Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବୃଦ୍ଧଙ୍କ ଶବ ସତ୍କାର କଲେ ବିଜୁ ଯୁବ ବାହିନୀ

464 0

ବରୀ:ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଧିନ ବାଲିଆ ପଂଚାୟତ ନହଣ ଗ୍ରାମର ବୃଦ୍ଧ କାର୍ତିକ ଚନ୍ଦ୍ର ଦାସ(୭୫)ଙ୍କ ପରଲୋକ ହୋଇଯାଇଛି । ସ୍ୱର୍ଗତ ଦାସଙ୍କର ଏକମାତ୍ର ଦିବ୍ୟାଙ୍ଗ ପୁଅ ମନୋରଞ୍ଜନ କୌଣସି ଶବ ସତ୍କାର କାମ କରିବାକୁ ଅକ୍ଷମ ହୋଇ ପଡିଥିଲାବେଳେ ନହଣ ଗ୍ରାମର ବିଜୁ ଯୁବ ବାହିନୀ ବୃଦ୍ଧଙ୍କ ଶବ ସତ୍କାର କରିବ ବୋଲି ଆଗେଇ ଆସିଥିଲେ ।

ସମିତିସଭ୍ୟ ପ୍ରଦୀପ ଘଡେଇଙ୍କ ନେତୃତ୍ୱରେ ଯୁବ ବାହିନୀର ସଭାପତି ଚିନ୍ମୟ ଜେନା, ସମ୍ପାଦକ ପ୍ରଦୀପ ବେହେରା, କୋଷାଧ୍ୟକ୍ଷ ଅକ୍ଷୟ ଜେନା, ସ୍ମୃତି ରଞ୍ଜନ ସାହୁ, ସଂଗ୍ରାମ ଜେନା ପ୍ରମୁଖ ସ୍ୱର୍ଗତ ବୃଦ୍ଧ ଦାସଙ୍କ ଶବ ଗାଁ ସ୍ମଶାନରେ ସତ୍କାର କରିଥିଲେ ।

ବିଜୁ ଯୁବ ବାହିନୀର ଏଭଳି କାମକୁ ଦେଖି ଅଂଚଳର ଜନସାଧାରଣ ଭୂୟଂସି ପ୍ରଶଂସା କରିଥିଲେ । ଦିବ୍ୟାଙ୍ଗ ପୁଅ ମନୋରଞ୍ଜନ ଶବ ସତ୍କାର ବେଳେ ଉପସ୍ଥିତ ରହି ମୂଖାଗ୍ନି ଦେଇଛନ୍ତି ।

Related Post

ଭୂମିହୀନ ପରିବାରଙ୍କୁ ସରକାରୀ ଜମି ପଟ୍ଟା ଯୋଗାଇ ଦେବା କରି ଜିଲାପ୍ରଶାସନକୁ ଭେଟିଲେ ଲୋକେ

Posted by - December 5, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଭୂମିହୀନ ପରିବାରଙ୍କୁ ସରକାରୀ ଜମି ପଟ୍ଟା ଯୋଗାଇ ଦେବା କରି ଜିଲାପ୍ରଶାସନକୁ ଭେଟିଲେ ଲୋକେ । ଯାଜପୁର ଜିଲାର ଦାନଗଦୀ ଓ ସୁକିନ୍ଦା…

 ଉଗ୍ର ହେଉଛି ମୋରୋଡା ଏସ୍.ଏସ୍.ବି ଇଞ୍ଜିନିୟରିଂ କଲେଜ ଷ୍ଟଡିଲୋନ ଆତ୍ମସାତ ଅଭିଯୋଗ ଘଟଣା

Posted by - September 25, 2019 0
ମୟୁରଭଞ୍ଜ:ଏସ ଏସ ବି ଇଞ୍ଜିନିୟରିଂ କଲେଜ,ପାଟପୁରରେ SC, ST ଛାତ୍ରଛାତ୍ରୀଙ୍କ ନାମାରେ  କଲେଜ କତ୍ତୃପକ୍ଷ ଛାତ୍ରଙ୍କ ଅଜାଣତରେ ବ୍ୟାଙ୍କରୁ ଉଠାଇଥିବା ଷ୍ଟାଡିଲନ କୁ ନେଇ ବିବାଦ ଉଗ୍ରରୂପ…

ବିଦ୍ୟାଳୟ ର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ସାଧୁବାଦ ଜଣାଇଲେ ବିଭିନ୍ନ କମିଟି ର ନେତୃବୃନ୍ଧ 

Posted by - October 16, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାଧୁ ଚରଣ ଉଚ୍ଚ ବିଦ୍ୟାଳୟ ବିରନରସିଂହପୁର, ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ କୁ ଉନ୍ନୀତ ହେଲା ପରେ,…

ନେହେରୁ ଯୁବ କେନ୍ଦ୍ରର ଜଳ ସଂରକ୍ଷଣ ଅଭିଯାନ

Posted by - December 10, 2021 0
ବୌଦ୍ଧ (ଚିତ୍ତ ରଂଜନ ସିଂ )ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଜାତୀୟ ଯୁବ ସମାଜସେବୀ ସୁଧିର ଦୀପ ଙ୍କ ତତ୍ତ୍ୱାବଧାନରେ ଛତ୍ରଙ୍ଗ ସ୍ଥିତ ନାରାୟଣ…

ଖପ୍ରାଖୋଲ ରେ ବନ୍ୟପ୍ରାଣୀ ସପ୍ତାହ ପାଳିତ, ସଚେତନତା ମୋଟର ସାଇକେଲ ଶୋଭାଯାତ୍ରା ସହ ପଥପ୍ରାନ୍ତ ସଭା

Posted by - October 9, 2022 0
ଖପ୍ରାଖୋଲ: ୮/୧୦(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ତରଫରୁ ବନ୍ୟପ୍ରାଣୀ ସପ୍ତାହ ଅବସରରେ ମୋଟର ସାଇକେଲ ଶୋଭାଯାତ୍ରା ସହ ପଥପ୍ରାନ୍ତ ସଭା…

Leave a comment

Your email address will not be published.