Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଗଜପତି ଅତିରିକ୍ତ ଜିଲ୍ଳାପାଳଙ୍କ ବିୟୋଗରେ ଶୋକ

435 0

ଯାଜପୁର ଅଫିସ: ଗଜପତି ଅତିରିକ୍ତ ଜିଲ୍ଳାପାଳ କରୁଣାକର ରାଇକାଙ୍କର ଅକାଳ ବିୟୋଗ ଘଟିଥିବା ଖବର ପାଇବାପରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶୋକ ବ୍ୟକ୍ତ କାର୍ଯ୍ୟକ୍ରମରେ ଆଇ.ଏ.ଏସ୍‌. ପ୍ରୋବେସନର ସଚିନ ପାୱାର, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଡ଼େପୁଟୀ କଲେକ୍ଟର କାଜଲ ପ୍ରଧାନ, କୁଳମଣି ନାୟକ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ, କର୍ମଚାରୀମାନେ ଯୋଗ ଦେଇ ଶୋକ ପ୍ରକାଶ କରିଥିଲେ । ସ୍ୱର୍ଗତ ରାଇକାଙ୍କ ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରାଯାଇଥିଲା ।

Related Post

ଯାଜପୁର ଏସ.ପି. ଆଜି ବୁଝାଇଲେ, କାଲି ଠୁ ଅଯଥା ରେ ଘରୁ ବାହାରିଲେ ଆଉ ନିସ୍ତାର ନାହିଁ

Posted by - March 23, 2020 0
ଯାଜପୁର;(ଆନନ୍ଦ ଚନ୍ଦ୍ର ସାହୁ )ଆଜି ଯାଜପୁର ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକ ଡାଉନ ଘୋଷଣା ହେବା ପରେ ଏହାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ଯାଜପୁର ଏସ ପି…

ଅଜଣା ଗାଡି ଧକ୍କା ରେ ଜଣେ ମୃତ

Posted by - July 29, 2021 0
ମାଲକାନଗିରି:(ଅବଦୁଲ ଗନି)ଗତକାଲି  ସନ୍ଧ୍ୟା ସମୟରେ ପୋଟେରୁ ନିକଟସ୍ଥ ବଦିଲି ଛକ ପାଖରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ମୁକା ମାଡକାମି (୪୬) ପିତା କାମା ମାଡକାମି ଗାଁ…

ଜିଲ୍ଲା ଖାଉଟି ଅଦାଲତରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଧର୍ମଗଡ ଶାଖା ଦଣ୍ଡିତ , ସୁଧ ସହ ଟଙ୍କା ମୂଳ ଆକାଉଣ୍ଟ କୁ ଫେରାଇବାକୁ ନିର୍ଦ୍ଦେଶ

Posted by - September 18, 2022 0
ଧର୍ମଗଡ: (ହେମନ୍ତ କୁମାର ମାଝୀ) ଏକ ଋଣ ଅସୁଲି ମାମଲାର ବିଚାର କରି କଳାହାଣ୍ଡି ଜିଲ୍ଲା ଖାଉଟି ଅଦାଲତ ଧର୍ମଗଡ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ…

ନୂଆ ଆଲୋକ ର ବାର୍ଷିକୋତ୍ସବ

Posted by - November 15, 2019 227
ଯାଜପୁର ଟାଉନ:( ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ହରିପୁର ପ୍ରାଥମିକବିଦ୍ୟାଳୟପରିସରରେସ୍ୱେଚ୍ଛାସେବୀ ଅନୁଷ୍ଠାନ ନୂଆ ଆଲୋକରବାର୍ଷିକୋତ୍ସବ ଅନୁଷ୍ଠିତହୋଇଯାଇଛି । ଏଥିରେ ଯାଜପୁର ଅତିରିକ୍ତଏସପିଜୟରାମଶତପଥି ମୁଖ୍ୟ ଅତିଥି ଭାବେଯୋଗ ଦେଇ ସଂଗଠନ ପକ୍ଷରୁକରାଯାଉଥିବାସାମାଜିକକାର୍ଯ୍ୟକ୍ରମକୁ…

ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଙ୍କ ହୃଦଘାତ ରେ ମୃତ୍ୟୁ,ଫୁଟବଲ ପ୍ରେମୀ ଙ୍କ ମହଲ ରେ ଶୋକ ର ଛାୟା

Posted by - December 1, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ଓଡିଶା ପୋଲିସ ଫୁଟବଲ ଦଳର ପ୍ରାକ୍ତନ ଫୁଟବଲ ଖେଳାଳି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଖେଳାଳି ବିଶେଶ୍ବର ଭୋକ୍ତା (ନକୁଳା ବାବୁ ) ଙ୍କ ଗତ…

Leave a comment

Your email address will not be published.