Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ସମୁଦାୟ ୭୮ ଜଣ ଛାତ୍ରଛାତ୍ରୀ ରୁ ୭୮ ଉତିର୍ଣ୍ଣ

2899 417

ବଡ଼ବିଲ:ପ୍ରକାଶ ପାଇଲା ମ୍ୟାଟ୍ରିକ ରେଜଲ୍ଟ। ବୋର୍ଡ ପକ୍ଷରୁ ଭିଡିଓ ରିଲିଜ ଜରିଆରେ ରେଜଲ୍ଟ ପ୍ରକାଶ ପାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବିଧିବଦ୍ଧ ଭାବେ ଏହା ଘୋଷଣା କରିଛନ୍ତି।ଚଳିତ ବର୍ଷ ପାସ୍‌ ହାର ୭୮.୭୬ % ରହିଛି, ଯାହା ଗତ ବର୍ଷ ତୁଳନାରେ ବେଶ୍ ଅଧିକ ରହିଛି। ଗତବର୍ଷ ପାସ୍ ହାର ୭୦.୭୮% ରହିଥିଲା। କେନ୍ଦୁଝର ଜିଲ୍ଲାର ବଡ଼ବିଲ
ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ସମୁଦାୟ ୭୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।ସେଥିମଧ୍ୟରୁ ୭୮ ଜଣ ପରୀକ୍ଷାରେ ଉ

ତ୍ତୀର୍ଣ୍ଣ ହୋଇଛନ୍ତି।

ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ୨ ଜଣ ଛାତ୍ରୀ A1 ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନୁପମା ବାରିକ ଓ ସୁପର୍ଣ୍ଣାବେହେରା କୃତିତ୍ବ ହୋଇଛନ୍ତି।ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଡମ୍ବୁରୁଧର ମହାନ୍ତ ସୂଚନା ଦେଇଛନ୍ତି।ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସମସ୍ତ ଗୁରୁଜୀ ଓ ଗୁରୁମା ଏବଂ ଅଭିଭାବକ ପରିଚାଳନା କମିଟି ତରଫରୁ ଖୁସି ଲହରୀ ଖେଳିଯାଇଛି।୨ ଜଣ A1 ଗ୍ରେଡ୍‌ରେ ପାସ୍ କରିଥିବା ବେଳେ A2 ଗ୍ରେଡ୍‌ରେ ୩ ଜଣ, B1 ଗ୍ରେଡ୍‌ରେ ୧୧,B2 ଗ୍ରେଡ୍‌ରେ ୧୪, C ଗ୍ରେଡ୍‌ରେ୨୦ ଜଣ , D ଗ୍ରେଡ୍‌ରେ୧୬ଜଣ , E ଗ୍ରେଡ୍‌ରେ ୧୨ ଜଣ ପାସ୍ କରିଛନ୍ତି।

Related Post

ମନମୁଣ୍ଡା 5T ଉଚ୍ଚବିଦ୍ୟାଳୟ କାର୍ଯ୍ୟ ପରିଦର୍ଶନ କଲେ ଡେପୁଟି ସେକ୍ରେଟାରୀ

Posted by - October 11, 2021 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂ)ଜିଲ୍ଲା ରେ କାର୍ଯ୍ୟକାରୀ ହେଉଥିବା 5T ବିଦ୍ୟାଳୟ ରୂପାନ୍ତରି କରଣ କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମାଞ୍ଚଳର ମେଧାବୀ ଛାତ୍ର ଛାତ୍ରୀ ଙ୍କ ମନରେ ପ୍ରତିଯୋଗୀ ମନୋଭାବ…

ବୌଦ୍ଧ ରଥଯାତ୍ରା ପ୍ରସ୍ତୁତି ବୈଠକ ଠିକ୍ ସମୟରେ ଠାକୁରଙ୍କ ନିତିକାନ୍ତି ପାଳନକୁ ଗୁରତ୍ୱ

Posted by - May 17, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ ) ସମୟରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଗାମୀ ରଥଯାତ୍ରାକୁ ମହାସମାରୋହରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ…

ଦଶାହ କ୍ରିୟା ରେ ଯୋଗଦେଲେ SC ସଂଘ ର ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ଭକ୍ତ

Posted by - February 10, 2022 0
ନବରଂଗପୁର:(ବେଣୁ ଗୋପାଳ ରାଓ)ନବରଂଗପୁର ବ୍ଲକ ବଡ କୁମୁଲି ଗ୍ରାମ ପଂଚାୟତ ସାନ କୁମୁଲି ଗ୍ରାମ ର ଜିଲ୍ଲାSCସଂଘର ବ୍ଲକ ସଭାପତି ଶ୍ରୀ ଦେବରାଜ ନାଗ ଙ୍କ ମାଆଙ୍କ…

ଅଙ୍ଗନୱାଡି କେନ୍ଦ୍ର ରେ ସୋପାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - December 22, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ର ଖଟଖଟିଆ.୨ଅଙ୍ଗନୱାଡି କେନ୍ଦ୍ର ରେ ସୋପାନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l ଏହି ସଭାରେ କଣ୍ଟାମାଳ ବିଧାୟକ ମହୀଧର…

ହିନ୍ଦି ଶିକ୍ଷା ସଂସ୍ଥାନ ବାର୍ଷିକୋତ୍ସବ ଅନୁଷ୍ଠିତ

Posted by - October 5, 2019 478
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସଂସ୍କୃତି ଭବନ ପରିସରରେ ହିନ୍ଦି ଶିକ୍ଷା ସଂସ୍ଥାନ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଜିତ୍ ପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…

There are 417 comments

  1. 模拟经营 十三幺,又名十三幺九,国士无双。国标88番,日麻役满(十三面待双倍役满)的役种。配牌是19筒19万1 21.十三幺 一、九万筒索,东、南、西、北、中、发、白;以上牌型任意一张 牌作将。 十三张麻将技巧口诀 麻将口诀一:开始几圈,有人丢东风,手中有东西风,要先丢西 风,因有可能有 無字花平胡(大平糊) 10 沒有番子,沒有花,又是平胡 門清 3 門前清, 暗槓亦可 海底撈月 20 最後一隻牌自摸 自摸 1 自己摸食出 門清自摸 5 門前清自摸 明摃 1 自己摸到三張 赛车竞速 【特色胡法】九宝莲灯:要求牌型必须可以听此花色所有九张牌,即清一色且门清(可以报“立直”)的状态,1和9各三张,2345678各一张。 打开网易新闻 查看精彩图片 4:台湾麻将中最具代表性 https://trevorwqgv875319.qowap.com/72371306/德州-撲克-英文 以上内容就是二人麻将规则及玩法?二人麻将规则及玩法有什么不同?的相关信息,想要了解更多相关游戏玩法和规则、同城在线玩小游戏可以下载同城游官方app。   2022年8月2日,在牡丹区四季花城小区因新冠疫情原因封控期间,马某凯不听劝阻,私自翻越小区围栏出小区后,骑电车到居然之家对面加油站买烟然后又跳墙回家。另外,马某凯自2022年7月20日以来没有参加全民核酸检测,不执行紧急状态下政府的决定、命令。 金 沙 娱 乐 场 8人打牌5人确诊昌平2人确诊仍外出被立案 223 Tontonan ¡﵈¼¶³ƺŠ麻将游戏加油平时就喜欢玩这款非常棒 真人麻将游戏机游戏整体来说是好的 自己很喜欢玩 好用的棋牌手机软件走势分析很到位增加中奖机率期待中大奖无聊打发时间的最佳工具麻将游戏喜欢麻将游戏的朋友。.    

  2. Q: What do you call a person who loves gym?
    A: viagra over the counter alternative Existing rumour less medicine. Get here.
    Although ED and aging are definitely associated, turning 65 doesn’t sine qua non to through that your sexual congress individual has to suffer. Aside maintaining the proper habits, focusing on tonic living and using science-based medications exchange for ED, it’s thinkable to contrive fragrant erections and vindicate an energetic sex life far into your 60s and 70s.

  3. Q: How effective is pulling out if done perfectly?
    A: price of viagra 50 mg in india Best trends of meds. Get now.
    Love coffee or tea? Great! A 2005 review showed that caffeine may improve blood flow and relax the muscles that eschew you be afflicted with and look after an erection. Venture to keep it to furious coffee, unsweetened tea, and caffeinated drinks without sweeteners.

Leave a comment

Your email address will not be published.