ବରିଷ୍ଠ କଂଗ୍ରେସ ନେତା ସେକ ଅବଦୁଲ ରେହେମାନ ଙ୍କ ଅକାଳ ବିୟୋଗ

536 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ଦଶରଥ ପୁରୁ ବ୍ଲକ ଗୋପାଳପୁର ଗ୍ରାମ ପଞ୍ଚାୟତ ର ପଞ୍ଚାୟତ କଂଗ୍ରେସ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ସେକ ଅବଦୁଲ ରେହେମାନ ଙ୍କ ଅକାଳ ବିୟୋଗରେ ଯାଜପୁର କଂଗ୍ରେସ ରେ ଏକ ବିରାଟ ଶୂନ୍ୟ ସ୍ଥାନ ଶୃଷ୍ଟି ହୋଇଛି !

ଏପରି ସମୟରେ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନେତା ଶ୍ରୀଯୁକ୍ତ ସନ୍ତୋଷ କୁମାର ନନ୍ଦ ତାଙ୍କୁ ଶେଷ ଦର୍ଶନ କରି ତାଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହିତ ତାଙ୍କ ପରିବାର ବର୍ଗଙ୍କୁ ଧର୍ଯ୍ୟ ଓ ସମବେଦନା ଜଣାଇଛନ୍ତି !

Related Post

ନିଜ ହାତ ପାଣ୍ଠି ରୁ ଗରୀବ ଖଟିଖିଆଙ୍କୁ ସହାୟତାର ହାତ ବଢାଇଲେ ସାମାଜିକ କର୍ମୀ ଦିଲୁ ସ୍ୱାମୀ

Posted by - April 28, 2020 0
କେନ୍ଦୁଝର:(ସୀତାରାମ ଦୀକ୍ଷିତ) ସମଗ୍ରବିଶ୍ବ ସହିତ ଭାରତ ଏବେ କରୋନା ଭାଇରସ ସଂକ୍ରମଣ ରୋକିବାକୁ ସଂଘର୍ଷଜାରି ରଖିଥିବା ବେଳେ କରୋନା ସଂକ୍ରମଣରୁ ବାଦପଡିନାହିଁ ଓଡିଶାରାଜ୍ୟ। କରୋନାର ମୁକାବିଲା କରିବା ପାଇଁ…

ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅବିନାଶ ଠାକୁର ସମ୍ମାନିତ

Posted by - January 9, 2022 0
କଳାହାଣ୍ଡି:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡିଶାର ଅଗ୍ରଣୀ ସମାଜ ସେବା ଅନୁଷ୍ଠାନ କର ଫାଉଣ୍ଡେସନର ୨ୟ ପ୍ରତିଷ୍ଠା ଦିବସ ଭୁବନେଶ୍ବର ଗିତଗୋବିନ୍ଦ ସଦନ ଠାରେ…

ଦଲାଲ ଆଖ୍ୟା ଦେଇ ରାତି ଅଧରେ 4 ଜଣକୁ ଗିରଫ ପ୍ରତିବାଦରେ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ବିକ୍ଷୋଭ

Posted by - October 1, 2019 0
ଅନଗୁଳ ମେଡିକାଲ ରୁ 4 ଜଣଙ୍କୁ ଦଲାଲ ଆଖ୍ୟା ଦେଇ ରାତି ଅଧରେ 4 ଜଣକୁ ଗିରଫ କରି ଜେଲ କୁ ପଠାଇବା ପ୍ରତିବାଦରେ ଶତାଧିକ ସାମାଜିକ…

ଚଳିତ ଗ୍ରୀଷ୍ମ କାଳୀନ ଆମ୍ବ ବଗିଚା ମାନଙ୍କରେ ପୂର୍ବ ବର୍ଷ ଭଳି ଆଶି ନାହିଁ ଆମ୍ବ। ଦର ହେ।ଇପାରେ ଆକାଶ ଛୁଆଁ ……

Posted by - April 19, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁ ଗଣ୍ଡା ମାନଙ୍କରେ ଥିବା ଆମ୍ବ ବଗିଚା ଗୁଡିକ ରେ ପୂର୍ବ ବର୍ଷ ତୁଳନାରେ ଚଳିତ…

ସଂସ୍କୃତ ଶିକ୍ଷକ ପଦବୀକୁ ପୁରଣ କରିବା ଦାବୀରେ ଦାବୀ ପତ୍ର ପ୍ରଦାନ

Posted by - November 26, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ବିଭିନ୍ନ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ସ୍ତରରେ ସଂସ୍କୃତ ବିଷୟକୁ ବାଧ୍ୟତାମୂଳକ କରିବା ସହିତ ବିଭିନ୍ନ ବିଦ୍ୟାଳୟରେ ଖାଲିପଡିଥିବା ସଂସ୍କୃତ ଶିକ୍ଷକ ପଦବୀକୁ ପୁରଣ କରିବା ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଯାଜପୁର ଜିଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ସଂସ୍କୃତ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଦିଆଯାଇଥିବା ଦାବୀ ପତ୍ରରେ ତୃତୀୟ ଭାଷା ଆଇଟି ବଦଳରେ ସଂସ୍କୃତ ଭାଷାକୁ ବାଧ୍ୟତାମୂଳକ କରିବା ପାଇଁ ଦର୍ଶାଯାଇଛି ।  ସଂସ୍କୃତ ଭାଷାର ସମଗ୍ର ବିଶ୍ୱର ଏକ ପ୍ରାଚିନ ଭାଷା ହୋଇଥିବାରୁ ଏହି ଭାଷାକୁ ଅଧିକ ବ୍ୟବହାର କରିବା ପାଇଁ ଛାତ୍ର ଛାତ୍ରୀଙ୍କ କ୍ଷେତ୍ରରେ ଏହାର ବ୍ୟବହାର କରିବା ଆବଶ୍ୟକ ବୋଲି ଦର୍ଶାଯାଇଛି । ତେଣୁ ବିଦ୍ୟାଳୟ ସ୍ତରରେ ସଂସ୍କତ ଭାଷାକୁ ବାଧ୍ୟତାମୁଳକ କରିବା ସହିତ ଖାଲିପଡିଥିବା ପଦବୀକୁ ପୁରଣ କରିବାକୁ ଦାବୀ କରାଯାଇଛି ।

Leave a comment

Your email address will not be published.