Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ସରକାର ଅନୁଦାନ ବାଟମାରଣା ପ୍ରତିବାଦରେ ୨୧ରୁ୨୪ ଜୁଲାଇ ଆନ୍ଦୋଳନ :-ସିପିଆଇ(ଏମ)

270 0

ମାଲକାନଗିରି:(ଅବଦୁଲ ଘାନି) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଅନୁଦାନ ବାଟମାରଣା ହେଉଛି । ପଞ୍ଚାୟତଠୁ ଆରମ୍ଭ କରି ଜିଲ୍ଲାସ୍ତରଯାଏ ସମସ୍ତେ ଲୁଟୁଛନ୍ତି । ପ୍ରତି ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ପ୍ରବାସୀମାନଙ୍କୁ ଠିକ ଭାବେ ଖାଦ୍ୟ କି ଚିକିତ୍ସା ଯୋଗାଇ ଦିଆଯାଉନାହିଁ । ଏପରି ଅଭିଯୋଗ କରିଛି ସିପିଆଇ(ଏମ) । ଏହାର ପ୍ରତିବାଦରେ ୨୧ ଜୁଲାଇଠାରୁ ୨୪ ଜୁଲାଇ ଯାଏ ଆନ୍ଦୋଳନ କରାଯିବ ବୋଲି କହିଛି ।ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମାଥିଲି ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଏକ କରୋନା ସଚେତନତା ସଭା କରାଯିବା ସହ ଅନୁଦାନ ବାଟମାରଣା ନେଇ ଅଭିଯୋଗ ହୋଇଛି ।

ସିପିଆଇ ଜିଲ୍ଲା ସମ୍ପାଦକ ତଥା ରାଜ୍ୟ ଆଦିବାସୀ ସଂଘ ସଦସ୍ୟ ହଳଧର ପୂଜାରୀଙ୍କ ନେତୃତ୍ୱରେ ସଭା କାର୍ଯ୍ୟକ୍ରମ ହୋଇଛି । ଆଜିଠାରୁ ମାଲକାନଗିରି ଜିଲ୍ଲାରେ ପ୍ରତି ପଞ୍ଚାୟତରେ ଆନ୍ଦୋଳନ ଆରମ୍ଭ ହୋଇଥିବା ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି । ଜିଲ୍ଲା ସହସମ୍ପାଦକ ହରିହର ଓଡ଼ିଆ, କୃଷକ ସଭାପତି ଗୁରୁ ଦୋରା, ଆଦିବାସୀ ମହାସଭା ସଭାପତି ନନ୍ଦ ବଡ଼ନାୟକ, ଯୁବକ ସଂଘ ସଭାପତି ମଙ୍ଗୁ ବଡ଼ନାୟକ, ମହିଳା ସଭାନେତ୍ରୀ ଦୟାମଣି ଗୋଲରୀ, ବିଷ୍ଣୁପ୍ରିୟା ରାଜଗୁରୁ, ନନ୍ଦ ପୂଜାରୀ, ମଦନ ପାଙ୍ଗି, ନୀଳକଣ୍ଠ କିର୍ଷାନି, ରବୀନ୍ଦ୍ରନାଥ ଗୋଲପେଦା ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ସ୍ୱଚ୍ଛତା ସମ୍ପର୍କିତ ପଥପ୍ରାନ୍ତ ନାଟକ ପରିବେଷିତ

Posted by - January 13, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ପୌରପାଳିକା ପକ୍ଷରୁ  ବିରଜା ମନ୍ଦିର ନିକଟରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୨ ପାଇଁ ସୁଇଫ୍ଟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ୱଚ୍ଛତା ସମ୍ପର୍କିତ ପଥପ୍ରାନ୍ତ…

ଆଞ୍ଚଳିକ କରଣ ସମାଜ ପକ୍ଷରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତଙ୍କ ଙ୍କ ପୂଜା ଆରମ୍ଭ

Posted by - November 6, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ଜୟପାଟଣା ଆଂଚଳିକ କରଣ ସମାଜ ପକ୍ଷରୁ ସମାଜ ର କୂଳ ଦେବତା ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଙ୍କ…

ଜନ୍ମ ଦିନ ନିଆରା ଢଙ୍ଗରେ ପାଳନ

Posted by - June 16, 2021 0
ଯାଜପୁର ଅଫିସ :ଯାଜପୁର ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ର ସାଂସ୍କୃତିକ ସମ୍ପାଦକ ଶଙ୍କର୍ଷଣ ସାହୁ ଙ୍କ ଜନ୍ମ ଦିନ ନିଆରା ଢଙ୍ଗରେ ପାଳନ କରାଯାଇଛି।ସଂଗଠନ ର…

ଝିଅ ପୁଅ ଭଲ ପାଈ ବିବାହ କରିବା ଘଟଣା,ଝିଅ ଘର ପକ୍ଷରୁ ପୁଅ ଘରକୁ ଆକ୍ରମଣ

Posted by - March 25, 2021 0
ଯାଜପୁର ଅଫିସ :ବିଂଝାରପୁର ଥାନା ରଣପୁର ଗାଁରେ ଝିଅ ପୁଅ ଭଲ ପାଈ ବିବାହ କରିବା ଘଟଣା,ଝିଅ ଘର ପକ୍ଷରୁ ପୁଅ ଘରକୁ ଆକ୍ରମଣ। ନ୍ୟାୟ ପାଇଁ…

ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ କାଳିଆଜିଆଣି ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଦ୍ବାରା ୨ ଜଣ ଗିରଫ

Posted by - March 21, 2021 0
ରାଇରଙ୍ଗପୁର୨୦।୩: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ କାଳିଆଜିଆଣି ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ସମୟରେ ଠାକୁରମୁଣ୍ଡା ବନ କର୍ମଚାରୀମାନଙ୍କ ଦ୍ବାରା ୨ ଜଣ…

Leave a comment

Your email address will not be published.