ଯାଜପୁର ରେ ନର୍ସିଙ୍ଗ ହୋମରେ ବ୍ୟାପକ ଭଙ୍ଗାରୁଜା

289 0

ଯାଜପୁର ଅଫିସ :ଯାଜପୁର ଗରିଆପୁର ସ୍ଥିତ ଏକ ନର୍ସିଙ୍ଗ ହୋମ ରେ ବ୍ୟାପକ ଭଙ୍ଗାରୁଜା ହୋଇଛି ।  ପୋଲିସର ଛାନବିନ ଜାରି ରହିଛି ।  ଚିକିତ୍ସା ଖର୍ଚ୍ଚକୁ ନେଇ ଆଲୋଚନା ହେଉଥିବା ବେଳେ ରୋଗୀଙ୍କ ସମ୍ପର୍କୀୟ କିଛି ନିଶାସକ୍ତ ଯୁବକଙ୍କୁ ଡ଼ାକିଦେବାରୁ ସେମାନେ କିଛି ବୁଝିବା ଆଗରୁ ଭଙ୍ଗାରୁଜା କରି ଘଟଣା ସ୍ଥଳରୁ ଫେରାର ଅଛନ୍ତି, ଯାଜପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରୁଛି ।

Related Post

ଆଞ୍ଚଳିକ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀଙ୍କ କେସିଙ୍ଗା ନଗର ଗସ୍ତ

Posted by - April 24, 2022 0
କେସିଙ୍ଗା : (ପୀତେଶ ପଟେଲ) ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ ସଞ୍ଜୀବ କୁମାର ମିଶ୍ର ( ଆଇ ଏ ଏସ) କଳାହାଣ୍ଡି ଗସ୍ତରେ ଆସି କେସିଙ୍ଗା ଅଞ୍ଚଳରେ…

ଯାଜପୁର ଜିଲ୍ଲାରେ ୠଥଯାତ୍ରା ଓ ରଥଟଣା ପର୍ବକୁ ସ୍ଥଗିତ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା ଜାରି

Posted by - June 20, 2020 744
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଶ୍ରୀକ୍ଷେତ୍ର ପୁରୀ ସମେତ ସାରା ଓଡିଶାରେ ଏଥର ବନ୍ଦ ରହିବ ରଥଯାତ୍ରା । ବଡଦାଣ୍ଡରେ ଗଡିବନି ରଥ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ…

ସମ୍ବଲପୁରୀ ଦିନ୍ କୁ ଆହୁରି ଭବ୍ୟ ଓ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତୁତି ବୈଠକ

Posted by - July 5, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ର ପେହେଚାନ ଗୁରୁଶ୍ରୀ ସତ୍ୟନାରାୟଣ ବହିଦାର ଙ୍କ ପବିତ୍ର ଜନ୍ମଦିନ କୁ ସମ୍ବଲପୁରୀ ଦିନ୍ ଭାବେ ପାଳନ କରାଯାଉଛି…

ବିଶିଷ୍ଟ ସମାଜସେବୀ ନିହାଲ ସିଂଙ୍କୁ ସମ୍ବଦ୍ଧନା

Posted by - November 6, 2022 0
ସମ୍ବଲପୁର: ୦୫/୧୦ (ରମାକାନ୍ତ ବିଶ୍ବାଳ) ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ରାଜ୍ୟ କାଯ୍ୟକାରୀ ସଭାପତି ଭାବରେ ବିଶିଷ୍ଟ ସମାଜସେବୀ ନିହାଲ ସିଂ ଙ୍କୁ ମନୋନୀତ କରାଯାଇଛି…

ବିଜୁ ଜନତା ଦଳ ଓ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ “ଜୀବନ ବିନ୍ଦୁ” ରକ୍ତଦାନ ଶିବିର

Posted by - February 10, 2020 596
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଲଳିତେଶ୍ୱର ନଗର ଅମ୍ବିକା ମଣ୍ଡପରେ ବିଜୁ ଜନତା ଦଳ ଓ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ମିଳିତ ଭାବେ “ଜୀବନ ବିନ୍ଦୁ”…

Leave a comment

Your email address will not be published.