Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ପୁରୀ :-ରଥ ଟଣା ସମୟରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ:-,ଡାକ୍ତର ଙ୍କୁ ଗୋଡାଇ ଗୋଡାଇ ପିଟିଲା ପୁଲିସ

745 40

ପୁରୀ:ପୁରୀ ରଥଯାତ୍ରା ରେ ପୋଲିସ ପ୍ରଶାସନ ପକ୍ଷରୁ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କୁ ପୁରୀ ବାସୀ ବିରୋଧ କରିଛନ୍ତି।ଏମିତିକି ଡାକ୍ତରଖାନା ଭିତରେ ପଶି କୋରନା ଯୋଦ୍ଧା ଡାକ୍ତର କୁ ମାରି ବାକୁ ପଛେଇ ନାହାନ୍ତି।

ଗତ ୨୨ ତାରିଖ ରେ ସୁପ୍ରିମକୋର୍ଟ ର ନିର୍ଦେଶ ମୁତାବକ ଭକ୍ତ ଶୂନ୍ୟ ରଥଯାତ୍ରା ହେବାକୁ ଅନୁମତି ମିଳି ଥିଲା।ତାପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ଅତି ଅଳ୍ପ ସମୟ ବ୍ୟବଧାନ ରେ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ।ସେହି ଅନୁସାରେ ପୋଲିସ ପ୍ରଶାସନ କୁ ମଧ୍ୟ ନିର୍ଦେଶ ଦିଆ ଯାଇଥିଲା।ରଥଯାତ୍ରା ପୂର୍ବ ଦିନ ରୁ ପୁରୀ କୁ ସଟ ଡାଉନ ଘୋଷଣା କରି ପ୍ରଶାସନ ରଥଯାତ୍ରା ସଂପନ୍ନ କରିଥିଲେ।ଏହା ମଧ୍ୟ ରେ କାର୍ଯ୍ୟରତ ଡାକ୍ତର ଜଣେ ପୋଲିସ ର ରୋଷ ର ଶିକାର ହୋଇଥିଲେ।

Related Post

ଓଡିଶା ଡ୍ରାଇଭର ମହାସଂଘ କାଶୀପୁର ପକ୍ଷରୁ ୯ ଦଫା ଦାବିପତ୍ର ପ୍ରଦାନ

Posted by - November 6, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ) ସମଗ୍ର ରାଜ୍ୟରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଜିଲ୍ଲାର ପ୍ରତିନିଧି ଗଣ ୯ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା…

ପୁଣି ପଥର କ୍ଵାରୀ ପ୍ରସଙ୍ଗ ଉଠାଇଲା ଜିଲ୍ଲା ପ୍ରଶାସନ,ଜିଲ୍ଲାପାଳଙ୍କ ଗସ୍ତପରେ ପ୍ରତିବାଦ ନେଇ ଚଳଚଞ୍ଚଳ ଖରଭୂଇଁ ଗ୍ରାମବାସୀ

Posted by - October 9, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ )ବର୍ଷକରୁ ଉର୍ଦ୍ଧସମୟ ହେବ ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଗ୍ରାମରେ ପଥରକ୍ବାରୀ ଓ କ୍ରସରକୁ ନେଇ ଚାଲିଛି ଛକାପଞ୍ଝା । ଏସବୁ ବିବାଦର ଅନ୍ତ…

ସଂକ୍ରମିତ ବ୍ରହ୍ମବରଦା ଅଞ୍ଚଳକୁ କଣ୍ଟେନମେଂଟ ଅଞ୍ଚଳ ଭାବେ ଘୋଷଣା

Posted by - April 7, 2020 300
ଯାଜପୁର;(ଆନନ୍ଦ ଚନ୍ଦ୍ର ସହୁ)ଯାଜପୁର ଜିଲ୍ଲାର ପ୍ରଥମ କୋରୋନା ସଂକ୍ରମିତ ବ୍ରହ୍ମବରଦା ଅଞ୍ଚଳକୁ କଣ୍ଟେନମେଂଟ ଅଞ୍ଚଳ ଭାବେ ଘୋଷଣା କଲେ ଜିଲାପାଳ ରଞ୍ଜନ କୁମାର ଦାସ ।ବ୍ରହ୍ମବରଦା ର…

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୪ ଦିନ ରହିବା ନିମନ୍ତେ ଆବଶ୍ୟକୀୟ ଖର୍ଚ୍ଚ ଅନୁମୋଦନ

Posted by - April 28, 2020 0
ରାଜ୍ୟ ସରକାରଙ୍କ ପକ୍ଷରୁ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୪ ଦିନ ରହିବା ନିମନ୍ତେ ଆବଶ୍ୟକୀୟ ଖର୍ଚ୍ଚ ଅନୁମୋଦନ କରାଯାଇଛି। ବୟସ୍କଙ୍କ ଖାଦ୍ୟ ବାବଦକୁ ଦୈନିକ ₹୧୨୦, ୧୪ ବର୍ଷରୁ…

ମହାରାଷ୍ଟ୍ରରୁ ୮ ଦିନ ସାଇକେଲ ଚଳାଇ ଯାଜପୁରରେ ପହଂଚିଛନ୍ତି ମହେଶର

Posted by - April 8, 2020 794
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କୁହାଯାଏ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଯାହାକୁ ପ୍ରମାଣ କରିଦେଖାଇଛନ୍ତି ଯାଜପୁର ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭଅଁରା…

Leave a comment

Your email address will not be published.