ବିଂଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଗାଁରେ ଅଗ୍ନିକାଣ୍ଡ

413 0

ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ବିଂଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଗାଁରେ ଅଗ୍ନିକାଣ୍ଡ । ଗାଁର ପ୍ରମୋଦ ବେହେରାଙ୍କ ଘରେ ଇଲେକ୍ଟ୍ରି ସଟସର୍କିଟରୁ ନିଆଁ ଲାଗିଯାଇଥିବା ସୂଚନା । ଅଗ୍ନିକାଣ୍ଡ ପଂଳରେ ଘରର ଆସବାଵପତ୍ର ସହ ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଥିବା ପରିବାର ଲୋକେ କହିଛନ୍ତି ।

ପ୍ରଥମେ ଗ୍ରାମବାସୀ ମାନେ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ।ପରେ ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା l ପ୍ରମୋଦ ଜଣେ ଦିନ ମଜହୁରିଆ ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବିକରିଛନ୍ତି ଗ୍ରାମବାସୀ ।

Related Post

ନବରଙ୍ଗପୁର ଜିଲ୍ଲା ଏମ ଡି ଏମ ପାଚିକା ସହାୟିକା ସଙ୍ଘ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Posted by - January 25, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ଏମ ଡି ଏମ ପାଚିକା ସହାୟିକା ସଙ୍ଘ ତରଫରୁ ୬ ଦଫା ଦାବିପତ୍ର ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଜରିଆରେ…

ଖରଭୂଇଁରେ କ୍ରସର କ୍ବାରୀ ବିରୋଧି ଗଣଧାରଣା ପହଞ୍ଚିଲା ତୃତୀୟ ଦିନରେ

Posted by - November 3, 2022 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଠାରେ ପଥର କ୍ବାରୀ ଓ କ୍ରସର ବିରୋଧରେ ଗଣଧାରଣା ଆଜି ଚତୁର୍ଥ ଦିନରେ ପହଞ୍ଚିଥିବା…

ଉଚିତ ସ୍ୱାସ୍ଥ୍ୟ ସେବା ଯୋଗାଉ ନଥିବା ANM ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଡ଼ୁମେରଗୁଡା ପଞ୍ଚାୟତବାସି

Posted by - July 30, 2022 0
ଧର୍ମଗଡ଼ :(ହେମନ୍ତ କୁମାର ମାଝୀ) ଗୋଲାମୁଣ୍ଡା ଥାନା ଡ଼ୁମେରଗୁଡା ଗ୍ରାମ ପଂଚାୟତରେ ଡ଼ୁମେରଗୁଡା ଓ କିର୍କାକାନି ସ୍ଥିତ ANM କୁଆଟରେ ଦୀର୍ଘ ଦିନ ହେଲା ANM ରହୁ…

ସାମ୍ବାଦିକ ଙ୍କ ପିତୃ ବିୟୋଗ

Posted by - October 8, 2021 0
ବୌଦ୍ଧ:(ସମରେଶ ମିଶ୍ର) ଆଜି ସନ୍ଧ୍ୟା ସମୟରେ ଏକ ବୈଦୁତିକ ଗଣ ମାଧ୍ୟମରେ ରେ କାର୍ଯ୍ୟରତ ସାମ୍ବାଦିକ ସଂଜୀବ କୁମାର ମହାକୁଳ ଙ୍କ ପିତା 85 ବର୍ଷ ବୟସରେ…

Leave a comment

Your email address will not be published.