ବିଂଝାରପୁର ବ୍ଲକ ଘଣ୍ଟିଆଳି ଗ୍ରାମ ପଞ୍ଚାୟତ ର ବିଶୁନପୁର କାଣ୍ଡିସାହି ଅଞ୍ଚଳକୁ କଣ୍ଟେନ୍ଟମେଣ୍ଟ ଜୋନ ଘୋଷଣା

637 0

ବିଞ୍ଝାର ପୁର:(ଗୁଲସାନଵାଜ ଅଲି ଖାନ )ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିବାରେ ଲାଗିଛି। ଯାଜପୁର ରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବିଂଝାରପୁର ବ୍ଲକ ଘଣ୍ଟିଆଳି ଗ୍ରାମ ପଞ୍ଚାୟତ ର ବିଶୁନପୁର କାଣ୍ଡିସାହି ଅଞ୍ଚଳକୁ କଣ୍ଟେନ୍ଟମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ l

କରୋନା ଆଉ ସେ ଅଞ୍ଚଳ ରେ କେମିତି ନ ହବ ସେଥି ପାଇଁ ଉପଯୁକ୍ତ ପଦକ୍ଷେପ ନେଲା ପ୍ରଶାସନ ବିଭାଗ l ସୂଚନା ଯୋଗୁ ଏହି ଅଂଚଳ ରୁ ଜଣେ ବ୍ୟକ୍ତି ଙ୍କୁ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଥିଲା l

Related Post

ସହିଦ ଯବାନ ଙ୍କୁ ସିନ୍ଧେକେଲା ଯୁବ ଗୋଷ୍ଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ

Posted by - December 12, 2021 0
ବଙ୍ଗୋମୁଣ୍ଡା-ତା୧୨/୧୨(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଯୁବ ଗୋଷ୍ଠି ପକ୍ଷରୁ ତାମିଲନାଡୁ କୁନୁର ରେ ହେଲିକପ୍ଟର ଦୁର୍ଘଟଣା ରେ ସହିଦ ହୋଇଥିବା ସି ଡି ଏସ…

ଜିଲ୍ଲା କ୍ରୀଡା ସଂସ୍ଥା ପକ୍ଷରୁ ଜାତୀୟ ଜେଭଲିନ-ଥ୍ରୋ ଦିବସ ଅନୁଷ୍ଠିତ

Posted by - August 8, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ପକ୍ଷରୁ ଜାତୀୟ ଜେଭଳିନ ଥ୍ରୋ ଦିବସ ପାଳିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ଜିଲ୍ଲାର…

ନବୀନଙ୍କ ନୂଆ ଟିମ , ୧୩ ଜଣ କ୍ୟାବିନେଟ ପାହ୍ୟା ଓ ୮ ଜଣଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ

Posted by - June 5, 2022 0
ଭୁବନେଶ୍ୱର: ଲୋକସେବା ଭବନର କନଭେନସନ୍ ହଲରେ ସମସ୍ତ ନୂତନ ମନ୍ତ୍ରୀ ଶପଥ ପାଠ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର…

Leave a comment

Your email address will not be published.