ଡିସେମ୍ବର୍ ମାସ ସୁଦ୍ଧା ରାଜ୍ୟର ଋଣ ଭାର ୭୯ ହଜାର ୭୮୯କୋଟି ଟଙ୍କା ରହିଛି। ୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହା ୮୭ ହଜାର ୬୫୦ କୋଟିକୁ ବୃଦ୍ଧି ପାଇବ। ଯାହା ମୋଟ ଜିଡିପିର ୧୮ ପ୍ରତିଶତ।୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧ ଋଣ ପରିମାଣ ୧ ଲକ୍ଷ ୩ ହଜାର ୮୪୩ କୋଟିରେ ପହଞ୍ଚିବ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି। ଏହା ଜିଏସଡିପିର ୧୯.୨ ପ୍ରତିଶତ।
