Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଶିକ୍ଷକଙ୍କ ବିୟୋଗରେ ଭେଟିଲେ ଏସ୍‌.ସି ଏବଂ ଏସ୍‌.ଟି. ଶିକ୍ଷକ ସଂଘ

391 0

ଯାଜପୁର ଅଫିସ : ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ପ୍ରୀତିପୁରସ୍ଥିତି ବିନୋଦବିହାରୀ ହାଇସ୍କୁଲର ସହକାରୀ ଶିକ୍ଷକ ପ୍ରକାଶ ସେଠୀଙ୍କ ଅକାଳ ବିୟୋଗରେ ସ୍ତାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସରକାରୀ ହାଇସ୍କୁଲର ଏସ୍‌.ସି. ଏବଂ ଏସ୍‌.ଟି. ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ଶିକ୍ଷକ ସ୍ୱର୍ଗତ ସେଠୀଙ୍କ ବାସଭବନକୁ ଯାଇ ତାଙ୍କ ପରିବାର ବର୍ଗକୁ ଭେଟି ଶୋକ ବ୍ୟକ୍ତ କରିବା ସହିତ ସମବେଦନା ଜଣାଇଛନ୍ତି ।

ଏହି ଅବସରରେ ସଂଘପକ୍ଷରୁ ତାଙ୍କ ପରିବାରକୁ ୧୩୫୦୦ ଟଙ୍କା ପ୍ରଦାନ କରାଯାଇଛି । ଶିକ୍ଷକଙ୍କ ପରିବାରକୁ ସଂଘ ପକ୍ଷରୁ ସମସ୍ତ ସାହାଯ୍ୟ ଓ ସହଯୋଗ ପ୍ରଦାନ କରାଯିବ ବୋଲି ଏହି ପ୍ରତିନିଧି ଦଳ ପ୍ରତିଶୃତି ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ଶିବଶଙ୍କର ଜେନା, ଚିତ୍ତରଂଜନ ଜେନା, ଜଗନ୍ନାଥ ବେହେରା, ସୁଶାନ୍ତ କୁମାର ଜେନା, ସରୋଜ ଜେନା, ଅଶୋକ କୁମାର ମଲ୍ଲିକ, ସୁବାସ ସେଠୀ, ଅଜୟ କୁମାର ବେହେରା, ପ୍ରମୁଖ ସାମିଲ ହୋଇଥିଲେ ।

Related Post

ସାମ୍ବାଦିକ ମାନଙ୍କ ପକ୍ଷରୁ ସ୍ବର୍ଗତ ଭୁବନେଶ୍ୱର ଦାଶ ଙ୍କୁ ଶ୍ରଦ୍ଧାଞ୍ଜଳି

Posted by - October 2, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଙ୍ଗପୁର ସହର ର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ସମାଜସେବୀ ,ବରିଷ୍ଠ ଆଇନଜୀବୀ ତଥା ସାମ୍ବାଦିକ ଭୁବନେଶ୍ୱର ଦାଶ ଙ୍କ ଗତକାଲି ହୃଦଘାତ ରେ…

ପୁଣି ତେଜିଲା ବିଜେଡିରେ ଟିକେଟ୍ ଅସନ୍ତୋଷ, ଯାଜପୁର ପୂର୍ବତନ ବିଜେଡ଼ି ସାଂସଦ ମୋହନ ଜେନା ଦଳ ଛାଡିଲେ

Posted by - March 28, 2019 2
ଭୁବନେଶ୍ୱର :୨୮ /୦୩/ ପୁଣି ବିଜେଡିରେ ତେଜିଲା ଟିକେଟ୍ ଅସନ୍ତୋଷ। ଟିକେଟ୍ ମିଳନଥିବାରୁ ଆଜି ଦଳରୁ ଇସ୍ତଫା ଦେଇଛନ୍ତି ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା। ସେ…

ବିବାହିତା ମହିଳାଙ୍କ ଆତ୍ମହତ୍ଯା, ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

Posted by - October 24, 2021 0
କଳାହାଣ୍ଡି:( ନରେନ୍ଦ୍ର ନେଗୀ /ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ପୁଣି ଏକ ଯୌତୁକଜନିତ ହତ୍ୟା ଅଭିଯୋଗ ଚର୍ଚାର ବିଷୟ ହୋଇଛି। ସୂଚନା ରୁ ଜଣାଯାଏ ଯେ…

ମାର୍ଗ ଶିର ମାସ ମାଣ ବସାଉଷା,ମହାଲକ୍ଷ୍ମୀପୁରାଣ ସତସଙ୍ଗ ଅନୁଷ୍ଠିତ ହୋଇଛି

Posted by - December 18, 2021 0
ବଙ୍ଗୋମୁଣ୍ଡା ;ତା୧୭/(ଅଭିମନ୍ୟୁ ବହିଦାର)ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତଭାଲୁମୁଣ୍ଡା ଗାଁ ମହାଲକ୍ଷ୍ମୀ ପୂଜା ଉପଲକ୍ଷେ ଆଜି ବରଗଛ ପଡା ରେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ଏହି ସତସଙ୍ଗ ରେ…

କୁଳୁତା ସମାଜର ସପ୍ତମ ଜିଲ୍ଲା ସ୍ତରୀୟ ମହାସଭା

Posted by - June 13, 2022 0
ବୌଦ୍ଧ:( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ସରସରା ଠାରେ ବୌଦ୍ଧ ଜିଲ୍ଲା ସ୍ତରୀୟ ସପ୍ତମ ଜିଲ୍ଲା ସ୍ତରୀୟ କୁଳୁତା ମହାସଭା ଜିଲ୍ଲା ସଭାପତି ବିରଞ୍ଚି ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ…

Leave a comment

Your email address will not be published.