ବିଙ୍ଗ ରୟାଲ ସଂସ୍ଥା ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

302 0

ଅନୁଗୁଳ:(ମହେଶ ଭୋମରାଜ)ତା ୨୮ ଜୁନ ରବିବାର ସକାଳ ୧୧ ଘଟିକା ସମୟ ରେ ବିଙ୍ଗ ରୟାଲ ସଂସ୍ଥା ପକ୍ଷରୁସୁସୁଡା ପଞ୍ଚାୟତ ର ଅଂକୁଲା କେଦାର ଗୌରୀ ଧନ୍ଦାମୂଳକ ଦୃଷ୍ଟି ହୀନ ଅନୁଷ୍ଠାନ ଠାରେ ଶୁଖିଲା ଖାଦ୍ୟ ବଣ୍ଟନ କରାଗଲା।

ବିଙ୍ଗ ରୟାଲ ସଂସ୍ଥା ର ସଦସ୍ୟ ଅଜୟ କୁମାର ସାହୁ,ବିଶ୍ଵଜିତ ବିଶ୍ୱାଳ,ଦମ୍ବୁରୁଧର ସାହୁ,ସୁନେଶ ପ୍ରଧାନ,ଓ ଅଦ୍ୟାଶ୍ଲୋକ ମିଶ୍ର ସହଯୋଗ କରି ଥିଲେ। ଯେଉଁଥିରେ କେଦାର ଗୌରୀ ଅନୁଷ୍ଠାନ ର ପ୍ରଶାନ୍ତ ବେହେରା ଓ ସାଥି ଉପସ୍ଥିତ ଥିଲେ

Related Post

ବକେୟା ଦରମା ନଦେଇ ସିକ୍ୟୁରିଟି ଗାର୍ଡ କର୍ମଚାରୀଙ୍କୁ ଠକିଥିବା ଅଭିଯୋଗ

Posted by - December 2, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ମାସ ମାସ କାଳ ବକେୟା ଦରମା ନଦେଇ ସିକ୍ୟୁରିଟି ଗାର୍ଡ କର୍ମଚାରୀଙ୍କୁ ଠକିଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ କର୍ମଚାରୀ ମାନେ।ଏଭଳି ଅଭିଯୋଗ ହୋଇଛି…

ମହା ବିଷୁବପଣା ସଂକ୍ରାନ୍ତି ହନୁମାନ ଜୟନ୍ତୀ ପାଳିତ

Posted by - April 16, 2022 0
ବଙ୍ଗୋମୁଣ୍ଡା :୧୪/୦୪(:ଅଭିମନ୍ୟୁ ବହିଦାର )ବଲାଙ୍ଗୀର ଜିଲ୍ଲାବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ବସଷ୍ଟାଣ୍ଡ ନିକଟରେଥିବା ହନୁମାନ ମନ୍ଦିରରେ ମହା ବିଷୁବପଣା ସଂକ୍ରାନ୍ତି ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି ।…

ଜିଲ୍ଲା ପାଠାଗାର ଉନ୍ନତିକରଣ କମିଟି ବୈଠକ ଅନୁଷ୍ଠିତ

Posted by - October 12, 2022 0
ବୌଦ୍ଧ:ଅପରାହ୍ନ ୪.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପାଠାଗାର ସହିତ ଅଧିକ ସଂଖ୍ୟକ ପାଠକ ପାଠିକା ସାମିଲ ପାଇଁ ଜିଲ୍ଲା…

କଣ୍ଟାମାଲରେ ମେଗା ବୃକ୍ଷ ରୋପଣ ମହୋତ୍ସବ

Posted by - August 23, 2021 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ) ଶ୍ରୀଅରବିନ୍ଦଙ୍କର ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, କଣ୍ଟାମାଳ-ଅଇଁଲା ଚୁଆଁ ଠାରେ “ମେଗା ବୃକ୍ଷ ରୋପଣ ମହୋତ୍ସବ’ ପାଳନ ହୋଇଯାଇଛି।…

ସମ୍ବଲପୁର ବିଚାର ମଞ୍ଚ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳିତ

Posted by - October 11, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କର ୧୪୪ ତମ ଜନ୍ମ ଜୟନ୍ତୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅନୁଷ୍ଠାନ ଦ୍ୱାରା ତାଙ୍କର ଜନ୍ମ…

Leave a comment

Your email address will not be published.