଅଭାପତିତ୍ୱ ଓ ଗ୍ରୁପ ର ନିର୍ଦ୍ଦେଶକ ତଥା ଖ୍ୟାତି ସମ୍ପନ୍ନ ଲେଖକ ଶ୍ରୀ ପ୍ରସନ୍ନ ବିଶ୍ୱାଳଙ୍କ ଦିଗଦର୍ଶନରେ ଅନୁଷ୍ଠାନର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକରେ ସଦସ୍ୟ ସଦସ୍ୟା ମାନଙ୍କ କାର୍ଯ୍ୟ ଦକ୍ଷତା, କଳାକୈାଶଳ ଓ ଅସୁବିଧା ସମ୍ବନ୍ଧରେ ପରସ୍ପର ମଧ୍ୟରେ ଆଲୋଚନା କରାଯାଇଥିଲା ।

ଅନୁଷ୍ଠାନ ପ୩ରୁ ବରିଷ୍ଠ କଳାକାର ଦେବୁ ବୋଷ, ସୁକାନ୍ତ ରାଉତ, ଧନଞ୍ଚୟ ପୃଷ୍ଟି, ବୈଦ୍ୟନାଥ ପଣ୍ଡା, ପ୍ରାତ ଦାଶ, ବିଶ୍ୱଜିତ ମଲ୍କିକ, ସୁରଜ ପଣ୍ଡାଙଯକ ସମେତ ଅନ୍ୟ ସଦସ୍ୟ ସେମାନଙ୍କ ମତ ପ୍ରଦାନ କରିବା ସହ ଅନୁଷ୍ଠାନର ନିଦ୍ଦେର୍ଶକ ପ୍ରଶନ୍ନ ବିଶ୍ୱାଳଙ୍କୁ ସାଧୁବାଦ ଜଣାଇଛନ୍ତି । ପରିଶେଷରେ ଅନୁଷ୍ଠାନର ସଦସ୍ୟା ଅନୀତା ସାହୁ, ସ୍ୱାତୀ ପଣ୍ଡା, ଲକ୍ଷ୍ମୀପ୍ରୀୟା ରାଉତ, ଚନ୍ଦ୍ରାବତୀ ବେହେରା, ଇଚ୍ଛାମୟୀ ଧଳ ଅନୁଷ୍ଠାନର ସଦସ୍ୟ ମାନଙଯକୁ ଭାତୃଭାବ ମନେକରି ସେମାନଙ୍କ ହାତରେ ରକ୍ଷା ବନ୍ଧନ କରି ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ଜଣାପଡିଛି ।

Related Post

କାଶିବାହାଲ ଗ୍ରାମରେ ସମାରୋହର ସହ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସଵ ଅନୁଷ୍ଠିତ

Posted by - December 5, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହଲ ଗ୍ରାମର ନବ ନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସଵ ରବିବାର ମହା…

ଗଣମାଧ୍ୟମ ପ୍ରତିନିଧିଙ୍କ ପରିବାର କୁ ମିଳିଲା ମୃତ୍ୟୁକାଳୀନ ସହାୟତା ।

Posted by - September 11, 2021 0
ଯାଜପୁର ଜିଲାର ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ପରିବାର କୁ ମିଳିଲା ମୃତ୍ୟୁକାଳୀନ ସହାୟତା ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କର୍ତବ୍ୟରତ ସାମ୍ବାଦିକ ୱେଲପେଂୟାର ପଂଣ୍ଡରୁ ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମିଳିଛି । ସାମ୍ବାଦିକ ଉତ୍କଳ ଜେନା ଏବଂ ଅନିରୁଦ୍ଧ ସାମନ୍ତରାୟଙ୍କ ପରିବାର କୁ ଏହି ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛିIଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ମୃତକ ସାମ୍ବାଦିକଙ୍କ ପରିବାରଙ୍କୁ ଭେଟି ଚେକ ପ୍ରଦାନ କରିଥିଲେ । ରାଜ୍ୟ ସରକାରଙ୍କ ଏଭଳି ଅନୁଦାନ ପାଇଁ ମୃତକ ଙ୍କ ପରିବାର ପକ୍ଷରୁ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମୟରେ ଯାଜପୁର ପ୍ରେସ କ୍ଲବର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ଜୁରାବନ୍ଧ ହାଇସ୍କୁଲ ର ବାର୍ଷିକ ଉତ୍ସବ

Posted by - June 5, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ଗ୍ରାମ ରେ ଥିବା ସରକାରୀ ଉନ୍ନିତ୍ତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି…

ସୁନ୍ଦରପୁରରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

Posted by - August 4, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସୁନ୍ଦରପୁର ଠାରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲାପାଳ ରଂଜନ କୁମାର…

ଚିକିତ୍ସା ପାଇଁ ଆସିଥିବା ଭିନ୍ନକ୍ଷମ ରୋଗୀ ଙ୍କୁ ସାହାଯ୍ୟ କଲେ ସମାଜସେବୀ

Posted by - November 10, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ବୁର୍ଲା ଭିମସାର କୁ ଚିକିତ୍ସା ପାଇଁ ଆସିଥିବା ଜଣେ ଗରିବ ଭିନ୍ନକ୍ଷମ ରୋଗୀ ଙ୍କୁ ସାହାଯ୍ୟ କରି ମାନବିକତା ର ପରିଚୟ…