Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଡମ୍ପୟାର୍ଡରେ ସହରର ବର୍ଯ୍ୟବସ୍ତୁ ପକାଇବାକୁ ନେଇ “କଳିଙ୍ଗ ସମାଜ ଟ୍ରଷ୍ଟ ର ଦୃଢ ବିରୋଧ”

743 0

ଯାଜପୁର ଅଫିସ :ବ୍ୟାସନଗର ରେ ଥିବା କାଚହୁଡି ନିକଟସ୍ଥ ଡମ୍ପୟାର୍ଡ ରେ ସହର ର ବର୍ଯ୍ୟବସ୍ତୁ ପକାଇବା ସ୍ଥାନ ରେ ବର୍ଯ୍ୟବସ୍ତୁ ନ ପକାଇ ରାସ୍ତା କଡ ରେ ପକା ଯାଉଛି । ନିକଟ ରେ ରହୁଥିବା ଜଗନ୍ନାଥ ବିହାର ର ୫୦ ପରିବାର ଅସନ୍ତୁଷ୍ଟ ପ୍ରକାଶ କରିବା ସହିତ ବିରୋଧ କରିଛନ୍ତି । ଜଗନ୍ନାଥ ବିହାର ର ଜଗତଜନନୀ ମହିଳା ଗ୍ରୁପ୍ ବାରମ୍ବାର ନିର୍ବାହୀ ଅଧିକାରୀ ଙ୍କୁ ଭେଟି ଏହାର ପ୍ରତିବାଦ କରୁଥିଲେ ମଧ୍ୟ କେହି ଗୁରୁତ୍ବ ଦେଉନଥିବା ହେତୁ କଳିଙ୍ଗ ସମାଜ ଟ୍ରଷ୍ଟ ପକ୍ଷ ରୁ ଦେବରାଜ ମହାରଥି ଓ ସୌମ୍ୟ ନାୟକ ଏହି ପ୍ରତିବାଦ ଟିକୁ ସାମ୍ନା କୁ ଆଣିଛନ୍ତି ।

ଆଖ ପାଖ ରେ ପ୍ରବଳ ଗନ୍ଧ ହେଉଥିବାରୁ ସମସ୍ତ ପରିବାର ଦିନ ରାତି କବାଟ ଝରକା ବନ୍ଦ କରି ରହୁଛନ୍ତି । ଆବର୍ଜନା ଢାଳିବା ବେଳେ ସାହି ଲୋକ ମାନେ ଅବର୍ଜନା କୁ ଡମ୍ପୟାର୍ଡ ଭିତରେ ଢାଳିବା କୁ ଅନୁରୋଧ କରିବା ରୁ ପୌରସଂସ୍ଥା ର କର୍ମଚାରୀ ମାନେ ସାହି ଲୋକ ମାନ ଙ୍କୁ ନାଲି ଆଖି ଦେଖାଇ କଥା କହିଥିଲେ । ଏଥି ଯୋଗୁ ସାହି ରେ ଅସନ୍ତୋଷ ଦେଖା ଦେଇଛି । ବହୁ ପୁର୍ବ ରୁ ଜଗତଜନନୀ ମହିଳା ସଙ୍ଘ ପକ୍ଷ ରୁ ପ୍ରଣତି ତ୍ରୀପାଠି , ସୋର୍ଣପ୍ରଭା ନାୟକ, ସ୍ନେହଲତା ବେହେରା ,ସୁଶିଳା ପାତ୍ର,ରୀନା ଦେବୀ, ଦେବୀ ,କାଞ୍ଚନ ଦେବୀ,ଶୁସିଳା ସେଠି,ରିଙ୍କି ଦେବୀ ପ୍ରମୁଖ ରାସ୍ତା ରେ ଆବର୍ଜନା କୁ ନ ଢାଳିବା ପାଇଁ ବାରମ୍ବାର ଦାବୀ କରିଆସିଛନ୍ତି। ନିର୍ବାହୀ ଅଧିକାରୀ ସୁଭେନ୍ଦୁ ଜେନା ଙ୍କ ସହିତ ମଧ୍ୟ ଏହା ଆଲୋଚନା ହୋଇଥିଲା ।

ଏହି ଆବର୍ଜନା ଗୁଡିକ ରାସ୍ତା କଡରେ ଏକ ପାହାଡ ସୃଷ୍ଟି କରିଛି । ବର୍ଷା ହେଲେ ମଇଳା ପାଣି ଆସି ସାହି ରେ ପସୁଛି । ଏହାର ସମାଧାନ ନ ହେଲେ ଆଗାମୀ ଦିନ ରେ ସାହି ବାସିନ୍ଦା ରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Related Post

ହରଭଙ୍ଗା ବ୍ଲକରେ ନୂଆଖାଇ ପର୍ବ ପାଳିତ

Posted by - September 1, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଆଜି ନୂଆଖାଇ ପାଇଁ ସମଗ୍ର ହରଭଙ୍ଗା ବ୍ଲକର -ଧର୍ମନଗର, ସୁରୁଣ୍ଡି, ଭେଜିଗୋରା, ଅଯୋଧ୍ୟା, କୁଶଙ୍ଗ ଆଦି ଗ୍ରାମର ଅଧିଷ୍ଠାତ୍ରୀ ଦେବୀଙ୍କ ନିକଟରେ ନବାଗ୍ନ ଲାଗି…

ସାଙ୍ଗର ନିଶା ଦ୍ରବ୍ୟ ଭାଗ କମିଯିବାରୁ ୨ ସାଙ୍ଗଙ୍କ ଉପରେ ପେଟ୍ରୋଲ ପକାଇ ନିଆ ଲଗାଇ ଦେଲା ସାଙ୍ଗ

Posted by - March 31, 2022 0
ବାରଙ୍ଗ :(ସନ୍ତୋଷ ରାଉତ )ଏମିତି ଏକ ଅଭାବ ନୀୟ ଘଟଣା ଘଟିଛି ବାରଙ୍ଗ ଥାନା ଅଂଚଳରେ । ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାଇ ଏହି ଥାନା ଅନ୍ତର୍ଗତ…

ସରଧାପାଲି ଗ୍ରାମରେ ବନ୍ଧ ଖନନ ବେଳେ ମିଳୁଛି ରତ୍ନ ପଥର ଲାଗିଛି ପ୍ରବଳ ଭିଡ

Posted by - May 14, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବୌଦ୍ଧ ବ୍ଲକ ଶଗଡା ପଂଚାୟତ ସରଧାପାଲି ଗ୍ରାମରେ ବ୍ଲକ ତରଫରୁ ମନରେଗା ଯୋଜନାରେ ବନ୍ଧ ଖନନ ହେଉଥିବା ପଂଚାୟତ ନିର୍ବାହୀ ଅଧିକାରୀ ରିଲିପି ନାଏକ…

ଭକ୍ତ ଶୂନ୍ୟ ହୋଇପଡ଼ିଛି ବାରଙ୍ଗ ଅଂଚଳରେ ଥିବା ଶୈବ ପୀଠ ଗୁଡିକ

Posted by - August 9, 2021 0
ଉତ୍ତରଭୁବନେଶ୍ୱର:(ସନ୍ତୋଷ ରାଉତ)ଏ ହେଉଛି ବାରଙ୍ଗ ଅଂଚଳରେ ଥିବା ଶୈବପୀଠ।ଆଜି ଶ୍ରାବଣ ମାସର ତୃତୀୟ ସୋମବାର ହୋଇଥିଲେ ମଧ୍ୟ ସମସ୍ତ ଶୈବପୀଠ ଗୁଡିକ ଜନଶୂନ୍ୟ ହୋଇପଡିଛି।ଦିନଥିଲା ଶ୍ରାବଣ ମାସରେ…

Leave a comment

Your email address will not be published.