Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଯାଜପୁର ରେ ଇଦ୍‌-ଉଜ୍‌-ଜୁହା  ପାଇଁ କଟକଣା ଜାରି

935 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) କରୋନା ମହାମାରୀ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ମାର୍ଗଦର୍ଶିକା ଜାରି କରି ଏହାକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଚ୍ଥନ୍ତି ।  ଅପର ପକ୍ଷରେ ଯାଜପୁର ଜିଲ୍ଳ୍‌୍‌ାରେ ଲକ୍‌ଡାଉନ ଘୋଷଣା ପରଠାରୁ ସମସ୍ତ ଧାର୍ମିକ ସ୍ଥଳ ଗୁଡିକୁ କୋଭିଡ-୧୯ ପରିପ୍ରେକ୍ଷୀରେ ବନ୍ଦ ରଖାଯିବା ସହ ସେଠାରେ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ପ୍ରବେଶକୁ ବାରଣ କରାଯାଇଚ୍ଥି ।  ଅଗଷ୍ଟ ୧ ତାରିଖରେ ଇଦ୍‌-ଉଜ୍‌-ଜୁହା ପର୍ବ ପଡୁଥିବାରୁ ଜିଲ୍ଳ୍‌ାର ସମସ୍ତ ମସଜିଦ୍ ମାନଙ୍କରେ ସାମୁହିକ ପ୍ରାର୍ଥନା ଧାର୍ମିକ ସମାବେଶ ଓ ଜନ ସମାଗମକୁ ରୀତିନୀତି ଅନୁସାରେ ପୂଜା କାର୍ଯ୍ୟକୁ ବାରଣ କରାଯାଇଚ୍ଥି ।

ତେଣୁ ଜିଲ୍ଲାରେ ଥିବା ସମସ୍ତ ମସ୍‌ଜିଦ୍ ଓ ଆଖାପାଖ ସ୍ଥାନ ମାନଙ୍କରେ ତା ୧ା୮ା୨୦୨୦ ରିଖରେ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍ ନାରାୟଣ ଚନ୍ଦ୍ର ଧଳ ୧୪୪ ଧାରା ଜାରି କରିଚ୍ଥନ୍ତି ।  ଲୋକ ମାନଙ୍କ ଜୀବନର ସୁରକ୍ଷା ଓ କରୋନାକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଏହା ଲାଗୁ କରାଯିବା ସହ ୧୪୪ ଧାରା ଜାରି ଅଞ୍ଚଳ ମାନଙ୍କରେ ଜନ ଗହଳି ନକରିବାକୁ ପରାମର୍ଶ ଦିଆଯାଇଚ୍ଥି ।  ଏହାର ଉଲଙ୍ଘନ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  ଜିଲ୍ଲାରେ ସମସ୍ତ ଥାନା ଅଧିକାରୀମାନେ ଏହାକୁ ତଦାରଖ ଓ କଡାକଡି ପାଳନ କରିବାକୁ ଶ୍ରୀ ଧଳ ନିର୍ଦ୍ଦେଶ  ଦେଇଚ୍ଥନ୍ତି ।

Related Post

ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ କମିଟି ବୈଠକ

Posted by - July 27, 2020 60
ଯାଜପୁର ଅଫିସ: ତା ୨୭ା୭ : ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ କମିଟି ବୈଠକ ସୋମବାର ପୂର୍ବାହ୍ନରେ ଜିଲ୍ଳ୍‌ା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା ।…

ପ୍ରେସ କ୍ଲବର ନୁତନ କର୍ମକର୍ତା ଚୟନ,ସଭାପତି ହେଲେ ପ୍ରଭଜିତ ସିଂ ସାଲୁଜା

Posted by - August 1, 2022 0
ପାଟଣାଗଡ: ୦୧/୦୮( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ସହରର ଅଗ୍ରଣି ଅନୁଷ୍ଠାନ ପ୍ରେସ କ୍ଲବର ନିର୍ବାଚନ ଶେଷ ହୋଇଯାଇଛି । ଚଳିତ ନିର୍ବାଚନରେ ସଭାପତି…

ଅତାବିରା ସତ୍ୟସାଇ ମନ୍ଦିରରେ ବାବା ସତ୍ୟ ସାଇଙ୍କ ୯୬ ତମ ଜନ୍ମ ଦିବସ ପାଲିତ

Posted by - November 25, 2021 0
ବରଗଡ/ଅତାବିରା:ବରଗଡ ଜିଲ୍ଲା ଅତାବିରା କୁଲୁଣ୍ଡା ରାସ୍ତାରେ ଥିବା ସତ୍ୟସାଇ ମନ୍ଦିରରେ ପାରମ୍ପରିକ ରିତି ନିତିରେ ବାବା ସତ୍ୟସାଇଙ୍କ ୯୬ ତମ ଜନ୍ମଜୟନ୍ତି ଉତ୍ସବ ପାଲିତ ହୋଇଯାଇଛି ।ପ୍ରଥମେ…

ଦଶରଥପୁର ବ୍ଲକ ବନପୁରରେ ୨୦୦ତମ ଦୋଳ ମହୋତ୍ସବ ଅନୁଷ୍ଠିତ

Posted by - March 13, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଦଶରଥପୁର ବ୍ଲକ ବନପୁରରେ ୨୦୦ତମ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଦିଲୀପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି…

ବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା କଲେଜ ଛକ ନିକଟରେ ଦୁର୍ଘଟଣା

Posted by - August 9, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା କଲେଜ ଛକ ନିକଟରେ ଏକ ବ୍ରିଜ଼ା କାର ଭାରସାମ୍ୟ ହରାଇ ରାସ୍ତା କଡ ରେ…

Leave a comment

Your email address will not be published.