ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ହତ୍ୟା,କଳିଙ୍ଗନଗର ଥାନା ଅନ୍ତର୍ଗତ ତଥା ସୁକିନ୍ଦା ବ୍ଲକ୍ ପିଙ୍ଗଳ ପଞ୍ଚାୟତ ନିମପଲ୍ଲୀ ଗ୍ରାମରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି

342 0

ଯାଜପୁର ଅଫିସ :କଳିଙ୍ଗନଗର ଥାନା ଅନ୍ତର୍ଗତ ତଥା ସୁକିନ୍ଦା ବ୍ଲକ୍ ପିଙ୍ଗଳ ପଞ୍ଚାୟତ ନିମପଲ୍ଲୀ ଗ୍ରାମରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ହତ୍ୟାର ଶିକାର ହୋଇଛନ୍ତି ଗ୍ରାମର ଶୈଳ ବାଲମୁଛ(୬୦) ଓ ତାଙ୍କ ପତ୍ନୀ ସମ୍ବାରୀ(୫୦)। ଗତକାଲି ରାତିର ଏହି ଲୋମଟାଙ୍କୁରା ହତ୍ୟା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।

Related Post

ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ମ୍ୟାଜିକ୍‌ କାମ କଲାନି, ସନା ସମର୍ଥକ ବିଜୟୀ

Posted by - December 9, 2018 0
କେନ୍ଦୁଝର : ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ମ୍ୟାଜିକ୍‌ କାମ କଲାନି। ଘସିପୁରା ନିର୍ବାଚନମଣ୍ତଳୀ ଅନ୍ତର୍ଗତ ଘଟଗାଁ ବ୍ଲକର ମୁକ୍ତାପୁର ପଞ୍ଚାୟତରେ ହୋଇଥିବା ସମିତିସଭ୍ୟ ଉପନିର୍ବାଚନରେ ପରାଜିତ ହେଲେ…

Leave a comment

Your email address will not be published.