ରାଜ୍ୟରେ ବର୍ଷା ଓ ବଜ୍ରପାତ ନେଇ ୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର

1407 0

ରାଜ୍ୟର ୮ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଗଞ୍ଜାମ, ଗଜପତି, ନୟାଗଡ଼, ରାୟଗଡ଼ା, କନ୍ଧମାଳ, ବରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଭଳି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ।

Related Post

ବାଲେଶ୍ୱର ଗସ୍ତରେ ଯାଇ ବିଭିନ୍ନ ଜନକଲ୍ୟାଣମୂଳକ ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Posted by - February 14, 2019 578
ବାଲେଶ୍ବର:୬ହଜାର କୋଟି ଟଙ୍କରୁ ଉର୍ଦ୍ଧ୍ବ ମୂଲ୍ୟର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ, ଭଲକାମ ପାଇଁ ଯୁବବର୍ଗଙ୍କୁ କଲେ ସମ୍ମାନିତମୁଖ୍ୟମନ୍ତ୍ରୀ ଆଜି ବାଲିଆପାଳ ଚୌମୁଖଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦରର…

ବିଭିନ୍ନ ଦାବି ନେଇ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ଲୋୟର ପିଏମ୍‌ଜିରେ ଧାରଣା, ପ୍ରତିବାଦ ସଭାରେ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା

Posted by - February 8, 2019 827
ଶିକ୍ଷକମାନଙ୍କର ଦରମାକୁ ସଂଶୋଧନ କରିବା ସହ ତୁରନ୍ତ କ୍ୟାଡର୍‌ ବିଜ୍ଞପ୍ତି ପ୍ରକାଶ କରିବା, କନିଷ୍ଠ ଶିକ୍ଷକମାନଙ୍କର ମୂଳ ଦରମାର ୨୫ ଶତକଡ଼ା ବୃଦ୍ଧି, ନୂତନ ପେନସନ୍‌ ବ୍ୟବସ୍ଥା…

Leave a comment

Your email address will not be published.