୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଓଡିଶାର ଋଣ ଭାର ୮୬ ହଜାର ୬୫୦ କୋଟି ଛୁଇଁବ

870 0

ଡିସେମ୍ବର୍ ମାସ ସୁଦ୍ଧା ରାଜ୍ୟର ଋଣ ଭାର ୭୯ ହଜାର ୭୮୯କୋଟି ଟଙ୍କା ରହିଛି। ୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହା ୮୭ ହଜାର ୬୫୦ କୋଟିକୁ ବୃଦ୍ଧି ପାଇବ। ଯାହା ମୋଟ ଜିଡିପିର ୧୮ ପ୍ରତିଶତ।୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧ ଋଣ ପରିମାଣ ୧ ଲକ୍ଷ ୩ ହଜାର ୮୪୩ କୋଟିରେ ପହଞ୍ଚିବ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି। ଏହା ଜିଏସଡିପିର ୧୯.୨ ପ୍ରତିଶତ।

Related Post

କଳାହାଣ୍ଡି ଜିଲ୍ଲା ରେ ଶୃଙ୍ଖଳାର ସହ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା ନିର୍ବାଚନ ଅନୁଷ୍ଠିତ

Posted by - March 14, 2022 0
କଳାହାଣ୍ଡି:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ୧୩ ଗୋଟି ପଞ୍ଚାୟତ ସମିତି ର ଅଧ୍ୟକ୍ଷ ଅଧ୍ୟକ୍ଷା ପଦବୀ ପାଇଁ ଗତ ୧୨.୩.୨୨…

Leave a comment

Your email address will not be published.