ପୂର୍ବ ତଟ ରେଳପଥ ଦ୍ୱାରା ବିଜ୍‌ନେସ୍ ଡ଼େଭେଲପ୍‌ମେଣ୍ଟ୍ ୟୁନିଟ୍ (ବିଡ଼ିୟୁ) ଗଠନ

3795 333

ଭୁବନେଶ୍ବର:ରେଳ ପଣ୍ୟ ପରିବହନ କ୍ଷେତ୍ରରେ ଉପଭୋକ୍ତାଙ୍କୁ ସୁବିଧା ଓ ପରିବହନ ବୃଦ୍ଧି ନିମନ୍ତେ ପୂର୍ବ ତଟ ରେଳପଥ ଦ୍ୱାରା ବିଜ୍‌ନେସ୍ ଡ଼େଭେଲପ୍‌ମେଣ୍ଟ୍ ୟୁନିଟ୍ (ବିଡ଼ିୟୁ) ଗଠନ
ଜୋନାଲ୍ ସ୍ତରରେ ମୁଖ୍ୟ ମାଲ୍ ପରିବହନ ପ୍ରବନ୍ଧକ (ସିଏଫ୍‌ଟିଏମ୍‌)ଙ୍କ ସମନ୍ୱୟନରେ ଟ୍ରେନ୍ ପରିଚାଳନା, ବାଣିଜ୍ୟ, ଅର୍ଥ ଓ ଯାନ୍ତ୍ରିକ ବିଭାଗରୁ ବରିଷ୍ଠ ପ୍ରଶାସନିକ ଗ୍ରେଡ଼୍ (ଏସ୍‌ଏଜି) ସ୍ତରୀୟ ଅଧିକାରୀ କମିଟିରେ ରହିବେ ।ମଣ୍ଡଳ ସ୍ତରରେ ବରିଷ୍ଠ ମଣ୍ଡଳ ପରିଚାଳନା ପ୍ରବନ୍ଧକ (ସିନିୟର ଡ଼ିଓଏମ୍‌)ଙ୍କ ସମନ୍ୱୟନରେ ଟ୍ରେନ୍ ପରିଚାଳନା , ବାଣିଜ୍ୟ, ଅର୍ଥ ଓ ଯାନ୍ତ୍ରିକ ବିଭାଗରୁ କନିଷ୍ଠ ପ୍ରଶାସନିକ ଗ୍ରେଡ଼୍ (ଜେଏଜି) ସ୍ତରୀୟ ଅଧିକାରୀ ରହିବେ ।ଏହି ୟୁନିଟ୍ ଗୁଡ଼ିକ ବାଣିଜ୍ୟ ଓ ଶିଳ୍ପ ସଂସ୍ଥାମାନଙ୍କ ସହିତ ଆଲୋଚନା କରି ସଡ଼କ ପଥରେ ପରିବହନ ହେଉଥିବା ପଣ୍ୟକୁ ରେଳ ଦ୍ୱାରା ପରିବହନ କରିବାକୁ ଆତ୍କୃଷ୍ଟ କରିବେ । ରେଳବାଇ ବୋର୍ଡ଼ର ନିର୍ଦ୍ଦେଶାନୁଯାୟୀ ପୂର୍ବ ତଟ ରେଳପଥ, ଶିଳ୍ପ ଓ ବାଣିଜ୍ୟ ସଂସ୍ଥା ଗୁଡ଼ିକର ନିକଟତର ହେବା ନିମନ୍ତେ ଓ ନନ୍‌-ବଲ୍‌କ ଗୁଡ଼୍‌ସ ଟ୍ରାଫିକ୍ ସହିତ ବିଭିନ୍ନ କ୍ଷେତ୍ରରେ ଥିବା ପରିବହନ ଆବଶ୍ୟକତାରେ ରେଳପଥ ର ଅଂଶୀଦାରିତା ବୃଦ୍ଧି କରିବା ନିମନ୍ତେ ଉଭୟ ଜୋନାଲ୍ ଓ ମଣ୍ଡଳ ସ୍ତରରେ ବିଜ୍‌ନେସ୍ ଡ଼େଭେଲପ୍‌ମେଣ୍ଟ୍ ୟୁନିଟ୍ ଗୁଡ଼ିକର ଗଠନ କରିଛି ।

ଜୋନାଲ୍ ସ୍ତରରେ ପୂର୍ବ ତଟ ରେଳପଥ ର ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣଙ୍କ ଦ୍ୱାରା ଗଠନ କରାଯାଇଥିବା ଚାରି ଜଣ ସଦସ୍ୟ ବିଶିଷ୍ଟ ବିଜ୍‌ନେସ୍ ଡ଼େଭେଲପ୍‌ମେଣ୍ଟ୍ ୟୁନିଟ୍ ରେ ମୁଖ୍ୟ ମାଲ ପରିବହନ ପ୍ରବନ୍ଧକ ଶ୍ରୀ ସଞ୍ଜୟ ମିଶ୍ର ଆବାହକ ରୂପେ, ମୁଖ୍ୟ ବାଣିଜ୍ୟ ପ୍ରବନ୍ଧକ (ପଣ୍ୟ ପରିବହନ ସେବା) ଶ୍ରୀ ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ମୁଖ୍ୟ ରୋଲିଂ ଷ୍ଟକ୍ ଇଞ୍ଜିନିୟର ଶ୍ରୀ ଏସ୍‌.ପି.ସିଂହ ଏବଂ ଅର୍ଥନୈତିକ ପରାମର୍ଶ ଦାତା ଓ ମୁଖ୍ୟ ଲେଖା ଅଧିକାରୀ ଶ୍ରୀ ବିଜୟ କୁମାର ମିଶ୍ର ସଭ୍ୟ ରୂପେ ଅଛନ୍ତି । ସେହିପରି ପୂର୍ବ ତଟ ରେଳପଥ ର ଖୋର୍ଦ୍ଧା ରୋଡ଼, ବିଶାଖାପାଟଣା ଓ ସମ୍ବଲପୁର ସ୍ଥିତ ସମସ୍ତ ତିନୋଟି ମଣ୍ଡଳ ଗୁଡ଼ିକରେ ଗଠିତ ହୋଇଥିବା ବିଜ୍‌ନେସ୍ ଡ଼େଭେଲପ୍‌ମେଣ୍ଟ୍ ୟୁନିଟ୍‌, ସମ୍ବନ୍ଧୀୟ ବିଭାଗରୁ ଅର୍ଥାତ୍ ଟ୍ରେନ୍ ପରିଚାଳନା, ବାଣିଜ୍ୟ, ଅର୍ଥ ଓ ଯାନ୍ତ୍ରୀକ ବିଭାଗରୁ ଶାଖା ଅଧିକାରୀ ସଭ୍ୟ ମାନଙ୍କୁ ନେଇ ବରିଷ୍ଠ ମଣ୍ଡଳ ପରିଚାଳନା ପ୍ରବନ୍ଧକଙ୍କ ସମନ୍ୱୟରେ ପରିଚାଳିତ ହେବ । ବିଜ୍‌ନେସ୍ ଡ଼େଭେଲପ୍‌ମେଣ୍ଟ୍ ୟୁନିଟ୍ ଗୁଡ଼ିକ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା ମାନଙ୍କ ସହିତ ବାରମ୍ବାର ଆଲୋଚନା କରି ବର୍ତ୍ତମାନର ପରିବହନ ପଦ୍ଧତି ସମ୍ବନ୍ଧରେ ଜାଣିପାରିବେ ଓ ସେମାନଙ୍କୁ ମଧ୍ୟ ରେଳବାଇ ମାଧ୍ୟମରେ ପରିବହନ କରିବାପାଇଁ ଆତ୍କୃଷ୍ଟ କରାଇବେ ।

ଏହା ଶିଳ୍ପ ଓ ବାଣିଜ୍ୟ ପ୍ରତିନିଧି ମାନଙ୍କୁ ଏବଂ ରେଳ ପଣ୍ୟ ଉପଭୋକ୍ତା ମାନଙ୍କୁ ଉପଯୁକ୍ତ ଜୋନାଲ୍ ଓ ମଣ୍ଡଳ ସ୍ତରରେ ରେଳପଥ ସହିତ ସମ୍ପର୍କ ସ୍ଥାପନା କରିବା ପାଇଁ ସହାୟକ ହେବ । ଏହି ବିଜ୍‌ନେସ୍ ଡ଼େଭେଲପ୍‌ମେଣ୍ଟ୍ ୟୁନିଟ୍ ଗୁଡ଼ିକ ମାଲ୍‌ବାହୀ ଟ୍ରେନ୍ ଚଳାଚଳ କରିବା ନିମନ୍ତେ ସେମାନଙ୍କର ପ୍ରସ୍ତାବ ଗୁଡ଼ିକୁ ଅତିଶୀଘ୍ର କାର୍ଯ୍ୟକାରୀ ପାଇଁ ଏକ ନୋଡ଼ାଲ୍ ପଏଣ୍ଟ ହିସାବରେ କାର୍ଯ୍ୟ କରିବ ଯାହାଦ୍ୱାରା ଉଭୟ ଗ୍ରାହକ ଓ ରେଳପଥ ଲାଭବାନ ହୋଇପାରିବେ ।ନୂଆ ପରିବହନ ପ୍ରତି ଆକର୍ଷଣଏହି ବିଜ୍‌ନେସ୍ ଡ଼େଭେଲପ୍‌ମେଣ୍ଟ୍ ୟୁନିଟ୍ ଗୁଡ଼ିକ ଗ୍ରାହକ ଓ ଶିଳ୍ପ ସଂସ୍ଥାମାନଙ୍କ ସହିତ ବାରମ୍ବାର ଆଲୋଚନା କରିବେ ଏବଂ ବର୍ତ୍ତମାନ କରାଯାଉଥିବା ସାମଗ୍ରୀର ପରିବହନରେ ରେଳପଥର ଅଂଶୀଦାରୀତାକୁ ମଝଭୁତ୍ କରିବା ସହିତ ବିଭିନ୍ନ ନନ୍‌-ବଲ୍‌କ ପଣ୍ୟ ପରିବହନରେ ବୃଦ୍ଧି ନିମନ୍ତେ ମାର୍ଗର ଅନୁସନ୍ଧାନ କରିବେ । ଆସୁଥିବା ଯେକୌଣସି ପ୍ରସ୍ତାବକୁ ତୁରନ୍ତ ଅନୁଶୀଳନ କରାଯିବ ଏବଂ ଯଦି ଆବଶ୍ୟକ ହୁଏ ଜୋନାଲ୍ ରେଳପଥ ଓ ରେଲ୍‌ୱେ ବୋର୍ଡ଼ ରୁ ମଧ୍ୟ ତୁରନ୍ତ ସହାୟତା ଲୋଡ଼ାଯିବ । ଏହି ୟୁନିଟ୍ ଭାରତୀୟ ରେଳପଥ ର ୨୦୨୪ ସୁଦ୍ଧା ମାଲ୍ ପରିବହନକୁ ଦୁଇ ଗୁଣିତ କରିବା ଲକ୍ଷ ଉପରେ ଗୁରୁତ୍ୱଦେବ ।

Related Post

ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ଶ୍ରମିକଙ୍କ ବିକ୍ଷୋଭ

Posted by - October 1, 2020 0
ଭୁବନେଶ୍ୱର: ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ, ଭୁବନେଶ୍ୱର ଜିଲ୍ଲା କମିଟି ତରଫରୁ ବିଭିନ୍ନ ଦାବି ନେଇ ଆଜି ସ୍ଥାନୀୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା…

ଯାଜପୁର ଜିଲାରେ ବିଭିନ୍ନ ଦଳର ପକ୍ଷରୁ ୪ ଜଣଙ୍କର ନାମାଙ୍କନ ପତ୍ର ଦାଖଲ

Posted by - April 4, 2019 322
ଯାଜପୁର:୦୩/୦୪(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ରେ ଆଜି ଦ୍ୱିତିୟଦିନରେ ବିଭିନ୍ନ ଦଳର ନେତା ମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଯାଜପୁର ବିଧାନସଭା ଆସନ…

ଟିଟିଲାଗଡ ପୌରଅଧ୍ୟକ୍ଷା ପଦ ହାତେଇବ କିଏ ? ଶାସକ ଦଳ କି ବୋହିବ ପରିବର୍ତ୍ତନର ସ୍ୱର ?

Posted by - March 11, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଆସନ୍ତା ୨୪ ତାରିଖରେ ଅନଷ୍ଠିତ ହେବ ପୌର ନିର୍ବାଚନ। ତିନି ପ୍ରମୁଖ ଦଳର ପ୍ରାର୍ଥୀ ଓହ୍ଲାଇଛନ୍ତି ନିର୍ବାଚନୀ ମଇଦାନରେ। ବହୁ ବର୍ଷ ପରେ ପୁଣି…

ପୁଣି ଦେଖିବାକୁ ମିଳିଲା ବୌଦ୍ଧ ଜିଲ୍ଲା ରେ ରାଜନୈତିକ ହିଂସା

Posted by - February 14, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ୪ ନମ୍ବର୍ ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀ ଇଂ ରାକେଶ ତ୍ରିପାଠୀ ଙ୍କ ଗାଡ଼ି କୁ ପଥର ମାଡ଼ ହେଇଥିବା…

ସରପଞ୍ଚ କଲେ ସଟ ଡାଉନ,ବିଡିଓ କଲେ ବାତିଲ

Posted by - May 14, 2020 5,386
ଭୁବନେଶ୍ବର :ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅଧୀନ ସୁଙ୍ଗୁଡା ପଞ୍ଚାୟତର ସରପ‌ଞ୍ଚ ଚାଚାଲିନ ସ୍ବାଇଁ ଆଜି ଜିଲ୍ଲାପାଳ କ୍ଷମତା ବଳରେ ଚଣ୍ତିଖୋଲ ଛକ ସମେତ ସୁଙ୍ଗୁଡ଼ା ପଞ୍ଚାୟତକୁ…

There are 333 comments

  1. Copyright ©2022 金牌能打出,但是金牌打出时,玩家不能吃、碰、杠该金牌;如果有玩家听牌,听牌玩家不能和该金牌。金牌打出后,本局游戏内打金 牌的人只能自摸,不能胡别人的牌。 核心提示:13张麻将是最早也是最多人喜欢的麻将。13张麻将基本规则与16张的台湾麻将大同小异。13张麻将的打法是怎样的?小编为大家整理收集了相关13张麻将是最早也是最多人喜欢的麻 新广出审6120号 文网游备字M-CBG 1864号 台湾麻将与其它地区的麻将玩法相比最大区别是它抓牌16张,到胡牌时得有17张牌才能胡,它最初是由福建的16张麻将转化而来,到了现在已经形成了自己的独特玩法。 台灣麻將 – 單機版 我很遗憾,这样一款主打不同玩法体验的游戏,解谜却限制在一种玩法接着一种玩法的老套且浮于玩法表面的设计,缺乏能综合运用各种不同玩法带来的谜题。 https://en.gk-tricks.com/forum/profile/delphiawinkel74/ 听牌:只差1张牌就胡牌的状态。 在这里,我就跟大家讲解一下,这里有一个前提,这边的麻将是有136牌的。牌张分别是:筒(1到9筒),万(1到9万),条(1到9条),字牌(一共是7个,东南西北、中发白)     以上内容就是麻将胡牌牌型,麻将怎么胡的相关信息,更多麻将胡牌相关攻略可以关注同城游官网或下载同城游app进行了解。 九莲宝灯,全胡。若武汉牌,需开口。 点此前往天猫商城购买地址 另外还有一些特殊的胡牌类型,像七小对,十三幺,大四喜之类的,姑且先不了解了,毕竟对于新手来说,了解好基本的胡牌方法足够应对95%以上的对局了。当然啦,想要快速提升麻将水平,关键还是得多实践,理论只是入门,提升还是亲自下场。

Leave a comment

Your email address will not be published.