ନିଃସ୍ୱାର୍ଥ ସେବା” ସ୍ବେଚ୍ଛାସେବୀ ସଂଗଠନ ସମ୍ମାନିତ କଲା କରୋନା ଯୋଦ୍ଧା ଙ୍କୁ

497 0

ନୀଳଗିରି:(ସୌମ୍ୟାସାଇ ବାରିକ)ସାରା ବିଶ୍ୱ ରେ କରୋନା ମହାମାରୀ ସମୟରେ ସମାଜ ର ଅସଲି ଯୋଦ୍ଧା ଭାବେ ଛିଡା ହୋଇଛନ୍ତି ପୋଲିସ୍ ବଳ। ସେହି ପୋଲିସ୍ ବଳ ଙ୍କୁ ସମ୍ମାନିତ କରିଛି ସ୍ଵେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ମଣି “ନିଃସ୍ୱାର୍ଥ ସେବା”। ନୀଳଗିରି ର ବିଶିଷ୍ଟ ସମାଜ ସେବୀ ଇଂ. ଅମୂଲ୍ୟ କୁମାର ଜେନା ଙ୍କ ସହଯୋଗ ରେ ନିର୍ମିତ ଏହି ଅନୁଷ୍ଠାନ ଟି ଅଳ୍ପଦିନ ମଧ୍ୟରେ ନୀଳଗିରି ରେ ଖୁବ୍ ନାମ କମେଇଛି।

ଆଜି ଇଂ ଶ୍ରୀ ଜେନା ଙ୍କ ତତ୍ତ୍ଵାବଧାନରେ ସଂଗଠନ ର ସଦସ୍ୟ ମାନେ ମିଳିତ ଭାବେ ନୀଳଗିରି ଥାନାର ଆଇଆଇସି ମୀନତି ବିଶ୍ଵାଳ, ସବ୍ଇନ୍ସପେକ୍ଟର ବାସୁଦେବ ଜୟ ସିଙ୍ଘ ଓ ସସ୍ମିତା ମଲିକ୍ ଙ୍କୁ କରୋନା ଯୋଦ୍ଧା ସମ୍ମାନ ରେ ମାନପତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

ତତସହିତ ଅନୁଷ୍ଠାନ ପକ୍ଷରୁ ନିକଟରେ ଭାରତ ଓ ଚିନ୍ ସୀମା ଗଲୱାନ ଠାରେ ସହିଦ୍ ହୋଇଥିବା ୨୦ ଭାରତୀୟ ବୀର ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଅନ୍ୟପକ୍ଷରେ ଏହି ସଂଗଠନ ସବୁବେଳେ ଲୋକଙ୍କ ପାଖରେ ଅଛି, ସେବା ଯୋଗାଉଛି ଏବଂ ଭବିଷ୍ୟତ ରେ ପ୍ରତ୍ୟକ ଅସୁବିଧା ସମୟରେ ଲୋକଙ୍କୁ ସେବା ଯୋଗାଇ ଦେବ ବୋଲି ପ୍ରତିଷ୍ଠାତା ସଦସ୍ୟ ଇଂ. ଶ୍ରୀ ସ୍ଥାନ କହିଛନ୍ତି।

Related Post

ଯାଜପୁର ର ଅଗ୍ରଣୀ ସଂଗଠନ ଯୁବଶକ୍ତି କ୍ଲବ ପକ୍ଷରୁ ବିଭିନ୍ନ ବସ୍ତି ରେ ରନ୍ଧା ଖାଦ୍ୟ ବଣ୍ଟନ

Posted by - April 17, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ପାଇଁ ଏବେ ଲୋକେ ବାହାରକୁ ବାହାରି ପାରୁନାହାନ୍ତି। ଗରିବ ଓ ଖଟିଖିଆ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି। ସେଥିପାଇଁ…

ଖଡ଼ଗପୁର ଡି. ଆର୍. ଏମ୍. ଙ୍କ ନୀଳଗିରି ଗୋପୀନାଥ ପୁର ରେଲୱେ ସାଇଡିଂ ଗସ୍ତ

Posted by - January 2, 2022 0
ନୀଳଗିରି:(ସୌମ୍ୟା ସାଇ ବାରିକ୍)ଆଗାମୀ ୭ ତାରିଖ ଦିନ ଗୋପୀନାଥ ପୁର ରେଳଷ୍ଟେସନ୍ ର ଶୁଭ ଶିଳାନ୍ୟାସ କରିବେ, ଭାରତ ର ରେଳ ମନ୍ତ୍ରୀ ମାନ୍ୟବର ଅଶ୍ଵିନୀ କୁମାର…

ବୋରିଗୁମ୍ମା ଠାରେ କୋରାପୁଟ ଓଡ୍ରାଫ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - May 20, 2022 0
ଜଯପୁର:(ଏସ ସୁନ୍ଦରମ)କୋରାପୁଟ ଜିଲ୍ଲା ବୋରିଗୁମ୍ମା ବିଜାପୁର ପଞ୍ଚାୟତ ବଣ୍ଡାଗୁଡା ନିକଟରେ ଓଡ୍ରାଫ ବିଭାଗ ଦ୍ୱାରା ଗ୍ରାମବାସୀଙ୍କୁ ନିଆଁ ଦାଉରୁ ନିଜକୁ ରକ୍ଷା କରିବା ବିଭିନ୍ନ ପ୍ରକାରର ଆତ୍ମରକ୍ଷା…

ତପସ୍ପିନି ଟ୍ରେନରେ ଆରମ୍ଭ ହେଲା LHB କୋଚ ଯାତ୍ରା

Posted by - January 7, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଏଣିକି ସମ୍ବଲପୁର ସମେତ ଓଡିଶା ର ୮ ଗୋଟି ଜିଲ୍ଲାର ଲୋକେ ପାଇପାରିବେ ପୁରୀ ହାଟିଆ ଏସ୍କପ୍ରେସ ଟ୍ରେନରେ ଆରାମ ଦାୟକ ଯାତ୍ରାର ସୁବିଧା ।…

ମଲ୍ଳିପୁର ଠାରେ ଚାଲିଥିବା ଦୁଇ ଦିିନିଆ ଲୋକ ନୃତ୍ୟ ଓ ପାଲା ମହୋତ୍ସବ ଉଦଯାପିତ

Posted by - March 30, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଦଶରଥପୁର ବ୍ଲକ କମାରଡିହ ମଲ୍ଳିପୁର ଠାରେ ଚାଲିଥିବା ଦୁଇ ଦିିନିଆ ଲୋକ ନୃତ୍ୟ ଓ ପାଲା ମହୋତ୍ସବ ଉଦଯାପିତ…

Leave a comment

Your email address will not be published.