ଆସନ୍ତାକାଲି ଠାରୁ ୪ ଜିଲ୍ଲା ଓ ଗୋଟିଏ ମହାନଗର ନିଗମ ଲକଡାଉନ୍

389 0

ଭୁବନେଶ୍ବର :କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ପୁଣି ଏକ କଠୋର ପଦକ୍ଷେପ ଗ୍ରହଣ । କରୋନା ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ । ଖୋର୍ଧା, କଟକ, ଗଞ୍ଜାମ, ଯାଜପୁର, ରାଉରକେଲା ମୁନିସିପାଲଟି କର୍ପୋପେସନ୍ ଆଦି ୪ ଜିଲ୍ଲାରେ ଶୁକ୍ରବାର ରାତ୍ର ୯ରୁ ଜୁଲାଇ ୩୧ ମଧ୍ୟରାତ୍ର ଯାଏଁ ଲକଡାଉନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ଆଜି ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ରାଜ୍ୟବାସୀଙ୍କୁ ଏହି ନିଷ୍ପତ୍ତି ସଂପର୍କରେ ଅବଗତ କରିଛନ୍ତି। ମୁଖ୍ୟଶାସନ ସଚିବଙ୍କ ଘୋଷଣା ଅନୁସାରେ  ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାକୁ ଆସନ୍ତା ୧୪ ଦିନ ଯାଏଁ  ଲକଡାଉନ୍ ‌ରଖାଯିବ। ୧୭ ତାରିଖ ଶୁକ୍ରବାର ରାତି ୯ଟା ରୁ ୪ ଜିଲ୍ଲା ଓ ଗୋଟିଏ ମହାନଗର ନିଗମ​ରେ ୧୪ ଦିନ ପାଇଁ ଲକ୍ ଡାଉନ୍ ଲାଗୁ ହେବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି। ଆସନ୍ତାକାଲି ରାତି ୯ଟାରୁ  ଜୁଲାଇ ୩୧ ପର୍ଯ୍ୟନ୍ତ ୧୪ ଦିନ ଅର୍ଥାତ ୩୧ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର ଓ କଟକ ସମେତ ରାଉରକେଲା ମହାନଗର ନିଗମରେ ଲକ୍‌ଡାଉନ୍‌ ଜାରି ହେବ।

Related Post

ସୋନପୁର ମହାବିଦ୍ୟାଳୟରେ ବଡ ଧରଣର ଜାଲିଆତି ,ଏକାଉଣ୍ଟ୍ ରୁ ୭୦ ଲକ୍ଷ ୪୨ ହଜାର ୯୦୦ ଶହ ଟଙ୍କା ଗାଏବ

Posted by - June 11, 2022 0
ସୋନପୁର :(ଅଜିତ କୁମାର ପୂଜହାରୀ) ସୁବର୍ଣ୍ଣପୁର ଜିଲ୍ଲା ସଦର ସୋନପୁର ମହାବିଦ୍ୟାଳୟ ଏକାଉଣ୍ଟ୍ ରୁ ଜାଲି ଚେକ୍ ମାଧ୍ୟମରେ ୭୦ ଲକ୍ଷ ୪୨ ହଜାର ୯୦୦ ଶହ…

ଦୁର୍ଘଟଣାରୁ ବର୍ତ୍ତିଗଲା ରାଜ୍ୟରାଣୀ ଏକ୍ସପ୍ରେସ୍‌ – ଲୁଟ କରିବା ସନ୍ଦେହରେ ଦୁଇ ଅଭିଯୁକ୍ତ ଗିରଫ.

Posted by - January 25, 2020 81
ଅନୁଗୁଳ:(ମହେଶ ଭୋମରାଜ) ଅନୁଗୋଳ ରେଲୱେ ଷ୍ଟେସନ ନିକଟରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ରାଜ୍ୟରାଣୀ ଏକ୍ସପ୍ରେସ୍ । ଅନୁଗୋଳ ଷ୍ଟେସନ୍ ଠାରୁ ୫୦୦ମିଟର ଦୂରରେ ରେଲୱେ ଟ୍ରାକ୍ ଉପରେ ଟ୍ରେନ୍…

କେନ୍ଦ୍ରୀୟ ଟ୍ରେଡ ୟୁନିୟନଙ୍କ ଡାକରାରେ ସର୍ବଭାରତୀୟ ଧର୍ମଘଟରେ ସାମିଲ ହେଲେ ଟିଟିଲାଗଡ଼ ଡାକ କର୍ମଚାରୀ

Posted by - March 28, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)କେନ୍ଦ୍ର ସରକାରଙ୍କ କର୍ମଚାରୀ ତଥା ଜନବିରୋଧୀ ନୀତି ଅବଲମ୍ବନ,ଡାକ ବିଭାଗକୁ ଘରୋଇକରଣ କରି ପୁଞ୍ଜିପାତି ମାନଙ୍କ ହାତରେ ଟେକିଦେବା, ନୂତନ ପେନସନ ସ୍କିମ…

ଯୋଡ଼ାର ମୌଳିକ ସୁବିଧା ନିମନ୍ତେ ବଶିଷ୍ଠ ନାଗରିକ ମଞ୍ଚ ତରଫରୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ଧାରଣା

Posted by - June 1, 2020 0
ବଡ଼ବିଲ :(ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲାରେ ରତ୍ନଗର୍ଭା ଯୋଡ଼ା ସହର କାନ୍ଦେ ଆଜି କଇଁ କଇଁ । ସତେଯେମିତି ତା ଲୁହ ପୋଛିବା ପାଇଁ ତା ସୁନା ପୁଅ…

ବିଜେଡିର ଗାନ୍ଧିଗିରି: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ବିଧାୟକ

Posted by - March 18, 2021 0
ଭୁବନେଶ୍ୱର : ବିଧାନସଭା ଅଚଳକୁ ନେଇ ନବୀନ ନିବାସ ସମ୍ମୁଖରେ ହାଇଡ୍ରାମା। ନବୀନ ନିବାସ ସମ୍ମୁଖରେ ଧାରଣା ଦେଲେ ବିଜେପି ବିଧାୟକ। ପରେ ମୁଖ୍ୟମନ୍ତ୍ରୀ ନିଜେ ଧାରଣାସ୍ଥଳକୁ…

Leave a comment

Your email address will not be published.