Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଓଡିଶାରେ ଅନଲକ୍ 2.0,ଦଶଟି ଜିଲ୍ଲାରେ ଶନିବାର ରବିବାର ସଟଡାଉନ

3562 295

ଆଜି ରାତି ଅନଲକ-୧ ଅବଧି ଶେଷ ହେବା ପୂର୍ବରୁ ଜୁଲାଇରେ କରୋନା ପରିଚାଳନା ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏହି ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁଯାୟୀ, ରାଜ୍ୟରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସ୍କୁଲ, କଲେଜ ସହିତ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିବ। ଏହି ସମୟରେ ଧାର୍ମିକ ଅନୁଷ୍ଠାନ, ଜିମ୍, ସୁଇମିଂ ପୁଲ, ରାଜନୈତିକ, ସାଂସ୍କୃତିକ ସଭା ଆୟୋଜନ ଉପରେ ପୂର୍ବବତ୍ତ ଲାଗୁ ରହିବ। ରାଜ୍ୟରେ ରାତ୍ରକାଳୀନ କର୍ଫ୍ୟୁ ରାତି ୯ଟାରୁ ୫ଟା ଯାଏ ଜାରି ରହିବ।ତନ ଗାଇଡଲାଇଡ଼୍ ଅନୁସାରେ କ‌ଣ୍ଟେନମେଣ୍ଟ ଜୋନଗୁଡ଼ିକରେ ଲକଡାଉନ୍ କଟକଣା ଜାରି ରହିବ। ସେଠାରେ ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟକଳାପ ବନ୍ଦ ରହିବ। ଏହାର ରୂପରେଖ କିପରି ହେବ ତାହା ପରିସ୍ଥିତିକୁ ନଜରରରେ ରଖି ନିଷ୍ପତ୍ତି ନେବେ ସ୍ଥାନୀୟ ପ୍ରଶାସନ। ତେବେ ଅଣକଣ୍ଟେନମେଣ୍ଟ ଜୋନରେ ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପକୁ ଛାଡ଼ି ଅନ୍ୟ ସବୁ ଜାରି ରହିବ। ଓଡ଼ିଶାରେ ଅଗଷ୍ଟ ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।୧୦ଟି ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ ରହିବ । ଏଥିରେ ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ମୟୂରଭଂଜ, ଜଗତସିଂହପୁର, ବାଲେଶ୍ୱର, ଝାରସୁଗୁଡ଼ା, କେନ୍ଦୁଝର ଯାଜପୁର ଜିଲ୍ଲା ସାମିଲ ହୋଟେଲ, ସିନେମା ହଲ, ମନୋରଂଜନ ପାର୍କ, ଜିମ ଆଦି ମଧ୍ୟ ବନ୍ଦ ରହିବ । ରାଜପଥ କଡ଼ରେ ଥିବା ଢାବା ଓ ରେଷ୍ଟୁରାଣ୍ଟ ଖୋଲା ରହିବ କିନ୍ତୁ ଲୋକେ ସେଠାରେ ବସି ଖାଇପାରିବେ ନାହିଁ ।ଗତକାଲି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଏବଂ ଏସପିମାନଙ୍କ ସହ କରୋନା ବିଷୟ ଆଲୋଚନା କରି ୯ଟି ପଏଣ୍ଟ ଉପରେ ଗୁରୁତ୍ୱ ଦେଇଛନ୍ତି ଓ ସେଗୁଡିକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନଲକ 2.0 ର ନିୟମ ଉପରେ ନଜର ପକାନ୍ତୁ 

– ହଟସ୍ପଟ ଅଞ୍ଚଳ ପାଇଁ ଜିଲ୍ଲାପାଳମାନେ ସ୍ୱତନ୍ତ୍ର ପଦକ୍ଷେପ ନେବେ
– ସରକାରଙ୍କ ସବୁ ବିଭାଗ କରୋନା ଯୁଦ୍ଧରେ ସକ୍ରିୟ ରହିବେ
– ମାସ୍କ ନ ପିନ୍ଧୁ ନଥିବା ଓ ସାମାଜିକ ଦୂରତା ନ ରଖୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କଠୋର ପଦକ୍ଷେପ
– ଗ୍ରାମାଞ୍ଚଳରେ କୋଭିଡ କେୟାର କମିଟି ଗଠନ
– ପଞ୍ଚାୟତ ଓ ଟିଏମସିରେ କୋଭିଡ କେୟାର ହୋମ ବ୍ୟବସ୍ଥା
– କରୋନା ଯୋଦ୍ଧାଙ୍କ ସୁରକ୍ଷାକୁ ଗୁରୁତ୍ୱ
– ପ୍ରଶାସନର ବରିଷ୍ଠ ଅଧିକାରୀ ସତର୍କ ରହିବେ
– ସରକାରୀ କାର୍ଯ୍ୟାଳୟକୁ କରୋନାଠୁ ଦୂରେଇ ରଖିବା
– ଘରୋଇ ହସ୍ପିଟାଲଗୁଡ଼ିକ ନିମନ୍ତେ ସତର୍କତାମୂଳକ ପଦକ୍ଷେପ

– ପ୍ରତି ଶନିବାର ଓ ରବିବାର ସାରା ରାଜ୍ୟରେ ଲାଗୁ ହେବ ସଟ ଡାଉନ

 

Related Post

ଲକ୍ଷଣ ବିହୀନ କରୋନା ପଜିଟିଭ ବ୍ୟକ୍ତି ଗୃହ ସଙ୍ଗରୋଧରେ ରହିପାରିବେ : ଯାଜପୁର ଜିଲ୍ଲାପାଳ

Posted by - August 10, 2020 0
ଯାଜପୁର ଅଫିସ:କରୋନା ପଜିଟିଭ ରୋଗୀ ଯେଉଁ ମାନଙ୍କର ଲକ୍ଷଣ ନଥିବ, ସାମାନ୍ୟ ଲକ୍ଷଣ ପ୍ରକାଶ ପାଉଥିବ ବା ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନଥିବ ସେମାନେ ନିଜ…

ଲଗାଣ ବର୍ଷାରେ ଜଗଦୀଶ ରଣାଙ୍କ ଘର ଭୁଶୁଡ଼ିଲା ସରକାରୀ ସହାୟତା ପାଇଁ ଗୁହାରି

Posted by - August 18, 2022 0
ରାୟଗଡ଼ା:(ରମାକାନ୍ତ ପଡାଲ )ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଘର ଭୁଶୁଡି ବାସ ହରା ହେଇଛନ୍ତି ପରିବାର। ଅଳ୍ପକେ ବର୍ତିଯାଇଛନ୍ତି ପରିବାର ଲୋକେ। ପ୍ରତ୍ୟକ୍ଷ ଦର୍ଶୀ ମାନେ…

ବିରଜା କ୍ଷେତ୍ର ପରିକ୍ରମା ସମିତି ପକ୍ଷରୁ ସାଧୁସନ୍ଥ ମାନଙ୍କ ଦ୍ୱାରା ବିଭିନ୍ନ ମଠ ଓ ମନ୍ଦିର ପରିକ୍ରମା ଜାରି 

Posted by - November 18, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ରେ ବିରଜା କ୍ଷେତ୍ର ପରିକ୍ରମା ସମିତି ପକ୍ଷରୁ ସାଧୁସନ୍ଥ ମାନଙ୍କ ଦ୍ୱାରା ବିଭିନ୍ନ ମଠ ଓ ମନ୍ଦିର ପରିକ୍ରମା ଜାରି…

ଶ୍ରୀଗୁରୁ ପୂର୍ଣିମା ଉତ୍ତସବ୍ ପାଳନ

Posted by - July 13, 2022 0
କଳାହାଣ୍ଡି(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବୁଧବାର ବ୍ୟାସ ପୂର୍ଣ୍ଣିମା ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ଭବାନୀପାଟଣା ଠାରେ ଗୁରୁ ପୂର୍ଣ୍ଣିମା ଉତ୍ସବ…

There are 295 comments

  1. Of course, your article is good enough, baccaratsite but I thought it would be much better to see professional photos and videos together. There are articles and photos on these topics on my homepage, so please visit and share your opinions.

  2. Q: What age does male impotence start?
    A: viagra over the counter europe cheap Tangible dirt involving medicine. Get here.
    On touching seven in 10 women may realize as many as 20 orgasms during union, noise abroad researchers. It is ordinary knowledge that individual women meet with multiple orgasms, but according to a recent swotting, about seven in 10 women may realize as many as 20 orgasms during sex.

  3. Women basic at worst hang about a occasional seconds in the past the number two globe-shaped, with uncountable set achieving multiple orgasms in undivided session. In comparison, the manful refractory span varies transmit ejaculation, with some men in position after a handful minutes and some men needing individual hours to days. Source: cialis without a doctor prescription

Leave a comment

Your email address will not be published.